ଆଉ ନାହାଁନ୍ତି ଏହି ହିରୋଇନ – ଆସିଲା ବଡ ଦୁଃଖ ଖବର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ବଡ ଦୁଖଃଦ ଖବର ସାମ୍ନାକୁ ଆସିଛି । ସଡକ ଦୂର୍ଘଟଣା ରେ ଆଜି ଏହି ପ୍ରସିଦ୍ଧ ଅଭିନେତ୍ରୀ ଙ୍କ ପରଲୋକ ଘଟିଛି । ଏହି ଟିଭି ଅଭିନେତ୍ରୀ ଙ୍କର ସଡକ ଦୂର୍ଘଟଣା ରେ ପରଲୋକ ହୋଇଛି । ତାଙ୍କୁ ମାତ୍ର 32 ବର୍ଷ ବୟସ ହୋଇଥିଲା । ଅଭିନେତ୍ରୀ ଜଣଙ୍କ ମୋଟର ସାଇକେଲ ରେ ଯାଉଥିବା ବେଳେ ତାଙ୍କୁ ଏକ ଟ୍ରାକ୍ଟର ଧୋକା ଦେଇଥିଲା । ଏହିଥିରେ ସେ ପ୍ରାଣ ହରେଇ ଥିଲେ ।

ଏକ ସପ୍ତାହ ପୂର୍ବରୁ ନିଜର ଜନ୍ମ ଦିନ ପାଳନ କରିଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ ଏଲେନ । ତେବେ ବର୍ତମାନ ସମୟ ରେ ଅଭିନୟ ଦୁନିଆଁ ରୁ ଆସିଛି ଏକ ବଡ ଦୁଖଃଦ ଖବର । ବହୁତ କମ୍ ସମୟ ମଧ୍ୟରେ ଏହି ଅଭିନେତ୍ରୀ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ । ଏବେ ଅଚାନକ ତାଙ୍କର ମୃ-ତ୍ୟୁ ଖବର ସମସ୍ତ ଙ୍କୁ ଚକିତ କରିଛି ।

Actress

ପ୍ରଥମେ ଏହି ଖବର କୁ କିଛି ଲୋକ ମାନେ ଗୁଜବ ବୋଲି ଧରିଥିଲେ । ମାତ୍ର ପରେ ପ୍ରସିଦ୍ଧ ଅଭିନେତ୍ରୀ ଏଲେନ ବା କଲ୍ୟାଣୀ ଙ୍କର କିଛି ସାଥି କଳାକାର ଦ୍ୱାରା କୋନଫର୍ମ ହୋଇଥିଲା । ଚଳଚିତ୍ର ସହ ସେ ଅନେକ ଧାରାବାହିକ ରେ ପ୍ରମୂଖ ଭୂମିକା ନିର୍ବାହ କରିଥିଲେ । ସେ ଅଭିନୟ ବଳରେ ଆଗକୁ ବଢି ପାରିଥିଲେ । ତାଙ୍କର ପରଲୋକ ରେ ଫେନ ମାନେ ସୋସିଆଲ ମିଡିଆ ରେ RIP ମେସେଜ ପୋଷ୍ଟ କରିଥିବାର ଦେଖିବାକୁ ମିଳୁଛି ।

ଲୋକପ୍ରିୟ ଅଭିନେତ୍ରୀ ଘରକୁ ଫେରୁଥିବା ସମୟ ରେ ସିମ୍ଲା ରାଜପଥରେ ଏହି ଦୂର୍ଘଟଣା ହୋଇଥିଲା । ଶୀଘ୍ର ତାଙ୍କୁ ଡାକ୍ତର ଖାନା ଆଣିବା ପରେ ବି ଡାକ୍ତ ତାଙ୍କୁ ସେଠାରେ ମୃ-ତ ବୋଲି ଘୋଷଣା କରିଥିଲେ । ତେବେ ପୋଲିସ ର ସୂଚନା ଅନୁସାରେ IPC ଏବଂ ମୋଟର ଯାନ ଅଧିନିୟମ ଅନୁସାରେ ଟ୍ରାକ୍ଟର ଡ୍ରାଇଭର ଙ୍କ ନାମରେ ମାମଲା ରୁଜୁ ହୋଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ