ଦିଅର ସହ ରାତିରେ ସବୁ କରିଦେଲେ ଏହି ହିରୋଇନ ।

heroine

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଫ୍ୟାନ୍ସକୁ ଝଟକା ଦେଲେ ଗୋପୀ ବୋହୂ । ବିବାହ କରିବାକୁ ଯାଉଛନ୍ତି ଦେବେଲିନା ଭଟ୍ଟାଚାର୍ଯ୍ୟ । ଭାଇରାଲ ହେଉଛି ହଳଦୀ ଓ ମେହେନ୍ଦୀ ର ଫଟୋ । ଫ୍ୟାନ୍ସକୁ ଖୁସି ଖବର ଦେଲେ ଗୋପୀ ବୋହୂ । ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଦେବେଲିନା ଭଟ୍ଟାଚାର୍ଯ୍ୟ । ନାଲି ଶଙ୍ଖା, ହାତରେ ମେହେନ୍ଦୀ, ଦେହରେ ନାଲି ଲେହେଙ୍ଗା । ପୁରାପୁରି ବଧୂ ବେଶରେ ସଜେଇ ହୋଇଛନ୍ତି ଗୋପୀ ବୋହୂ ଅରଫ୍ ଟେନିଭିଜନ ର ଫେମସ୍ ଅଭିନେତ୍ରୀ ଦେବେଲିନା ଭଟ୍ଟାଚାର୍ଯ୍ୟ ।

ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସେ ତାଙ୍କର ଅନ୍ ସ୍କ୍ରିନ୍ ଦିଅରକୁ ବିବାହ କରିବେ । ଦେବଲିନାଙ୍କ ହଳଦୀ ଏବଂ ମେହେନ୍ଦୀ ର ଭିଡିଓ ଏବେ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ଲୋକପ୍ରିୟ ଟେଲି ସିରିଏଲ ସାଥି ଆରେ ଗୋପୀ ବୋହୂ ଙ୍କ ଦିଅର ସାଜିଥିବା ବିଶାଳ ସିଂ ଙ୍କ ହାତ ଧରିବାକୁ ଯାଉଛନ୍ତି ଦେବଲିନା ।

GAPI BAHU

ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋକୁ ଦେଖି ତାଙ୍କ ଫ୍ୟାନ୍ସ ମାନଙ୍କୁ ଝଟକା ଲାଗିଛି । ତାଙ୍କ ଫ୍ୟାନ୍ସ ମାନେ କନପଫିଉଜ ହୋଇଯାଇଛନ୍ତି । ଏହା ସତ ସତିକା ବାହାଘର ନାଁ ଏହା କୈଣସି ମଜା ଜାଣି ପାରୁ ନାହାଁନ୍ତି । ସାମ୍ନାକୁ ଆସୁଥିବା ଭିଡିଓ ରେ ଦେଖିବାକୁ ମିଳିଛି ଯେ ଦେବଲିନା ବିଶାଳ ଙ୍କ ସହ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି ।

ମୁହଁରେ ହଳଦୀ ଓ ହାତରେ ମେହେନ୍ଦୀ ଲଗାଇ ବେଶ୍ ଖୁସି ନଜର ଆସିଛନ୍ତି ଉଭୟ । କେବଳ ସେତିକି ନୁହଁ ଏହି କପୁଲ ଆଉଟ ଫିଟରେ ମଧ୍ୟ ନଜର ଆସିଛନ୍ତି । ସୂଚନା ଯୋଗେ ଯେ ଗତ କିଛିଦିନ ତଳେ ଦେବଲିନା ବିବାହ କରି ସାରିଥିବା ନେଇ ଗୁଜବ ସୃଷ୍ଟି ହୋଇଥିଲା । ସେ ତାଙ୍କ ଲଙ୍ଗ ଟାଇମ୍ ବୟଫ୍ରେଣ୍ଡ ବିଶାଳ ସିଂ କୁ ଲୁଚି ଛପି ବିବାହ କରିଥିବା ଚର୍ଚ୍ଚା ହେଉଥିଲା । ପରେ ଏହି କଥା ମିଥ୍ୟା ପ୍ରମାଣିତ ହୋଇଥିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *