ଗୁରୁତ୍ତର ଅବସ୍ଥାରେ ମେଡ଼ିକେଲରେ ଭର୍ତ୍ତି ହେଲେ ଏହି ହିରୋଇନ l

heroin

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଅଭିନୟ ଜଗତ ପାଇଁ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏହି ସିନେ ଅଭନେତ୍ରୀ ବର୍ତମାନ ସମୟ ରେ ଅସୁସ୍ଥ ରହିଛନ୍ତି । କିଡ୍ନୀ ସଂଙ୍କ୍ରମଣ ହେତୁ ତାଙ୍କୁ କିଛି ଦିନ ପୂର୍ବରୁ ହସ୍ପିଟାଲ ରେ ଭର୍ତ୍ତି କରାଜାଇ ଥିଲା । ତେବେ ଏହି ବିଷୟ ରେ ବର୍ତମାନ ସମୟ ରେ ସୂଚନା ମିଳିଛି ଯେ ଅଭିନେତ୍ରୀ ନିଜର ସୋସିଆଲ ମିଡିଆ ଏକାଉଣ୍ଟ ରେ ରିପୋର୍ଟ ଦାଖଲ କରିଛନ୍ତି ।

ଯେହେତୁ ଡାକ୍ତରଖାନା ରେ ଭର୍ତ୍ତି ହୋଇଥିବା ଏହି ଲୋକପ୍ରିୟ ଅଭିନେତ୍ରୀ ନିଜର ଫୋଟ ସାମ୍ନାକୁ ଆସିବା ପରେ ତାଙ୍କର ପ୍ରଶଂସକ ମାନେ ଅସୋନ୍ତୋଷ ପ୍ରକାଶ କରିଛନ୍ତି । ପୁଣି ଏକ ଲୋକପ୍ରିୟ ଟିଭି ସିରିଏଲ ଅଭିନେତ୍ରୀ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି । ଏହି ଅଭିନେତ୍ରୀ ଙ୍କ ଫୋଟ ଉପରେ କମେଣ୍ଟ ଦେଇ ସେ ଶୀଘ୍ର ସୁସ୍ଥ ହେବା ପାଇଁ ପାର୍ଥନା କରୁଛନ୍ତି ।

heroin

ଅଭିନେତ୍ରୀ ତାଙ୍କର ସ୍ୱାସ୍ଥ କୁ ନେଇ ଅପଡେଟ ଦେଇ ପ୍ରକାଶ କରିଛନ୍ତି । ତେବେ ଲୋକପ୍ରିୟ ଟିଭି ଅଭିନେତ୍ରୀ ଶୀବାନୀ ଇନଷ୍ଟାଗ୍ରାମ ରେ ତାଙ୍କର ଫୋଟ ସେୟାର କରିଛନ୍ତି । ଏହି ଫୋଟରେ ସେ ଆଙ୍ଗୁଠି ଉଠାଉ ଥିବାର ଦେଖା ଜାଉଛି । ଯାହା ସୂଚାଉଛି ବର୍ତମାନ ସମୟ ରେ ତାଙ୍କର ସ୍ୱାସ୍ଥ ଅବସ୍ଥା ପୂର୍ବ ଅପେକ୍ଷା ଭଲ ରହିଛି । ଏହି ଫୋଟ ସେୟାର କରି ଅଭିନେତ୍ରୀ ଲେଖିଛନ୍ତି । ନମସ୍କାର ସମସ୍ତ ଙ୍କୁ ମୋର କିଛି ଦିନ ଖରାପ ଚାଲିଛି । ମୋର କିଡ୍ନୀ ସଂଙ୍କ୍ରମଣ ହୋଇଜାଇଛି ।

ହେଲେ ମୁଁ ଆପଣ ମାନଙ୍କୁ କହିବାକୁ ଚାହେଁ ଯେ ପରିବାର ବନ୍ଧୁ , ଡାକ୍ତର ଏବଂ ଡାକ୍ତରଖାନା କର୍ମି ଙ୍କ ସହଯୋଗରେ ମୁଁ ବର୍ତମାନ ସମୟ ରେ ନିଜକୁ ଭଲ ଅନୁଭବ କରୁଛି । ସୋସିଆଲ ମିଡିଆ ରେ ଲୋକପ୍ରିୟ ଟିଭି ଅଭିନେତ୍ରୀ ଶୀବାନୀ ଜୋଶୀ ଙ୍କ ଏହି ଫୋଟ ଖୁବ ଭାଇରଲ ହେଉଛି । ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ତାଙ୍କର ପ୍ରଶଂସକ ମାନେ ପାର୍ଥନା କରୁଛନ୍ତି । ତେବେ କିଡ୍ନୀ ସଂଙ୍କ୍ରମଣ ଯୋଗୁଁ ହସ୍ପିଟାଲ ରେ ଭର୍ତ୍ତି ହେଲେ ଟିଭି ଅଭିନେତ୍ରୀ ଶୀବାନୀ ଜୋଶୀ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ