ବାହାଘର ଭୋଜିରେ ହେଲା ଏମିତି, କେହିବି ବିଶ୍ୱାସ କରିପାରିଲେ ନାହିଁ….

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଲିଯାଏ ଥିଲ ତମେ ମୋ ନିଜର ଆଉ ଆଜିଠାରୁ ମୁଁ କହିଁ ପାରିବିନି ମୁଁ ଯେ ତୁମର । ହଁ ବନ୍ଧୁଗଣ କାଲି ସାହୁ ବାବୁଙ୍କର ବାହାଘର ଭୁଜି ଥିଲା ଆଉ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ବି ଯାଇଥିଲେ ଭୁଜି ଖାଇବାକୁ ଆଉ ଠିକ୍ ଏତିକି ବେଳେ ମଣ୍ଡପ ଉପରେ ବସିଥାନ୍ତି ନବ ଦମ୍ପତୀ ସାହୁ ବାବୁ ଆଉ ତାଙ୍କର ସ୍ତ୍ରୀ ସୁନାଲି ଆଉ ଯାହାକୁ ଦେଖି ସହିପାରି ନଥିଲେ ରାନୀ ପଣ୍ଡା ହୃଦୟରେ ଜାଗା ଦେଇଥିବା ସାହୁ ବାବୁଙ୍କୁ ଆଉ କାହା ସହ ଦେଖି ତାଙ୍କ ହୃଦୟ କାଳେ ଭାଙ୍ଗି ଯାଇଥିଲା ।

ଆଖି ଟା ଲୁହ ଛଳ ଛଳ ହୋଇ ଯାଇଥିଲା ଆଉ ସ୍ନେହର ଫୁଲ ତଡାକୁ ସାହୁ ବାବୁଙ୍କ ଉପରକୁ ଫପାଡି ଦେଇଥିଲେ ଭଲ କରି ଦେଖି ନିଅନ୍ତୁ ଏହି ଭିଡିଓ କୁ । ହଁ ବନ୍ଧୁଗଣ ପାଦରେ ଅଳତା ମଥାରେ ଚନ୍ଦନ ପିନ୍ଧି ଆଜି ବର ବେଶ ସାଜିଛି ସାହୁ ବାବୁ , ସୁନାଲିର ହାତ ଧରି ରାନୀ ପଣ୍ଡା ଙ୍କୁ ଅଧା ବଟରେ ଛାଡି ଯାଇଛି ସାହୁ ବାବୁ ।

rani

ଆଉ ନିମନ୍ତଣ କାର୍ଡ ବଦଳରେ ଶେଷ ଚିଠିଟେ ଲେଖିଛି ସାହୁ ବାବୁ ବାହା ହୋଇ ଚାଲି ଯାଉଚି ଇତି ତୁମର ସାହୁ ବାବୁ । ଯାହାକୁ ସହି ପାରି ନଥିଲେ ରାନୀ ପଣ୍ଡା ନିଜ ଇନିଷ୍ଟା ଗାମ୍ ରେ ଏକ ରିଲ୍ସ୍ କରିଥିଲେ ଭଲ କରି ଦେଖି ନିଅନ୍ତୁ ଏହି ରିଲ୍ସ୍ କୁ ଯେଉଁଥିରେ ସେ ଏକ ଦର୍ଦ ଭରା ହୃଦୟ ବାଙ୍ଗି ଯାଇଥିବା ଗୀତଟି କୁ ଦେଇଛନ୍ତି ,

ପାଦରେ ଅଳତା ମଥାରେ ଚନ୍ଦନ ପିନ୍ଧି ତମେ ଆଜି ବର ସାଜିଛ ଆଉ ଯେଉଁ ଗୀତକୁ ଯେତେବେଳେ ସୁଣିବେ ସେତେବେଳେ ବି ହୃଦୟ ଭାଙ୍ଗିଗଲା ଭଳି ଲାଗିବ ଯାହା କାଲି ରାନୀ ପଣ୍ଡା ଙ୍କୁ ଫିଲ୍ ଆସିଥିଲା ।

ବନ୍ଧୁଗଣ ଏଠି କହିଁରଖିବା କୁ ଚାହିଁବୁ କି ମଜାରେ ସାହୁ ବାବୁଙ୍କ ବାହାଘରରେ ଯୋଗ ଦେଇଥିବା ରାନୀ ପଣ୍ଡା ଏମିତି ଏକ ରିଲ୍ସ୍ ବନାଇ ଥିଲେ , ଯାହାକୁ ସେ ନିଜର ଇନିଷ୍ଟା ଗାମ୍ ପେଜ୍ ରେ ପୋଷ୍ଟ କରିଛନ୍ତି । ତେବେ ସବୁ ଭିତରେ କିନ୍ତୁ ବାହାଘର ଭୁଜି ଖାଇ ନବ ଦମ୍ପତୀ ସାହୁ ବାବୁ ଆଉ ତାଙ୍କର ସ୍ତ୍ରୀ ସୁନାଲି ଙ୍କୁ ଆଶ୍ରୀବାଦ କରି ଫେରିଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ