ଆଉ ନାହାଁନ୍ତି ଏହି ମହାନ ଅଭିନେତା ।

actor

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଜାହା ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସିଛି । ଆଜି ଏହି ପ୍ରସିଦ୍ଧ କଳାକାର ଙ୍କ ପରଲୋକ ରେ ଅନେକ କଳାକାର ମାନ ଦୁଃଖ ପ୍ରକାଶ କରିଛନ୍ତି । ଏବଂ ଚଳଚିତ୍ର ଜଗତ ରେ ଶୋକର ଲହରୀ ଖେଳିଜାଇଛି । ଆମ ଦେଶ ହେଲା କଳାକାର ଏବଂ ସଂସ୍କୃତି ର ଦେଶ । ଏଠାରେ ଅନେକ କାଳାକାର ରହିଛନ୍ତି । ନାଚ ହେଉ କିମ୍ବା ଗୀତ ହେଉ ଭାରତ ସବୁଠାରୁ ଆଗରେ ।

ତେବେ ବର୍ତମାନ ସମୟ ରେ ଏହି ଲୋକପ୍ରିୟ କଳାକାର ମାନେ ଦୁନିଆଁ କୁ ବିଦାୟ ଦେଇଛନ୍ତି । ତାଙ୍କର ମୃ-ତ୍ୟୁ ବିଷୟ ରେ ସୂଚନା ଦେଇଛନ୍ତି ତାଙ୍କର ଜଣେ ବନ୍ଧୁ ସୋସିଆଲ ମିଡିଆ ରେ । ତେବେ ତାଙ୍କର ବନ୍ଧୁ ଜଣଙ୍କ କହିଥିବା ସୋସିଆଲ ମିଡିଆ ନୋଟ ରେ ଲେଖା ଜାଇଛି ଯେ ତାଙ୍କର କଳାକୈଶଳ ତାଙ୍କର କାର୍ଯ୍ୟ ରେ ଦେଖା ଯାଉ ଥିଲା । ତେବେ ସେହି ପୋଷ୍ଟ ଉପରେ ଇୟୁଜର ମାନେ ତାଙ୍କର ମୃ-ତ୍ୟୁ କୁ ନେଇ ଶୋକ ପ୍ରକାଶ କରିଛନ୍ତି ।

ଜଣେ ଇୟୁଜର ଲେଖିଛନ୍ତି । ସେ ଜଣେ ଚମତ୍କାର ମଣିଷ ଏବଂ ଜଣେ ସେନସିଟିଭ ଆର୍ଟିଷ୍ଟ ଥିଲେ । ମୁଁ ଲଳିତା ଙ୍କ ଠାରୁ ବହୁତ କିଛି ସିଖିଛି । ତାଙ୍କର ଆତ୍ମାକୁ ଶାନ୍ତି ମିଳୁ । ଅନ୍ୟ ଜଣେ ଲେଖିଛନ୍ତି ମୁଁ ତିନି ଦିନ ପୂର୍ବରୁ ତାଙ୍କର ପଦର୍ଶନ କୁ ଜାଇଥିଲି । ତାହା ସବୁ ଦୁଃଖ ଦାୟକ ଥିଲା । ସୋସିଆଲ ମିଡିଆ ରେ ଫାଉଣ୍ଡେସନ ଲେଖିଛି ଯେ ଏହି ଲୋକ ପ୍ରିୟ କଳାକାର ଙ୍କ ଦେହାନ୍ତ ଖବର ସୁଣି ଆମେ ଗଭୀର ଦୁଃଖିତ ଅଟୁ ।

lalita

ଲାଜମି ଙ୍କ ଶାସ୍ତ୍ରିୟ ନୃତ୍ୟ ପ୍ରତି ବହୁତ ଋଚି ରହିଥିଲା । ସେ ଜଣେ ସୁ ଶିକ୍ଷିତ କଳାକାର ରହିଥିଲେ । ତାଙ୍କ କାମ ରେ ପଦର୍ଶନ ର ଗୋଟେ ଏଲିମେଣ୍ଟ ରହିଥିଲା । ଦିବଙ୍ଗ କଳାକାର ଲଳିତା ଲାଜମି ଙ୍କର ଗତ କାଲି 90 ବର୍ଷରେ ପୋରଲୋକ ଘଟିଛି । ତାଙ୍କର ପରଲୋକ ରେ ଅନେକ କଳାକାର ମାନେ ଦୁଃଖ ପ୍ରକାଶ କରିଛନ୍ତି । ଏବଂ ଚଳଚିତ୍ର ଜଗତ ରେ ଶୋକର ଲହରୀ ଖେଳିଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ