
ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତ୍ତମାନ ସମୟରେ ସିନେମା ଜଗତ ପାଇଁ ଯାହା ଗୋଟିଏ ଦୁଃଖ ଦାୟକ ଖବର ସାମ୍ନାକୁ ଆସିଛି ଆଜି ଏହି ପ୍ରସିଦ୍ଧ ବରିଷ୍ଟ ଅଭିନେତାଙ୍କ ପରଲୋକ ରେ ଅନେକ କଳକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ସିନେମା ଜଗତରେ ଶୋକର ଲହରି ଖେଳି ଯାଇଛି । ଚଳଛିତ୍ର ଜଗତର ଜଣା ସୁଣା 78 ବର୍ଷିୟ ଭଣ୍ଟ୍ରାନ୍ ଅଭିନେତା ଙ୍କ ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି । ଅନ୍ୟ ପକ୍ଷରେ ଏହି ସୁଚନା ପରିବାର ପକ୍ଷରୁ ପ୍ରକାଶ ପାଇଛି ।
ମୃ-ତ୍ୟୁର କାରଣ ପରିବାର ସୁତ୍ରରୁ ହାର୍ଟାଟାକ୍ ବୋଲି କୁହାଯାଇଛି ଯାହା ପରେ ଘଟଣା ସ୍ଥଳରେ ତାଙ୍କର ମୃ-ତ୍ୟୁ ହୋଇଛି ବୋଲି କୁହା ଯାଇଥିଲା । ତେବେ ଏହି ଅକାଳ ବିୟଗ ଖବର ଆସିବା ପରେ ଚଳଚିତ୍ର ଇଣ୍ଡଷ୍ଟ୍ରୀ ରେ ଶୋକର ଲହରି ଖେଳି ଯାଇଛି । ତେବେ ସେ ଖଳନାୟକ ଭୂମୀକା ପାଇଁ ବେଶ ଜଣା ସୁଣା ଥିଲେ । ସେ ପାଞ୍ଚ ଦସନ୍ଧି ଧରି ଚାଲିଥିବା କେରିୟର ରେ ତିନିପିଢି ଶିର୍ସ ତାରକାଙ୍କ ସହ ଅଭିନୟ କରିଥିଲେ ।
ତାଙ୍କର ପରିବାରରେ ଦୁଇଟି ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି , ପୁଅ ରବି ବାବୁ ଜଣେ ଅଭିନେତା ଓ ଚଳଚିତ୍ର ନିର୍ମାତା । ତିନି ଦିନ ମଧ୍ୟରେ ଟଲିଉଡ ପାଇଁ ଭଣ୍ଟ୍ରାନ୍ ଅଭିନେତା ଚଲପଥି ରାଉ ଙ୍କ ମୃ-ତ୍ୟୁ ହେଇଛି । ଦ୍ୱିତୀୟ ବଡ଼ କ୍ଷତି ଭଣ୍ଟ୍ରାନ୍ ଅଭିନେତା କଇକଲା ସତ୍ୟାରାୟନ ଙ୍କ ଡିସେମ୍ବର 23ରେ ଏହା ପୂର୍ବରୁ ଦେହାନ୍ତ ହେଇଛି ।
ଲୋକପ୍ରିୟ ଭଣ୍ଟ୍ରାନ୍ ଅଭିନେତା ଚଲପଥି ରାଉ ଙ୍କ ପରିବାର କହିଛନ୍ତି ଯେ ଆମେରିକାରୁ ତାଙ୍କ ଝିଅ ଆସିବା ପରେ ତାଙ୍କର ଶେଷ ରିତି ନିତି କରାଯାଇଥିଲା । ଚଲପଥି ରାଉ ଟଲିଉଡ ଇଣ୍ଡଷ୍ଟ୍ରୀ ରେ ଅନେକ ଚଳଚିତ୍ରରେ କାମ କରିଛନ୍ତି , ହାର୍ଟାଟାକ୍ ରେ ତାଙ୍କର ମୃ-ତ୍ୟୁ ହୋଇଛି । ତେବେ ଭଣ୍ଟ୍ରାନ୍ ଅଭିନେତା ଚଲପଥି ରାଉ ଙ୍କ ପରଲୋକ ରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।