ଆଉ ନାହାଁନ୍ତି ଏହି ମହାନ ଅଭିନେତା । ଚାଲିଗଲା ଜୀବନ

actor

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ କଳା ଜଗତ ପାଇଁ ବଡ ଦୁଖଃଦ ଖବର ସାମ୍ନାକୁ ଆସିଛି । ଏହି ପ୍ରସିଦ୍ଧ କଳାକାର ଙ୍କ ପରଲୋକ ରେ ଅନେକ କଳାକାର ମାନେ ଦୁଃଖ ପ୍ରକାଶ କରିଛନ୍ତି । ଏବଂ କଳା ଜଗଚ ରେ ଶୋକ ର ଲହରୀ ଖେଳି ଜାଇଛି । ଆମ ଦେଶ ହେଉଛି କଳାକାର ଏବଂ ସଂସ୍କୃତି ର ଦେଶ । ଏଠାରେ ଅନେକ କଳାକାର ମାନେ ରହିଛନ୍ତି , ନାଚ ଗୀତ ଭାରତ ସବୁଠାରୁ ଆଗରେ ।

ତେବେ ବନ୍ଧୁଗଣ ଏହି ଲୋକ ପ୍ରିୟ କଳାକାର ଜଣଙ୍କ ମଞ୍ଚ ଉପରେ କଳା ପଦର୍ଶନ କରୁଥିବା ବେଳେ ପଡି ଜାଇଥିଲେ ଆଉ ସେଠାରେ ତାଙ୍କର ପ୍ରାଣ ବାୟୁ ଚାଲି ଜାଇ ଥିଲା । ମାତ୍ର 27 ବର୍ଷ ବୟସ ରେ ନିଜର ପ୍ରାଣ ବାୟୁ ହରେଇଛନ୍ତି । କେବଳ 27 ବର୍ଷ ବୟସ ରେ ସେ ଦୁନିଆଁ କୁ ବିଦାୟ ଦେଇଛନ୍ତି । ନିଜି ଷ୍ଟେଜ୍ ରେ ପର୍ଫୋମେନ୍ସ କରୁଥିବା ସମୟ ରେ ଏହି ଘଟଣା ଘଟିଛି ।

singer

ତେବେ ବର୍ତମାନ ପର୍ଯ୍ୟନ୍ତ ଏହି କଳାକାର ଙ୍କ ମୃ-ତ୍ୟୁ ର କାରଣ ସ୍ପଷ୍ଟ ହୋଇ ନାହିଁ । ତେବେ ସୋସିଆଲ ମିଡିଆ ରେ ଗାୟକ ଙ୍କୁ ଶ୍ରଦ୍ଧାଞଳୀ ଅର୍ପଣ କରାଜାଉଛି । କୋଷ୍ଟା ସୋଗ୍ନ ଗ୍ଲୋ ଯେ କି ନିକଟ ରେ ସେ ଆମେରିକା ର କଳାକାର ଆକ୍ରରୋନ ଙ୍କ ଏକ ରିମିକ୍ସ ରିଲିଜ୍ କରିଥିଲେ । ତେବେ ତାଙ୍କର ମୃ-ତ୍ୟୁ ଦକ୍ଷିଣ ଆଫ୍ରିକା ର ସଂଙ୍ଗୀତ ଶୀଳ୍ପି ମାନଙ୍କ ପାଇଁ ଏକ ଦୁଃଖଦ ଖବର ହୋଇଛି ।

ତେବେ ଦକ୍ଷିଣ ଆଫ୍ରିକା ର ରେପର ତଥା କୋଷ୍ଟା ସୋଗ୍ନ ଗ୍ଲୋ ଙ୍କ 27 ବର୍ଷ ବୟସ ରେ ମୃ-ତ୍ୟୁ ହୋଇଛି । ତାଙ୍କର ମୃ-ତ୍ୟୁ ରେ ଅନେକ କଳାକାର ମାନେ ଦୁଃଖ ପ୍ରକାଶ କରିଛନ୍ତି । ଏବଂ ସଂଙ୍ଗୀତ କଳା ଜଗତ ରେ ଶୋକ ର ଲହରୀ ଖେଳିଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ