
ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟରେ ସୋସିଆଲ ମିଡିଆ ରେ ଜଣେ କଲେଜ ଝିଅ ଙ୍କ ଭିଡ଼ିଓ ଭାଇରଲ ହେଉଛି । ଆସନ୍ତୁ ଦେଖିନେବା ସଂମ୍ପର୍ଣ୍ଣ ଭିଡ଼ିଓ କୁ । ମୁଁ ମାଲକାନାଗିରି ଘୋଡେଇ କଲେଜ ରେ ପଢୁଥିଲି । ମୁଁ +2 ସେକେଣ୍ଡିୟ ପଢୁଛି ଆଉ ପରିକ୍ଷା କୁ ଦୁଇ ମାସ ଅଛି । ମତେ ଆଜି ଠିଆ କରେଇ ଦେଇ କ୍ଲାସ ରେ କହିଲେ କି ମୁଁ କଣ ପାଠ ପଢୁନି । ଆଉ ବ୍ଲାକ୍ ବୋର୍ଡ ପାଖକୁ ନେଇଗଲେ ଆଉ କହିଲେ ମତେ ଏନସାର କହ ।
କହିବା ପରେ ବି ମୁଁ କାଲି ଆପସେଣ୍ଟ ଥିଲି କାଲି ଭାରତ ବନ୍ଦ ଥିଲା ହେଲେ କଲେଜ ଥିଲା ହେଲେ ମୁଁ ଜାଇ ନଥିଲି ଭାରତ ବନ୍ଦ ପାଇଁ । ହେଲେ ସେମାନେ କହିଲେ କଣ ପାଇଁ କଲେଜ ଆସିଲୁ ନାହିଁ । ମୋ ଘର ଲୋକ କେହି ନାହାଁନ୍ତି ନାଁ ମୁଁ ମାଲକାନା ଗିରି ରେ ପଢୁଛି ଜାଜପୁର ରୁ ଆସି ଆଉ ମୁଁ ବି ଷ୍ଟ୍ରଗଲ କରୁଛି କାଲି ମୁଁ କେମିତି ଜାଆନ୍ତି ମୋର ସ୍କୁଟି ନାହିଁ କି କିଛି ନାହିଁ ଭାରତ ବନ୍ଦ ଥିଲା ମୁଁ କେମିତି ଜାଆନ୍ତି ।
ଆଉ ମତେ ଏନସର ଦେବାକୁ ବ୍ଲାକ ବୋର୍ଡ ରେ କହିଲେ ତେବେ ମୁଁ ଦେଲି ନାହିଁ ତ ମୋ ମୋ ବାପା ଙ୍କୁ ଫୋନ କଲେ । ଆଉ କହିଲେ ଆପଣଙ୍କ ପିଲାଙ୍କୁ ଆମେ ଆଡମିଟ କାର୍ଡ ଦେବୁନି । ଏମିତି ବେଳେ ମତେ ସାର କହୁଛନ୍ତି ତୋ ମାଆ ବାପା ମୋ ସହିତ ଆର୍ଗ୍ୟୁ କରୁଛନ୍ତି ଯେ ଏ କେମିତିକା ରୋଲ ରହିଛି ଆପଣ ପିଲାକୁ ଆଡମିଟ କାର୍ଡ କଣ ପାଇଁ ଦେବେନି ଆଉ ପରେ କହିଲେ ତୁ କଲେଜ ଆସି କଣ କରିବୁ ତୁ ପାଠ ସାଠ ପଢୁନୁ ତୁ କାଲିଠାରୁ ଆସିବାକୁ ହେବନି ।
ଆଉ ମୁଁ ଆ଼ଡମିଟ କାର୍ଡ ଦେବିନି କି ତଳେ ଏଗ୍ଜାମ୍ ଦେବାକୁ ଦେବିିନି କେତେ ନେହୁରା ହେବେ ତୋ ପେରେଣ୍ଟ୍ସ ଦେଖିବା । ତା ପରେ ମୁଁ ଯେତେ ବେଳେ କହିଲି ମୋ ଚୁଟି ଧରି ବୁଲେଇ ବୁଲେଇ ବାଡେଇବି ବୋଲି କହିଲେ । ଆଉ ଏହିଥି ପାଇଁ ମୁଁ ଏହି ଭିଡ଼ିଓ ବନଉଛି । କାରଣ ମୋ କେରିୟର ବର୍ବାଦ କରିବା ପାଇଁ କୁହାଜାଉଛି ଯେତେ ବେଳେ ମୁଁ କାହିଁକି ଭିଡ଼ିଓ ବନେଇବିନି । ବନ୍ଧୁଗଣ ଏମିତି କିଛି କହିଥିବାର ଦେଖିବା ପାଇଁ ମିଳିଛନ୍ତି ଯୁବତୀ ଜଣଙ୍କ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।