ସବୁଦିନ ପାଇଁ ଦୁନିଆ ଛାଡି ଚାଲିଗଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ।

actress Sonali Chakraborty

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ବଡ ଦୁଖଃଦ ଖବର ସାମ୍ନାକୁ ଆସିଛି । ପୁଣି ଫିଲ୍ମ ଜଗତ ରୁ ଆସିଲା ବଡ ଦୁଖଃଦ ଖବର ଆଖ୍ ବୁଜିଲେ ଆଉ ଜଣେ ଅଭିନେତ୍ରୀ ତେବେ ଏହି ଅଭିନେତ୍ରୀ ଙ୍କ ପରଲୋକରେ ଅନେକ କଳାକାର ମାନେ ଦୁଖଃ ପ୍ରକାଶ କରିଛନ୍ତି । ଯେଉଁଥି ପାଇଁ ବର୍ତମାନ ସମୟ ରେ ଶୋକର ଲହରୀ ଖେଳିଜାଇଛି ।

ଫିଲ୍ମ ତଥା ଟେଲିଭିଜନ ଅଭିନେତ୍ରୀ ଙ୍କର ଦେହାନ୍ତ ହୋଇଛି । ଏକ ହସ୍ପିଟାଲ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃ-ତ୍ୟୁ ବେଳକୁ ତାଙ୍କୁ 59 ବର୍ଷ ହୋଇଥିଲା । ରିପୋର୍ଟ ମୁତାବକ ଏହି ଅଭିନେତ୍ରୀ ଦିର୍ଘ ଦିନ ଧରି କ୍ୟାନସର ରେ ପୀଡିତ ରହିଥିଲେ । ଚଳିତ ବର୍ଷ ଅଗଷ୍ଟ ମାସରେ ତାଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରାଜାଇ ଥିବା ବେଳେ କିଛି ଦିନର ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ ହେଲେ ପୁଣିଥରେ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ତାଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରାଜାଇ ଥିଲା ।

Sonali Chakraborty

ହେଲେ ଚିକିତ୍ସା ଧୀନ ଅବସ୍ଥା ରେ ତାଙ୍କର ଦେହାନ୍ତ ହୋଇଛି । ଲୋକପ୍ରିୟ ଅଭିନେତ୍ରୀ ସୋନାଲୀ ଅନେକ ଟିଭି ସିରିଏଲ ରା କାମ କରିଥିବା ବେଳେ 2002 ରିଲିଜ ହୋଇଥିବା ଫିଲ୍ମ ହାର ଜିତରେ ସେ ଲାଇମ୍ ଲାଇଟ କୁ ଆସିଥିଲେ । ତେବେ ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଅଭିନେତ୍ରୀ କିଛି ଦିନ ହେବ ଫିଲ୍ମ ରୁ ଦୂରରେ ରହିଥିଲେ ବହୁତ ଦିନ ପରେ ସେ ହସ୍ପିଟାଲ ରେ ଚିକିତ୍ସା ଧୀନ ଅବସ୍ଥାରେ ଥିଲେ ।

ତେବେ ତାଙ୍କର ସ୍ୱସଙ୍ଗା ରେ ଅନ୍ତମ ସଂସ୍କାର ସରିଥିବା ବେଳେ ଲୋକ ପ୍ରିୟ ଟିଭି ଅଭିନେତ୍ରୀ ସୋନାଲୀ ଚକ୍ରବର୍ତ୍ତି ଙ୍କର ଆଜି ହସ୍ପିଟାଲ ରେ ମୃ-ତ୍ୟୁ ଘଟିଛି । ତେବେ ଆମେ ତାଙ୍କର ଆତ୍ମାର ସଦଗତି ନିମନ୍ତ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *