ସବୁ ଖୋଲି କହିଦେଲେ ଏହି ସୁନ୍ଦରି ମହିଳା ।

beautiful woman

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏଠାରେ ଯୁବତୀ ଜଣଙ୍କ କହିଛନ୍ତି ଯେ ମୁଁ ଯେତେ ତାଙ୍କ ସହିତ ସଂମ୍ପର୍କ ରେ ଥିଲି ସେତେ ବେଳେ ମୁଁ ବିଶାଖାପାଟନା, ଜଥପୁର , ଜୟପୁର ଆଦି ସ୍ଥାନରେ ମତେ ସିଏ ଲଜ ରେ ନେଇ ରଖୁଥିଲା ଆଉ ସେତେ ବେଳେ ମୁଁ ଜାଣି ପାରିଲି ନାହିଁ ଯେ ମୋର ଶା-ରୀ-ରିକ ସଂ-ମ୍ପ-ର୍କ ହେବା ସମୟ ରେ ସେ ମୋର ଫୋଟ ଏବଂ ଭିଡିଓ କରି ସେ ରଖିଥିଲା । ତା ମନରେ ଏତେ ବି ଛଳନା ରହିଥିଲା ମୁଁ କିଛିବି ଜାଣି ପାରିଲି ନାହିଁ ।

ତା ପରେ ବି ତା ସହିତ ମୋର ଭଲ ସଂମ୍ପର୍କ ରହିଥିଲା । ତେବେ ମୁଁ ଯେତେ ବେଳେ କହୁଛୁ ମତେ ସ୍ତ୍ରୀ ଭାବେ ଗ୍ରହଣ କରିନିଅ । ବହୁତ ଦିନ ହୋଇଗଲା ମୋ ସହିତ ସଂ-ମ୍ପର୍କ ରଖିବାର ସେ ମତେ ସ୍ତ୍ରୀ ଭାବେ ବହୁତ ଟର୍ଚର ବି କରୁଥିଲା । ଏମିତି ବେଳେ ମୁଁ ଯେତେ ବେଳେ ତାଙ୍କୁ ବିବାହ କରିବା ପାଇଁ କହିଥିଲି ହେଲେ ସେ ମତେ କହୁଛନ୍ତି ମୁଁ ତତେ ସ୍ତ୍ରୀ ଭାବେ ଗ୍ରହଣ କରି ପାରିବି ନାହିଁ ।

women 1

ତାଙ୍କ ସହିତ ସଂ-ମ୍ପର୍କ ରେ ଥିଲି ସେତେ ବେଳେ ମୁଁ ବିଶାଖାପାଟନା, ଜଥପୁର , ଜୟପୁର ଆଦି ସ୍ଥାନରେ ମତେ ସିଏ ଲଜ ରେ ନେଇ ରଖୁଥିଲା ଶା-ରୀ-ରିକ ସଂ-ମ୍ପ-ର୍କ ହେବା ସମୟ ରେ ସେ ମୋର ଫୋଟ ଏବଂ ଭିଡିଓ କରି ସେ ରଖିଥିଲା । ତା ମନରେ ଏତେ ବି ଛଳନା ରହିଥିଲା ମୁଁ କିଛିବି ଜାଣି ପାରିଲି ନାହିଁ ।

ଆଉ ଏବେ ମତେ ଧମକ ଦିଆଯାଉଛି କି ଯଦି ତୁମେ ମୋ ସହିତ ଶା-ରୀ-ରିକ ସଂ-ମ୍ପ-ର୍କ ନରଖିବା ଏବଂ ବାରମ୍ବାର ଯଦି ମତେ ସ୍ତ୍ରୀ ଭାବେ ଗ୍ରହଣ କରିବା ପାଇଁ କହିବ ତେବେ । ମୁଁ ତୁମର ସବୁ ଭିଡ଼ିଓ ଫୋଟ ସବୁଆଡେ ଭାଇରଲ କରିଦେବି ବୋଲି ଧମକ ଦେଉଛନ୍ତି । ତେବେ ମୁଁ କହିଲି କି ଯଦି ସାଢେ ତିନି ବର୍ଷ ସଂ-ମ୍ପର୍କ ରଖିବା ପରେ ଏବେ ଯଦି କହୁଛ ମୋର ଫୋଟ ଭିଡ଼ିଓ ଭାଇରଲ କରିଦେବ ବୋଲି ।

ଏମିତିରେ ସେ ବର୍ତମାନ ସମୟ ରେ ସ୍ତ୍ରୀ ର ମାନ୍ୟତା ଦେଉନାହୁଁ କି ମୁଁ ତା କଥାରେ ପଡି ମାଲକାନାଗିରି ଆସିଥିବା ବେଳେ ସେ ମତେ ଗୋଟେ ମାସର ଭଡା ଦେଇଥିଲା । ହେଲେ ଏବେ କୈଣସି ଟଙ୍କା ସେ ଦେଉନଥିବା ବେଳେ କୈଣସି କଥା ବୁଝୁନାହାଁନ୍ତି । ତେବେ ଏମିତି ବେଳେ ମୁଁ ଆପଣ ମାନଙ୍କୁ ବିନୋତି କରିବି ସମସ୍ତେ ଏହି ଅସହାୟ କୁ ଟିକିଏ ସୋପର୍ଟ କରନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *