ମୋ ସ୍ୱାମୀକୁ ଖୋଲା ଦେହ ଦେଖାଇ ଛଡ଼ାଇ ନେଲା ଏହି ଅଭିନେତ୍ରୀ…

Sania Mirza

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଖାସ ଖବର ନେଇ କରି ଆସିଛୁ ଯାହା ଆପଣ ମାନଙ୍କ ର ଜାଣିବା ନିହାତି ଦରକାର । ତେବ ବନ୍ଧୁଗଣ ଆପଣ ମାନେ ତ ଆମର ଲୋକପ୍ରିୟ ଖେଳାଳି ଯିଏକି ଟେନିସ୍ ଖେଳ ରେ ମାହିର ତାଙ୍କୁ ତ ଜାଣିଥିବେ ଯାହାଙ୍କ ର ନାମ ହେଉଛି ସାନିୟା ମିର୍ଜା । ତେବେ ସାନିୟା ପାକିସ୍ଥାନ ରେ ଏକ ଖେଳାଳି ଙ୍କୁ ବିବାହ କରିଥିଲେ ଆଉ ଏବେ ତାଙ୍କର ସ୍ୱାମୀ ଙ୍କ ସହ ଛାଡପତ୍ର ହୋଇଛି ।

ତେବେ ଏହି ଛାଡପତ୍ର କୁ ନେଇ ସାନିୟା ତାଙ୍କର କିଛି ମନ୍ତବ୍ୟ ପ୍ରଦାନ କରିଛିନ୍ତି ଯାହାକି ହେଉଛି , ମୋ ଜୀବନ କୁ ନଷ୍ଟ କରିଦେଲା ପାକିସ୍ଥାନ ଅଭିନେତ୍ରୀ । ମୋ ସ୍ୱାମୀ ଏବେ ମୋତେ ଛାଡି ପାକିସ୍ଥାନି ଅଭିନେତ୍ରୀ ଙ୍କ ସହ ରହୁଛନ୍ତି । ଯାହାକୁ ମୁଁ ବିଶ୍ୱାସ କରି ଭାରତ ରୁ ପାକିସ୍ଥାନ କୁ ଆସିଥିଲି ସେହି ଏବେ ମୋ ହାତ ଛାଡି ଦେଇଛନ୍ତି । ମୋ ସ୍ୱାମୀ କୁ ଏବେ ପାକିସ୍ଥାନି ଅଭିନେତ୍ରୀ ସୁନ୍ଦର ଲାଗୁଛନ୍ତି ।

ତାଙ୍କ ଅ-ନ୍ତ-ରଙ୍ଗ ମୁହୁର୍ତ୍ୱ ର ଫୋଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହାକୁ ମୁଁ ଦେଖି ଆଉ ସହି ପାରୁନି । ବୋଧ ହୁଏ ଏମିତି କିଛି ପାଇ ଆଜି ଚର୍ଚ୍ଚିତ ଯୋଡି ସାନିଆ ମିର୍ଜା ଏବଂ ପାକିସ୍ଥାନ ପୁଅ ସୋହେବ ଅଲ୍ଲି ଅଲଗା ହେବାକୁ ଯାଉଛନ୍ତି । ଟେନିସ୍ ଷ୍ଟାର ସାନିଆ ମିର୍ଜା ଏବଂ ପାକିସ୍ଥାନ ଷ୍ଟାର କ୍ରିକେଟର ସହେବ ଅଲ୍ଲୀ ଙ୍କ ଅଲଗା ହେବା ଖବର ଭିତରେ ଏବେ ପାକିସ୍ଥାନ ଅଭିନେତ୍ରୀ ଆଇସା ଉମର ଙ୍କ ନାମ ଏବେ ସାମନା କୁ ଆସିଛି ।

sania

କିଛି ଗଣ ମାଧ୍ୟମ ର ସୂଚନା ମିତାବକ ସୋହେବ ଏବଂ ସାନିୟା ଛାଡପତ୍ର ଦ୍ୱାରା ଅଲଗା ହୋଇ ଯାଇଛନ୍ତି କିନ୍ତୁ ଯଦି ଦେଖିବା ଏ ନେଇ ସାନିଆ ମିର୍ଜା କି ସହେବ କିଛି ସ୍ପଷ୍ଟ କରି ନାହାନ୍ତି । ଏହି ସବୁ ଭିତରେ ଏବେ ପାକିସ୍ଥାନ ର ଅଭିନେତ୍ରୀ ଆଇସା ଉମର କୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି , ଯାହାକୁ ସୋହେବ ଏବଂ ସାନିଆ ଅଲଗା ହେବାର ଗୋଟିଏ ବଡ କାରଣ ବୋଲି ଅନୁମାନ କରାଯାଉଛି ।

ପାକିସ୍ଥାନି ଗଣ ମାଧ୍ୟମର ସୂଚନା ମୁତାବିକ ଆଇସା ଏବଂ ସୋହେବ ଙ୍କ ମଧ୍ୟରେ ଏକ ଅନୈତିକ ସ-ମ୍ପର୍କ ରହିଛି ଯେଉଁଥିପାଇଁ ସାନିଆ ଏବେ ସୋହେବ ଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି । ଏହି କିଛି ଦିନ ହେବ ସାନିଆ ତାଙ୍କ ଇନଷ୍ଟାଗ୍ରାମ ରେ ଏକ ଫୋଟ ପୋଷ୍ଟ କରି ଲେଖିଥିଲେ କି ଆଜିର ଦିନ ଗୁଡାକ ବହୁତ କଠିନ ।

ସେ ତାଙ୍କ ଷ୍ଟୋରି ରେ ଲେଖିଥିଲେ କି ଭାଙ୍ଗି ଯାଇଥିବା କୁଆଡେ ଯାଆନ୍ତି । ଯଦି ଦେଖିବା ସାନିଆ ଙ୍କ ଇନଷ୍ଟାଗ୍ରାମ ରେ ସୋହେବ ଙ୍କ ଫୋଟ ଆଉ ଦେଖିବାକୁ ମିଳୁ ନାହିଁ ଯାହା ପରେ ସନ୍ଦେହ କରାଯାଉଥିଲା କି ସୋହେବ ଏବଂ ସାନିଆ ଙ୍କ ମଧ୍ୟରେ କିଛି ଭଲ ଚାଲୁ ନାହିଁ ବୋଲି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ