କ୍ଷୀରରେ ସ୍ନାନ କରନ୍ତି ଏହି ଅଭିନେତ୍ରୀ, ସୁନାର ଘଡି ଓ ରୂପାର ଚପଲ ପିନ୍ଧନ୍ତି, ଦେଖନ୍ତୁ ଫୋଟ ।

Spread the love

ଫିଲ୍ମ ଦୁନିଆରେ ଏପରି ବହୁତ ଗୁଡିଏ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ରାଜ ପରିବାରର ଅଟନ୍ତି । ଦର୍ଶକଙ୍କ ମଧ୍ୟରେ ଫେମସ୍ ହେବା ପାଇଁ ସେମାନେ ଅଭିନୟର ରାସ୍ତାକୁ ବାଛି ନିଅନ୍ତି । ଆଜି ଆମେ ଟିଭି ଜଗତର ଏମିତି ଏକ ଅଭିନେତ୍ରୀଙ୍କ ବିଷୟରେ ଆପଣଂକୁ କହିବୁ ଯେ, କି ରାଜ ପରିବାରର ରାଜକୁମାରୀ ଅଟନ୍ତି ଓ ନିଜ ଜୀବନକୁ ମଧ୍ୟ ରାଜକୀୟ ସ୍ୱଭାବରେ ବିତାଇଥାନ୍ତି ।

ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ନାମ ଦିଗାଙ୍ଗନା ସୂର୍ଯ୍ୟବଂଶୀ ଅଟେ, ଯିଏ ବର୍ତ୍ତମାନ ଟିଭି ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ଏହାଙ୍କ ଜନ୍ମ ୧୫ ଅକ୍ଟୋବର ୧୯୯୭ ମସିହାରେ ହୋଇଥିଲା । ଆଜିର ସମୟରେ ଦିଗାଙ୍ଗନାଙ୍କୁ ୨୧ ବର୍ଷ ହୋଇଯାଇଛି । ନିଜର ପୁରା କ୍ୟାରିୟରରେ ସେ ବହୁତ ଟିଭି ଧାରାବାହିକରେ କାମ କରି ସାରିଛନ୍ତି ।

ନିଜ ଅଭିନୟର ଆରମ୍ଭ, ସେ ପ୍ରଥମେ ୨୦୦୨ ମସିହାରେ ସୋନି ଟିଭିର ଧାରାବାହିକ ‘କ୍ୟା ହାଦଶା କ୍ୟା ହକିକତ୍’ ଜରିଆରେ କରିଥିଲେ । ମୁଖ୍ୟ ଭୂମିକାରେ ସେ ପ୍ରଥମେ ୨୦୧୩ ମସିହାରେ ଷ୍ଟାର ପ୍ଲସ୍ ର ଧାରାବାହିକ ‘ଏକ ବୀର୍ କି ଅରଦାସ୍ ଵୀରା’ରେ କାମ କରିଥିଲା । ଏହି ଧାରାବାହିକ ଦ୍ୱାରା ସେ ବହୁତ ଲୋକପ୍ରିୟତା ହାସିଲ କରିଥିଲେ ।

ଦିଗାଙ୍ଗନା ବହୁତ ଧନୀ ପରିବାରରୁ ଅଟନ୍ତି । ଭଗବାନଙ୍କ ଅପର କୃପା ଓ ଆଶୀର୍ବାଦ ପରେ ଦିଗଙ୍ଗନା ଜନ୍ମ ହୋଇଥିଲେ । ଦିଗଙ୍ଗନାଙ୍କ ପିଲା ଦିନର କଥା କହିବ ତ, ସେ ଯେତେବେଳେ ୧୦ ବର୍ଷ ବୟସର ଥିଲେ, ସେତେବେଳେ ବାପାଙ୍କ ଠାରେ ଜିଦ କରିଥିଲେ ସୁନାର ଘଡି ପାଇଁ…. । ଦିଗଙ୍ଗନାଙ୍କ ଜିଦରେ ବାପା ମଧ୍ୟ ଝିଅ ପାଇଁ ସୁନାର ଘଡି ଆଣି ଥିଲେ । ଏଥିପାଇଁ ସେ ନିଜର ପ୍ରତିଟି ଜନ୍ମ ଦିନରେ କ୍ଷୀରରେ ସ୍ନାନ କରନ୍ତି, ସୁନାର ଘଡି ଓ ରୂପାର ଚପଲ ପିନ୍ଧନ୍ତି । ଏହା ସହ ଗରିବଙ୍କୁ ଖାଦ୍ୟ ଓ ପୋଷାକ ମଧ୍ୟ ଦାନ କରନ୍ତି ।