ଏହି ୬ଟି ନାମ ବିଶିଷ୍ଟ ବ୍ୟକ୍ତି ଖରାପ କାର୍ଯ୍ୟରୁ ନିଜକୁ ଦୂରେଇ ରଖନ୍ତି ଏବଂ ନିଜ ପିତା ମାତାଙ୍କ ନାମକୁ ଉଚ୍ଚ କରନ୍ତି ।

Spread the love

ପ୍ରତ୍ୟେକ ବ୍ୟକ୍ତି ନିଜ ମାତା ପିତାଙ୍କ ନାମକୁ ଉଚ୍ଚ କରିବା ପାଇଁ ଚାହାଁନ୍ତି, ଯେଉଁଥି ପାଇଁ ସେମାନେ ଅତ୍ୟାଧିକ ଭାବି ବିଚାରୀ ପ୍ରତ୍ୟେକ କାର୍ଯ୍ୟ କରିଥାନ୍ତି । ସେମାନଙ୍କ ଚିନ୍ତାଧାରା ଏପରି ଯେ, ତାଙ୍କ ପିତା ମାତା ବହୁତ ଦୁଃଖ ଓ କଷ୍ଟ ସହ୍ୟ କରି ଆମକୁ ବଡ କରିଛନ୍ତି । ପ୍ରତି ବଦଳରେ ଆମର କର୍ତ୍ତବ୍ୟ ହେଉଛି, ଆମେ ମଧ୍ୟ ତାଙ୍କ ପାଇଁ କିଛି କରିବା ଏବଂ ନିଜ ପିତା ମାତାଙ୍କ ନାମକୁ ଉଚ୍ଚ କରିବା ପାଇଁ କିଛି ବ୍ୟକ୍ତି ସବୁ ପ୍ରକାର ସୀମା ଲଘିଂବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ । ଆଜି ଆମେ ଏହି ଲେଖା ମାଧ୍ୟମରେ ସେହି ୬ଟି ନାମ ବିଶିଷ୍ଟ ବ୍ୟକ୍ତିଙ୍କ ବିଷୟରେ କହିବୁ, ଯେଉଁମାନେ ନିଜର ପିତା ମାତାଙ୍କ ନାମକୁ ପ୍ରସିଦ୍ଧ ବା ଉଚ୍ଚ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଆଜିର ଲେଖାରେ ଆପଣଙ୍କ ପାଇଁ କଣ ଖାସ୍ ରହିଛି ।

ଆସନ୍ତୁ ଏହି ୬ଟି ନାମଧାରୀ ବ୍ୟକ୍ତିଙ୍କ ବିଷୟରେ ଜାଣିବା :-

A ଅକ୍ଷର ନାମଧାରୀ ବ୍ୟକ୍ତି :

ଯେଉଁ ବ୍ୟକ୍ତିମାନଙ୍କ ନାମ A ଅକ୍ଷରରୁ ଆରମ୍ଭ ହୋଇଥାଏ, ସେହି ବ୍ୟକ୍ତିମାନେ ନିଜ ପିତା ମାତାଙ୍କ ନାମକୁ ପ୍ରସିଦ୍ଧ କରିଥାନ୍ତି । ଏମାନେ ନିଜ ପିତା ମାତାଙ୍କ ଉପରେ କୌଣସି ବି କଷ୍ଟ ଆସିବାକୁ ଦିଅନ୍ତି ନାହିଁ । ଏମାନେ ନିଜ ପିତା ମାତାଙ୍କ ଖୁସି ପାଇଁ କିଛି ମଧ୍ୟ କରିବାକୁ ପ୍ରସ୍ତୁତ ରୁହନ୍ତି । ଏମାନେ ନିଜ ପିତା ମାତାଙ୍କ ନାମକୁ ପ୍ରସିଦ୍ଧ କରିବା ପାଇଁ ବହୁତ ପରିଶ୍ରମ କରନ୍ତି ଏବଂ ସେମାନଙ୍କ କଥାକୁ ସମ୍ମାନ ଦିଅନ୍ତି ।

D ଅକ୍ଷର ନାମଧାରୀ ବ୍ୟକ୍ତି :

ଯେଉଁ ବ୍ୟକ୍ତିମାନଙ୍କ ନାମ D ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ନିଜ ମାତା ପିତା କହିଥିବା ମାର୍ଗରେ ଚାଲିବା ପାଇଁ ପସନ୍ଦ କରନ୍ତି । ଏମାନେ ନିଜ ମାତା ପିତାଙ୍କ ସବୁ କଥାକୁ ସମ୍ମାନ ଦିଅନ୍ତି ଏବଂ ତାଙ୍କ କଥା ଅନୁସାରେ ଚାଲନ୍ତି । ଏମାନେ ନିଜ ମାତା ପିତାଙ୍କ ନାମକୁ କେବେ ମଧ୍ୟ ଖରାପ କରନ୍ତି ନାହିଁ । ଏହି ନାମ ବିଶିଷ୍ଟ ବ୍ୟକ୍ତିମାନେ ଅନ୍ୟ ବ୍ୟକ୍ତିମାନଙ୍କୁ ମଧ୍ୟ ସାହଯ୍ୟ କରନ୍ତି, ଯାହା ଫଳରେ ଏମାନେ ସମଯରେ ସୁନାମ ଅର୍ଜନ କରିଥାନ୍ତି । ଏମାନେ ନିଜ ମାତା ପିତାଙ୍କ ନାମ ଶୀଘ୍ର ଅର୍ଜନ କରନ୍ତି ।

K ଅକ୍ଷର ନାମଧାରୀ ବ୍ୟକ୍ତି :

ଯେଉଁ ବ୍ୟକ୍ତିମାନଙ୍କ ନାମ K ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ନିଜ ପିତା ମାତାଙ୍କ ନାମକୁ ପ୍ରସିଦ୍ଧ କରନ୍ତି । ଏମାନେ କେବେ ମଧ୍ୟ ଏମିତି କିଛି କାମ କରନ୍ତି ନାହିଁ ଯାହାଦ୍ଵାରା ଏମାନଙ୍କ ମାତା ପିତାଙ୍କ ନାମ ଖରାପ ହୋଇଥାଏ । ଏମାନେ ମାତା ପିତାଙ୍କ ଦ୍ଵାରା କୁହାଯାଇଥିବା ମାର୍ଗରେ ଚାଲିବାକୁ ପସନ୍ଦ କରନ୍ତି । ଖରାପ ବ୍ୟକ୍ତିଙ୍କ ଠାରୁ ନିଜକୁ ଦୁରେଇ ରୁହନ୍ତି ଏବଂ ଜୀବନରେ ଉତ୍ତମରୁ ଅତି ଉତ୍ତମ କାର୍ଯ୍ୟ କରିବାକୁ ଚାହାଁନ୍ତି ।

M ଅକ୍ଷର ନାମଧାରୀ ବ୍ୟକ୍ତି :

ଯେଉଁ ବ୍ୟକ୍ତିମାନଙ୍କ ନାମ M ଅକ୍ଷରରୁ ଆରମ୍ଭ ହୋଇଥିବ, ଏମାନେ ସାରା ଜୀବନ ନିଜ ପିତା ମାତାଙ୍କ ସେବା କରିବାରେ ସମୟ ଅତିବାହିତ କରିବାକୁ ପସନ୍ଦ କରନ୍ତି । ଏମାନେ ନିଜ ପିତା ମାତାଙ୍କ ସେବା ବହୁତ କରନ୍ତି ଏବଂ ଏମାନେ ଏମିତି କିଛି କାମ କଦାପି କରନ୍ତି ନାହିଁ, ଯାହାଦ୍ଵାରା ଏମାନଙ୍କ ମାତା ପିତାଙ୍କ ନାମ ଖରାପ ହେବ ।

N ଅକ୍ଷର ନାମଧାରୀ ବ୍ୟକ୍ତି :

ଯେଉଁ ବ୍ୟକ୍ତିମାନଙ୍କ ନାମ N ଅକ୍ଷରରୁ ଆରମ୍ଭ ହୋଇଥାଏ, ସେହି ବ୍ୟକ୍ତିମାନେ ନିଜ ପରିବାର ଓ ମାତା ପିତାଙ୍କ ନାମ କେବେ ମଧ୍ୟ ଖରାପ ହେବାକୁ ଦିଅନ୍ତି ନାହିଁ । ଏମାନେ ନିଜ ପିତା ମାତାଙ୍କ ନାମକୁ ଅର୍ଜନ କରିଥାନ୍ତି । ଏମାନେ ଏପରି କାମ କରନ୍ତି, ଯାହାଦ୍ଵାରା ସେମାନଙ୍କ ମାତା ପିତାଙ୍କୁ ପ୍ରସନ୍ନତା ମିଳେ ।

P ଅକ୍ଷର ନାମଧାରୀ ବ୍ୟକ୍ତି :

ଯେଉଁ ବ୍ୟକ୍ତିମାନଙ୍କ ନାମ P ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ନିଜ ପିତା ମାତାଙ୍କ କହିଥିବା ସମସ୍ତ କଥାକୁ ମାନନ୍ତି ଏବଂ ନିଜ ମାତା ପିତାଙ୍କ ପାଖରେ ସବୁବେଳେ ରୁହନ୍ତି । ଏମାନେ ନିଜ ମାତା ପିତାଙ୍କ ଖୁସି ପାଇଁ କିଛି ମଧ୍ୟ କରିପାରନ୍ତି ଏବଂ ଏମାନଙ୍କ ପାଇଁ ନିଜ ମାତା ପିତାଙ୍କ ଠାରୁ ବଡ ଆଉ କେହି ନୁହଁନ୍ତି ।