କୋଟିପତି ହେବା ଆଗରୁ ମିଳିଥାଏ ଏହି ୧ ସଂକେତ |

millionaire

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ସବୁ କାମ କରିବା ଦ୍ୱାରା ମାଁ ଲକ୍ଷ୍ମୀ ପ୍ରତ୍ସନ୍ନ ହୋଇଥାନ୍ତି । ମାଁ ଲକ୍ଷ୍ମୀଙ୍କୁ ପ୍ରତ୍ସନ୍ନ କରିବା ଦ୍ୱାରା ଅନେକ ନୀତି ନିୟମ ରହିଥାଏ । ଅନ୍ନପୂର୍ଣ୍ଣା ହେଉଛନ୍ତି ମାଁ ଲକ୍ଷ୍ମୀ । ହିନ୍ଦୁ ଧର୍ମରେ ମାଁ ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ । ମାନ୍ୟତା ହିସାବରେ ଯେଉଁ ବ୍ୟକ୍ତିଙ୍କ ଉପରେ ମାଁ ଲକ୍ଷ୍ମୀଙ୍କ କୃପା ରହିଥାଏ ସେ ବ୍ୟକ୍ତିର କେବେବି ଧନର ଅଭାବ ରହିନଥାଏ । ଜୋତିଷ ଶାସ୍ତ୍ର ଅନୁସାରେ ମାଁ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅନେକ ଉପାୟ କୁହାଯାଇଛି । ମାନ୍ୟତା ରହିଛି ଯେ ମାଁ ଲକ୍ଷ୍ମୀ ଆସିବା ପୂର୍ବରୁ କୌଣସି ସଙ୍କେତ ନିଶ୍ଚୟ ଦେଇଥାନ୍ତି ।

ସ୍ୱପ୍ନରେ ଅଧିକ ବର୍ଷା ହେବା କିମ୍ବା ବର୍ଷା ପାଣି ଦ୍ୱାରା ସ୍ଥାନ ଜଳମଗ୍ନ ହୋଇଯିବା ଏହା ହେଉଛି ଧନ ଆଗମନ ର ସଙ୍କେତ । ଯଦି ଗୋଟିଏ ସ୍ଥାନରେ ସ୍ଥିର ହୋଇ ରହିଥାଏ ଏହା ମଧ୍ୟ ହୋଇଥାଏ ଧନ ଆଗମନର ସଙ୍କେତ ।

Lakshmi

ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ସ୍ୱପ୍ନରେ ନାଲି କିମ୍ବା ହଳଦିଆ ରଙ୍ଗର ପୁଷ୍ପ ଦେଖୁଛନ୍ତି ଏହା ଧନ ଲାଭର ଶୁଭ ସଙ୍କେତ ଅଟେ । ଏମିତିରେ କୁହାଯାଇଛି ଯେ ନାଲି ଓ ହଳଦିବର୍ଣ୍ଣ ରଙ୍ଗକୁ ଶୁଭ ରଙ୍ଗ ଭାବେ ବର୍ଣ୍ଣନା କରାଯାଇଛି । ସମସ୍ତ ଫୁଲ ମଧ୍ୟ ଶୁଭ ଅଟେ ।

ଆପଣ ଯଦି ସ୍ୱପ୍ନରେ ମନ୍ଦିର ଦେଖୁଛନ୍ତି ତେବେ ଏହା ଖୁବ୍ ଶୁଭ ଅଟେ । ଏହାର ଅର୍ଥ ଭଗବାନ କୁବେର ଆପଣଙ୍କ ଉପରେ ପ୍ରତ୍ସନ୍ନ ଅଛନ୍ତି । ଆପଣଙ୍କ ଉପରେ ଧନ ବୃଷ୍ଟିର ସମ୍ଭାବନା ରହିଛି ।

ନାଲି ରଙ୍ଗ ଶୁଭର ପ୍ରତୀକ ଭାବରେ ଗ୍ରହଣ କରାଯାଏ । ଆପଣ କୌଣସି ସଧବା ନାରୀ ସ୍ୱପ୍ନରେ ଦେଖୁଛନ୍ତି ତେବେ ତାହା ଲକ୍ଷ୍ମୀଙ୍କ ଆଗମନ ସଙ୍କେତ ଅଟେ ।

ସ୍ୱପ୍ନ ଶାସ୍ତ୍ର ଅନୁସାରେ ସ୍ୱପ୍ନରେ ଉଚ୍ଚ ସ୍ଥାନରେ ଚଢେଇ ଉଡିବା ଶୁଭ ସଙ୍କେତ ଅଟେ । ଏହି ସ୍ୱପ୍ନର ଅର୍ଥ ଆପଣ ଜୀବନରେ ଖୁବ୍ ଉନ୍ନତି କରିବେ । ଜୀବନରେ ସଫଳତା ଆପଣଙ୍କ ପାଦ ସ୍ପର୍ଶ କରିବ ।

ଯଦି ଆପଣ ସ୍ୱପ୍ନରେ ଦାନ୍ତ ଘସୁଥିବା ଦେଖିବେ ଏହା ଖୁବ୍ ଶୁଭ ସଙ୍କେତ ଅଟେ । ଏହି ସ୍ୱପ୍ନର ଲକ୍ଷଣ ମାଁ ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରତ୍ସନ୍ନ ଅଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *