କାମର ବାହାନା ଦେଖାଇ ନେଇଥିଲେ ,ହେଲେ କାମ ବଦଳରେ କରୁଛନ୍ତି ନିର୍ଯାତନା ..ଏବେ ସାହାଯ୍ୟ ମାଗୁଛନ୍ତି ଯୁବତୀ

ho

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମତେ ଡାକିଲା ମୋ ପାଟିରେ ହାତ ଦେଇ ମୁହଁ ବନ୍ଦ କଲା ଏବେ ମତେ ସେ ତା ପାଖରେ ବନ୍ଧକ ରଖିଛି । ମତେ ନିର୍ଜାତନା ଦେଉଛି , ମତେ ଖରାପ ଭାଷା ରେ ଗାଳି କରୁଛି । ହଁ ବନ୍ଧୁଗଣ ଏମିତି କିଛି କହୁଛନ୍ତି ଯୁବତୀ ଜଣଙ୍କ । କାମର ଲୋଭ ଦେଖେଇ ଯୁବତୀ ଙ୍କୁ ନେଇ ଥିଲେ ଆଉ କାମ ବଦଳରେ ଆରମ୍ଭ ହୋଇଗଲା ନିର୍ଜାତନା ଆଉ ଜାହାର ଭିଡ଼ିଓ କରି ଦେଶ ବାସୀ ଙ୍କୁ ସାହାଯ୍ୟ ମାଗିଛନ୍ତି ଯୁବତୀ ।

ତତେ ହାଣିକି କାଟିକି ପୋତି ଦେବି ଆଉ ମତେ ବହୁତ ମିସ୍ ବିହେବ କରୁଛନ୍ତି । ଗୋଟେ ଘରେ ସେ ମତେ ଭରି ରଖିଛନ୍ତି । ତେବେ ଭୁବନେଶ୍ୱରେ ରେ ରହିଥିବା ଏହି ଯୁବତୀ ବିଭିନ୍ନ ଇଭେଣ୍ଟ ମ୍ୟନେଜମେଣ୍ଟ ସଂସ୍ଥାରେ କାମ କରନ୍ତି ତେବେ ଭଦ୍ରକ ଅଞ୍ଚଳ ରେ ରାଜା କାମର ଲୋଭ ଦେଖେଇ ଉକ୍ତ ଯୁବତୀ ଙ୍କୁ ଉତ୍ତର ପ୍ରଦେଶ ନେଇଥିଲେ । ରାଜା ନାମକ ଜଣେ ଯୁବକ ଦୁଇଟି ଯୁବତୀଙ୍କୁ ପ୍ରୋଗ୍ରାମ ନାମରେ 9 ହଜାର ଟଙ୍କା ଦେବ ବୋଲି କହିଥିଲା ଆଉ ଉତ୍ତର ପ୍ରଦେଶ ନେଇଯାଇଥିଲା ।

women a

ହେଲେ ପ୍ରୋଗ୍ରାମ କରିବା ବଦଳରେ ସେ ଝିଅ ମାନଙ୍କୁ ସେ-କ୍ସ ୱାର୍କରେ ଲଗାଇ ଥିଲା । ଝିଅ ମାନେ ଅତି ଚତୁରାମିର ସହ ନିଜ ପରିବାର ଲୋକଙ୍କୁ ଏହା ବିଷୟରେ ଜଣାଇବାରୁ ସେମାନଙ୍କୁ ସେଠାରୁ ଉଦ୍ଧାର କରାଜାଇଥିଲା । ଏହା ସହିତ ରାଜାକୁ ମଧ୍ୟ ପୋଲିସ ଗିରଫ କରିଛି । ରାଜା ସହ ତାର ପତ୍ନୀ ବି ଏହି ସେ-କ୍ସ ୱାର୍କ ରେ ସାମିଲ ଅଛି । ତେବେ ଏହାରି ମଧ୍ୟରେ ପୀଡ଼ିତା ଯୁବତୀ ଜଣକ ଗଣମାଧ୍ୟମ ସାମ୍ନାକୁ ଆସି ଘଟଣା ବିଷୟରେ କହିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ପୀଡ଼ିତା ଯୁବତୀଙ୍କ କହିବା ଅନୁସାରେ ପ୍ରୋଗ୍ରାମ ନାଁ କହି ଆମକୁ ନେଇଥିଲେ ହେଲେ ସେଇଠି କହିଲେ ଆମକୁ ଖରାପ କାମ କରିବା ପାଇଁ । ସେଠିକାର ଲୋକ ଭଲ ନୁହେଁ ଆମକୁ ବହୁତ ଖରାପ ନଜରରେ ଦେଖୁଥିଲେ । ସେ ଆମକୁ ଦେଖି ଡିମାଣ୍ଡ କଲେ କି ଏହି ଦୁଇଟି ଝିଅ ଆସିବା ଦରକାର ।

ରାଜା ଆମକୁ କହିଲେ ତମେ ଯିବ ଆମେ କହିଲୁ ନାହିଁ ଆପଣ ଆମକୁ ଏଠି ଡ୍ୟାନ୍ସ କରିବାକୁ ବାଧ୍ୟ କଲେ ମୁଁ ଏଠି ଖରାପ କାମ କରି ପାରିବିନି । ସେ କହିଲା ତୋତେ ଏଠି ମାରିକି ଫୋପାଡିଲେନି ତୋ ଘର ଲୋକ ପିଠିରେ ପଡିବେନି ପୋଲିସ ବି ଆମର କିଛି କରିବନି ଏ କଥା କହି ଆମକୁ ଡରେଇକି ରଖିଲେ ।

ଆଉ କହିଲା ସେହି ଲୋକ 10 ହଜାର ଟଙ୍କା ଦୁହିଁଙ୍କୁ ବାଣ୍ଟି କରି ଦେବେ । ଏମିତି ବେଳେ ଯୁବତୀ ମାନେ ଏହି କାମ କରିବାକୁ ବିରୋଧ କରିବାରୁ ସେମାନଙ୍କୁ ଟର୍ଚର ର ଶୀକାର ହେବାକୁ ପଡିଥିଲା । ଜାହାକୁ ନେଇ ଯୁବତୀ ଜଣଙ୍କ ସାହାଯ୍ୟ ପାଇଁ ଇଣ୍ଟରନେଟ ର ସାହାଯ୍ୟ ଲୋଡିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ