ବସ୍ତାରେ ବସ୍ତେ କଏନ୍ ଧରି ଆସିଲେ ଗାଡି କିଣିବାକୁ | ତାପରେ ହେଲା ଏମିତି !!

cans

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବସ୍ତାରେ ବସ୍ତେ କୟେନ୍ କିଣି ଆସିଲେ ଗାଡି କିଣିବାକୁ । ବନ୍ଧୁଗଣ କଥାଟି ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । ହେଲେ ବ୍ୟକ୍ତି ଜଣଙ୍କ ଏହି ପରି କରି ଦଖେଇଛନ୍ତି । ଏହି ବ୍ୟକ୍ତି ଜଣଙ୍କ ନିଜର ଦିର୍ଘ ଦିନ ର ସଞ୍ଚୟ କୁ ଧରି ସିଧା ଆସି ପହଁଚି ଥିଲେ ଗାଡି ସୋ ରୁମ୍ ରେ । ଆଉ ଲକ୍ଷ ଥିଲା ଗାଡି କିଣିବା ଏହି ଘଟଣା ର ଭିଡ଼ିଓ ଏବେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ଯିଏବି ଭିଡ଼ିଓ ଦେଖୁଛି ସିଏ ଟିକେ ଅଟକି ଯାଉଛି ।

ତେବେ ଲାଇକ୍ , ସେୟାର ସହିତ ବହୁତ ଲୋକ ମାନେ ସେୟାର ମଧ୍ୟ କରି ଦେଉଛନ୍ତି । ଏହି ବ୍ୟକ୍ତି ଜଣଙ୍କ ହେଲେ ମହମ୍ମଦ ଅବଦୁଲ ସେଖ୍ । ତାଙ୍କର ସ୍ୱପ୍ନ ଥିଲା ଯେ ସେ ଦିନେ ନିଜ ରୋଜଗାର ରେ ଦୁଇ ଚକିଆ ଗାଡି ଟିଏ କିଣିବେ । ସେ ସ୍ୱପ୍ନ ତାଙ୍କର ପୂରଣ ହୋଇଛି । ସ୍ୱପ୍ନ ପୂରଣ କରିବା ପାଇଁ ସେ ଗୋଟିଏ ଗୋଟିଏ ଟଙ୍କା ଯୋଡିବାକୁ ଲାଗିଲେ ।

cans

ଏହି ଭଳି କିଛି ବର୍ଷ ମଧ୍ୟରେ ତାଙ୍କ ପାଖରେ ଗାଡି କିଣିବା ପାଇଁ ଟଙ୍କା ଗଚ୍ଛିତ ହୋଇଗଲା । ହେଲେ ସବୁଠାରୁ ବଡ କଥା ହେଲା ଏହି ଟଙ୍କା କୈଣସି ବଡ ନୋଟ ରେ ନଥିଲା ଏହା କେବଳ ଥିଲା କେୟନ । ଭାଇରଲ ଭିଡ଼ିଓ ରେ ଜଣା ପଡୁଛି ସେ ଏକ ବସ୍ତାରେ 90 ହଜାର ଟଙ୍କାର କୟେନ ଧରି ଗୋଟେ ଗାଡି ସୋ ରୁମ୍ କୁ ଆସୁଛନ୍ତି । ଏବଂ ସୋ ରୁମ୍ ଚଟାଣ ରେ ବସି ସେଠାକାର ଜଣେ କର୍ମଚାରୀ ଙ୍କ ସହିତ ମିଶି ଟଙ୍କା ଗଣୁଛନ୍ତି ।

ଆଉ କୟେନ ଗଣି ସାରିବା ପରେ ସେ ସ୍କୁଟି ଟିଏ କିଣୁଛନ୍ତି । ତେବେ ଏହି ଭିଡ଼ିଓ ଟି ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେଉଥିବା ବେଳେ ତାଙ୍କର ଏମିତି ଇଚ୍ଛା ଶକ୍ତି ଙ୍କୁ ଲୋକେ ପ୍ରଶଂସା କରୁଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *