‘ସ୍ଵାମୀଙ୍କୁ ଛାଡି ଏମାନେ ବସିଛନ୍ତି, ୨ ମାସରେ କେତେ ପ୍ରେଗନେଣ୍ଟ ହେଇ ସାରନ୍ତେଣି, ହେଲେ ଏମାନେ…’: Suresh Routray

Sura Routray

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ବିଧାୟକ ସୁର ରାଉତରାୟ ଙ୍କୁ ବହୁତ ଭଲ ଭାବେ ଜାଣିଥିବେ । ଆମ ଓଡିଶା ର ସୁର ଭାଇ କୈଣସି ଓଡିଆ ଅଭିନେତା ଙ୍କ ଠାରୁ କମ୍ ନୁହଁନ୍ତି । ସୁର ରାଉତରାୟ ଙ୍କ ଲୋକପ୍ରିୟତା ଆପଣ ମାନେ ଜାଣିଥିବେ ଓଡିଶା ରେ ସବୁଠୁ ଅଧିକ ଅଟେ । ତେବେ ଜଣେ ନେତା ଙ୍କ ଏତେ ପରିମାଣ ରେ ଲୋକପ୍ରିୟତା ହେବା ପଛରେ ବହୁତ କାରଣ ରହିଥାଏ ।

ଆମ ଓଡିଶାରେ ଘଟୁଥିବା ଅନେକ ଘଟଣାକୁ ନେଇ ସୁର ଭାଇ ନିଜର ମନ୍ତବ୍ୟ ଦେଇଥାନ୍ତି । ଆଉ ଲୋକ ମାନଙ୍କୁ ବି ତାଙ୍କର କଡା କଥା ଶୁଣିବାକୁ ଅତି ଭଲ ଲାଗେ । ଆସିବା ଦିନରୁ ସୁର ଭାଇ ନିଜ ସମାଜସେବା ଏବଂ ନିଜ କଡା ବୟାନ ପାଇଁ ଚର୍ଚ୍ଚାରେ ରୁହନ୍ତି । ତେବେ ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ସୁର ଭାଇଙ୍କର ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Sura

ତେବେ ଆପଣ ମାନେ ଏହି ଭିଡ଼ିଓ ଦେଖିବା ପରେ ନିଶ୍ଚିତ ମୁଣ୍ଡରେ ହାତ ଦେବେ କି ସେ ଅଙ୍ଗନୱାଡି ଦିଦି ଙ୍କ ବିଷୟ ରେ କେଉଁ ପ୍ରକାରର କଥା କହିଛନ୍ତି । ତେବେ ସେହି ଭିଡ଼ିଓ ବିଷୟ ରେ ଆସନ୍ତୁ ଜାଣିନେବା । ଓଡିଶାରେ ଏଭଳି ପରିସ୍ଥିତି କେବେ ସୃଷ୍ଟି ହେଇନି ଦେଖନ୍ତୁ ଦୁଇ ଚାରି ଦିନ ଥଣ୍ଡା ହେଲା ଆଉ ଥଣ୍ଡା ନାହିଁ । ଶରୀରକୁ ଶୀତ , ଖରା ଆଉ ବର୍ଷା ଦରକାର ହେଲେ ଶୀତ କୁଆଡେ ଗଲାଣି । ଭୟଙ୍କର ପରିସ୍ଥିତିରେ ଆମେ ପଡିଛୁ ଆର ମୁକବାଲା ଆଗେ କର ସଫା ସୁତୁରା କର । ଅଙ୍ଗନ ବାଡି ଭଉଣୀ ମାନେ ଶୀତ କାକରରେ ଦୁଇ ମାସ ହେବ ପଡିଛନ୍ତି ।

ନବୀନ ବାବୁ ତମେ ବାହା ହେଇନ ତମେ ଜାଣିନ କଣ । ଏଠି ଅଙ୍ଗନ ବାଡି ଦିଦି ସବୁ ନିଜ ସ୍ଵାମୀ ମାନଙ୍କୁ ଛାଡି ରହିଛନ୍ତି । ନବୀନ ବାବୁ କେତେ ପରିବାରକୁ ତମେ ନଷ୍ଟ କରୁଛ କେତେ ପ୍ରେଗନେଣ୍ଟ ହେଇଥାନ୍ତେ ଦୁଇ ମାସ ଭିତରେ ସବୁ ଖାଲି । ବୁଝ ଟିକେ ଅଙ୍ଗନ ବାଡି ଭଉଣୀ ମାନଙ୍କ କଥା । ସ୍ଵାମୀ ପାଖରେ ସ୍ତ୍ରୀ ଶୋଇ ପାରୁନି ସ୍ତ୍ରୀ ପାଖେ ସ୍ଵାମୀ ଶୋଇ ପାରୁନି ବୁଝ ଟିକେ ତାଙ୍କ କଥା । କେତେ ପ୍ରେଗ୍ନେଣ୍ଟ ହୋଇଥାନ୍ତେ ହେଲେ ସେମାନେ ଏଠାରେ ବସି ସେହି ସବୁ ରୁ ଜଳାଞଳୀ ଦେଉଛନ୍ତି ବୋଲି କହିଛନ୍ତି ସୁରରାଉତ ରାୟ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *