ଟିଭି ଜଗତର ଏହି ସଂସ୍କରି ବୋହୂମାନେ ବାସ୍ତବ ଜୀବନରେ ଅତ୍ୟାଧିକ ମାତ୍ରାରେ ଭାବରେ ମଦ ଓ ସିଗାରେଟ ପିଅନ୍ତି ! ୧ ନମ୍ବର ଉପରେ

Spread the love

ଟିଭି ଜଗତର ଏହି ସଂସ୍କରି ବୋହୂମାନେ ବାସ୍ତବ ଜୀବନରେ ଅତ୍ୟାଧିକ ମାତ୍ରାରେ ଭାବରେ ମଦ ଓ ସିଗାରେଟ ପିଅନ୍ତି ! ୧ ନମ୍ବର ଉପରେ ବିଶ୍ୱାସ କରବା କଷ୍ଟକର ।

ମଦ ଏବଂ ସିଗାରେଟ ଭଳିଆ ନିଶା ଜାତ ଦ୍ରବ୍ୟ ଶରୀରକୁ ବହୁତ କ୍ଷତି ପହଞ୍ଚାଇ ଥାଏ । ଏହା ଆମେ ସମସ୍ତେ ଭଲ ଭାବରେ ଜାଣିଛୁ । ଏହା ସତ୍ତ୍ୱେ ମଧ୍ୟ ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ମଦ ଏବଂ ସିଗାରେଟକୁ ଭୟଙ୍କର ଭାବରେ ପିଇଥାନ୍ତି । ଯାହା ତାଙ୍କ ସ୍ୱାସ୍ଥ୍ୟକୁ ବହୁତ କ୍ଷତି ପହଞ୍ଚାଇ ଥାଏ । ବଲିଉଡର ଫିଲ୍ମ ଜଗତ ହେଉ ଅବା ଟିଭିର ଦୁନିଆରେ ଏମିତି ଅନେକ କଳାକାର ଅଛନ୍ତି, ଯେଉଁମାନେ ବହୁତ ମଦ ଏବଂ ସିଗାରେଟ ପିଅନ୍ତି ।ଆସନ୍ତୁ ଆଜି ଆମେ ଆପଣଙ୍କୁ ଟିଭି ଜଗତର କିଛି ଏମିତି ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ; ଯେଉଁମାନେ ତାଙ୍କ ବାସ୍ତବ ଜୀବନରେ ଅତ୍ୟାଧିକ ମାତ୍ରାରେ ମଦ ପିଅନ୍ତି ।

୧. ସାରା ଖାନ :

ସାରା ଖାନ ଟିଭି ଜଗତର ଜଣାଶୁଣା ଅଭିନେତ୍ରୀ । ୨୦୦୬ ମସିହାରେ ‘ବିଦାଇ’ ଧାରାବାହିକରୁ ନିଜ ବୃତ୍ତି ଆରମ୍ଭ କରିଥିବା ସାରା ଖାନ ଆଜି ଲୋକଙ୍କ ହୃଦୟରେ ବସା ବାନ୍ଧିଛନ୍ତି । ଏହି ଧାରାବାହିକରେ ସାରା ଜଣେ ସାଧସିଧା ଝିଅର ଭୂମିକାରେ ଅଭିନୟ କରିଥିଲେ । କିନ୍ତୁ ଆପଣଙ୍କୁ ଜଣାଇ ରଖୁଛୁ ଯେ, ସାରା ଅସଲି ଜୀବନରେ ସଂପୂର୍ଣ୍ଣ ଭିନ୍ନ । ସେ ତାଙ୍କ ବ୍ୟକ୍ତିଗତ ଜୀବନରେ ସିଗାରେଟ ଏବଂ ମଦ ପିଇବାର ଦେଖିବାକୁ ମିଳିଛି ।

୨.ଟିନା ଦତ୍ତା :

ଟିଭି ଜଗତର ଜଣାଶୁଣା ଅଭିନେତ୍ରୀ ଟିନା ଦତ୍ତା ବର୍ତ୍ତମାନ ପର୍ଯ୍ୟନ୍ତ ଟିଭି ଜଗତର ଧାରାବାହିକରେ ହିଁ କାମ କରୁଛନ୍ତି । ସେ ପ୍ରାୟ ଅଧିକାଂଶ ଧାରାବାହିକରେ ସଂସ୍କାରି ବୋହୁ କିମ୍ବା ଝିଅ ଭୂମିକାରେ ଅଭିନୟ କରୁଛନ୍ତି । ଟିଭି ଧାରାବାହିକ “ଉତ୍ତରନ”ରେ ଇଚ୍ଛା ନାମରେ ସୁପରିଚିତ ହୋଇଥିଲେ । ଟିନା ଦତ୍ତା ନିଜ ବାସ୍ତବ ଜୀବନରେ ମଦ ଓ ସିଗାରେଟ ପିଇବାରେ ବହୁତ ଧୁରନ୍ଧର ।

୩. ଅଂଚିତ କୌର

ଅଂଚିତ କୌର ଟିଭି ଜଗତର ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ଅଂଚିତ କୌର ଅଧିକାଂଶ ଧାରାବାହିକରେ ଖଳନାୟିକ ଭୁମିକାରେ ଅଭିନୟ କରିଛନ୍ତି ।ବାସ୍ତବ ଜୀବନରେ ମଦ ଏବଂ ସିଗାରେଟ ପିଇବା ଅଂଚିତାଙ୍କ ଅଭ୍ୟାସରେ ପରିଣତ ହୋଇଛି ।

୪. ସୁମୋନା ଚକ୍ରବର୍ତୀ :

ସୁମୋନା ଚକ୍ରବର୍ତୀ କହିବାକୁ ଗଲେ ଅନେକ ଧାରାବାହିକରେ କାମ କରିଛନ୍ତି କିନ୍ତୁ ଯେତେବେଳେ ସେ କପିଲ ଶର୍ମାଙ୍କ ସ୍ତ୍ରୀରେ ଭୂମିକରେ ଅଭିନୟକ କରିଥିଲେ ସେହି ସମୟରେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ । ସୁମୋନା ଚକ୍ରବର୍ତୀ ୨୦୧୮ ମସିହାର ଟିଭି ଜଗତର ସୁପର ହିଟ୍ ଧାରାବାହିକ “ବଡେ ଆଛେ ଲଗତେ ହୋ” ଧାରାବାହିକରେ କାମ କରିଥିଲେ । ମଦ ଓ ସିଗାରେଟ ପିଇବା ନୀତିଦିନିଆ କାର୍ଯ୍ୟ ।

୫. କରିଶ୍ମା ତନ୍ୟା :

୨୦୦୨ ମସିହାର ସୁପର ହିଟ୍ ଧାରାବାହିକ “କିୟୁଁ କି ସାସ୍ ଭି କାଭି ଵହୂ ଥୀ”ରେ କରିଶ୍ମା ତନ୍ୟା ନିଜର ପରିଚୟ ସୃଷ୍ଟି କରିପାରିଥିଲେ । ଏହାପରେ ସେ ଅନ୍ୟ ଏକ ଧାରାବାହିକ ମଧ୍ୟ ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ଫିଲ୍ମ “ସଞ୍ଜୁ”ରେ ମଧ୍ୟ କାମ କରିଥିଲେ ଏବଂ ଦର୍ଶକ ମଧ୍ୟ କରିଶ୍ମାଙ୍କ ଅଭିନୟକୁ ପସନ୍ଦ କରିଥିଲେ । ୩୫ ବର୍ଷୀୟ କରିଶ୍ମା ଫିଲ୍ମ “ଗ୍ରାଣ୍ଡ ମସ୍ତି”ରେ ମଧ୍ୟ କାମ କରିଛନ୍ତି । କିନ୍ତୁ ବାସ୍ତବ ଜୀବନରେ କରିଶ୍ମା ମଦ ଏବଂ ସିଗାରେଟର ଶୌକିନର ବଶବର୍ତ୍ତୀ । ସିଗାରେଟ ବିନା ରହିପାରନ୍ତି ନାହିଁ ।