ସଚିନଙ୍କୁ ଚ୍ୟାଲେଞ୍ଜ ଦେଇସାରିଛନ୍ତି ଏହି ଖେଳାଳି । ୪ ବର୍ଷରେ ହୋଇ ନାହାଁନ୍ତି ଆଉଟ୍ ! ଜାଣନ୍ତୁ କଣ ପାଇଁ ଡେଟରେ ଯିବାକୁ ଚାହୁଁଛନ୍ତି ମୁରଲୀ ବିଜୟ

Spread the love

ପୁରୁଷ କ୍ରିକେଟର ମାନଙ୍କ ଚର୍ଚ୍ଚା ସମଗ୍ର ଦୁନିଆରେ ସେମାନଙ୍କ ରେକର୍ଡକୁ ନେଇ ଜଣାଯାଇଥାନ୍ତି । କିନ୍ତୁ ବହୁତ କମ୍ ଲୋକ ହିଁ ମହିଳା କ୍ରିକେଟରଙ୍କ ବିଷୟରେ କଥାବାର୍ତ୍ତା ହେବାର ଶୁଣାଯାଇଥାଏ । ଏଥିମଧ୍ୟରେ ଅଷ୍ଟ୍ରେଲିଆର ଅଲରାଉଣ୍ଡର ଏଲିସ୍ ପୈରୀ ଲୋକମାନଙ୍କ ମଧ୍ୟରେ ମନର ଶୀର୍ଷରେ ରହିଛନ୍ତି । ସେ ଯେଉଁ ପ୍ରକାର ପ୍ରଦର୍ଶନ ଖେଳ ପଡ଼ିଆରେ କରିଛନ୍ତି, ତାହାର ଚର୍ଚ୍ଚା ଆଜି ମଧ୍ୟ ଲୋକମାନେ କରୁଛନ୍ତି । ବାସ୍ତବରେ ଏଲିସ୍ ପୈରୀ ସମଗ୍ର ଦୁନିଆରେ ଜଣେ ମହିଳା କ୍ରିକେଟର ଭାବେ ପ୍ରସିଦ୍ଧିଲାଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ସେ ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ୧୦୦ ୱକେଟ ଏବଂ ୧ ହଜାର ରନ୍ କରିବାରେ ଏକ ବଡ଼ ଉପଲବ୍ଧି ନିଜ ନାମରେ କରିସାରିଛନ୍ତି । କହିରଖୁଛୁ କି ୧୯୯୦ ମସିହା ନଭେମ୍ବର ମାସ ୩ ତାରିଖରେ ଏଲିସଙ୍କ ଜନ୍ମ ସିଡନୀରେ ହୋଇଥିଲା । ସ୍କୁଲ ସମୟରୁ ହିଁ ପୈରୀ ଟେନିସ୍, ଟଚ୍ ଫୁଟୁବଲ, ଗୋଲ୍ଫରେ ରୁଚି ରଖିଥିଲେ । ଯେଉଁ କ୍ରୀଡା ମାନଙ୍କରେ ମଧ୍ୟ ସେ ଭାଗ ନେଉଥିଲେ ।

google

ବାସ୍ତବରେ ପୈରୀ ୯ ବର୍ଷର ଥିଲେ ଯେତେବେଳେ ଜଣେ ବନ୍ଧୁ ହିସାବରେ ତାଙ୍କୁ ଏଲିସା ହୀଲୀ ମିଲୀ୍ନ ମିଳିଥିଲେ । ଦୁହିଁଙ୍କ ବନ୍ଧୁତା ବହୁତ ଅନ୍ତରଙ୍ଗ ହୋଇ ଯାଇଥିଲା । କହିରଖୁଛୁ କି ହୀଲୀ ମଧ୍ୟ କ୍ରିକେଟ ଜଗତର ଜଣେ ଜଣାଶୁଣା ନାମ ଅଟନ୍ତି । ୨୦୦୭ ମସିହାରେ ଯେତେବେଳେ ପ୍ରଥମ ଥର ପାଇଁ ପୈରୀ ଅଷ୍ଟ୍ରେଲିଆ ଦଳର ନେତୃତ୍ୱରେ ନିଜର ଅନ୍ତର୍ଜାତୀୟ କ୍ରିକେଟ ପଦାର୍ପଣ କରିଥିଲେ । ସେହି ସମୟରେ ପୈରୀଙ୍କ ବୟସ ମାତ୍ର ୧୬ ଥିଲା । ଏହା ସହିତ ହୃଦୟସ୍ପର୍ଶୀ କଥା ଏହା ଯେ, ଯେଉଁ ସମୟରେ ସେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ ସେହି ସମୟରେ ହିଁ ସେ ଅଷ୍ଟ୍ରେଲିଆର ମହିଳା ଫୁଟୁବଲ ଦଳରେ ମଧ୍ୟ ନିଜ ସ୍ଥାନ ପକ୍କା କରିଥିଲେ ।

google

ଏହାପରେ ବହୁତ ବର୍ଷ ପର୍ଯ୍ୟନ୍ତ ଦୁହେଁ ଗୋଟିଏ ଦଳରେ ରହି ଖେଳିଥିଲେ । ଶେଷରେ ଦୁହେଁ ନିଜର ଫୋକସ୍ କ୍ରିକେଟ ଉପରେ କରିଥିଲେ ଏବଂ ଏହାକୁ ହିଁ ନିଜ କ୍ୟାରିୟର କରିଦେଇଥିଲେ ।

ଆପଣଙ୍କୁ କହିରଖୁଛୁ କି, ୨୦୧୭ ମସିହାରେ ତାଙ୍କୁ ଆଇସିସି ମହିଳା କ୍ରିକେଟର ଅଫ୍ ଦି ଇୟରର ଆଖ୍ୟା ମଧ୍ୟ ଦିଆଯାଇଥିଲା । ଆଶ୍ଚର୍ଯ୍ୟଜନକ କଥା ଏହା ଯେ, ଗତ ବର୍ଷ ଜୁଲାଇ ମାସରେ ସେ ଦୀର୍ଘ ୪ ବର୍ଷ ପରେ ଆଉଟ ହୋଇଥିଲେ । ବାସ୍ତବରେ ଇଂଲଣ୍ଡ ବିପକ୍ଷରେ ଆଶେସ ଟେଷ୍ଟରେ ପୈରୀ ୧୧୬ ରନ୍ କରି ଆଉଟ ହୋଇଯାଇଥିଲେ । ଯାହା ପରେ ତାଙ୍କ ନାମରେ ଆଉ ଏକ ଇତିହାସ ରଚିଥିଲା ।

google

କହିରଖୁଛୁ କି, ଏଲିସ୍ ପୈରୀ ନିଜ କ୍ରିକେଟ ସହିତ ନିଜ ସୁନ୍ଦରତାକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଆସିଛନ୍ତି । ସମ୍ଭବତଃ ଏହା ମଧ୍ୟ ଏକ କାରଣ ଅଟେ କି ତାଙ୍କ ପ୍ରଶଂସକ ମାନଙ୍କ ମଧ୍ୟରେ ଅନେକ କ୍ରିକେଟର ମାନେ ମଧ୍ୟ ଅଛନ୍ତି ।

ଏତିକି ହିଁ ନୁହଁ କିଛି ସମୟ ବିତିଯାଇଛି ଯେତେବେଳେ ଭାରତୀୟ କ୍ରିକେଟର ମୁରଲୀ ବିଜୟ ପୈରୀଙ୍କ ସହିତ ଡିନର ଡେଟରେ ଯିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ତାଙ୍କ କହିବା ଅନୁସାରେ ସେ ବହୁତ ସୁନ୍ଦର ଅଟନ୍ତି ।

Leave a Reply

Your email address will not be published. Required fields are marked *