ନିତା ଅମ୍ବାନୀଙ୍କ ଏହି ଫୋଟ ଗୁଡିକ କଦାପି ଦେଖିବା ପାଇଁ ଚାହିଁବେ ନାହିଁ ପରିବାର ଲୋକେ । ୩ ନମ୍ବର ଚିତ୍ର ଦେଖି ଲଜ୍ୟା ଆସିଯିବ ।

Spread the love

ନିତା ଅମ୍ବାନୀ ଦେଶର ସବୁଠୁ ଧନୀ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ପତ୍ନୀ ଅଟନ୍ତି । ନିକଟରେ ନିତାଙ୍କ ଦୁଇ ସନ୍ତାନ ଇଶା ଏବଂ ଆକାଶ ଅମ୍ବାନୀଙ୍କ ବିବାହ ଶେଷ ହୋଇଛି । ନିତା ଅମ୍ବାନୀ ପ୍ରାୟତଃ କୌଣସି ନା କୌଣସି କାରଣ ବଶତଃ ମିଡ଼ିଆର ଚର୍ଚ୍ଚାର ପାତ୍ର ପାଲଟିଥାନ୍ତି । କେତେବେଳେ ନିଜର ବିଳସ ପୂର୍ଣ୍ଣ ଜୀବନ ପାଇଁ ଚର୍ଚ୍ଚାରେ ଥାଆନ୍ତି, ତ ପୁଣି କେତେବେଳେ ଆଇପିଏଲ ଦଳର ମାଳିକାନି ହୋଇ ଚର୍ଚ୍ଚା ସାଉଁଟି ଥାଆନ୍ତି । ନିତା ଅମ୍ବାନୀ ମୁମ୍ବାଇ ଇଣ୍ଡିଆନ୍ସର ମାଳିକାନି ଅଟନ୍ତି । ସେ ଦଳର ପ୍ରତିଟି ମ୍ୟାଚରେ ପଡିଆରେ ଉପସ୍ଥିତ ଥାଆନ୍ତି । ନିତା ଅମ୍ବାନୀ କ୍ରିକେଟକୁ ଖୁବ୍ ପସନ୍ଦ କରନ୍ତି । ଏହି କାରଣରୁ ସେ ମୁମ୍ବାଇ ଇଣ୍ଡିଆନସ୍ ଦଳ କିଣିଛନ୍ତି । ୨୦୧୯ ଆଇପିଏଲ ସମୟରେ ନିତା ଅମ୍ବାନୀଙ୍କ କିଛି ଫୋଟଚିତ୍ର ଭାଇରଲ ହୋଇଥିଲା, ଯାହା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟି ଯାଇଥିଲା । ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ନିତା ଅମ୍ବାନୀଙ୍କ କିଛି ଫୋଟଚିତ୍ର ଦେଖାଇବୁ, ଯାହା ନିତା ଅମ୍ବାନୀ ଅନ୍ୟକୁ କଦାପି ଦେଖାଇବେ ନାହିଁ ।

ଏହି ଫୋଟଚିତ୍ରରେ କିଛି ଖରାପ ଦୃଶ୍ୟ ନାହିଁ କିନ୍ତୁ ଚିତ୍ର ଗୁଡିକ ଯେଉଁ ଏଙ୍ଗଲରେ ଉଠାଯାଇଛି, ତାହା ଲୋକଙ୍କ ନଜରରେ ଖରାପ ଧାରଣା ସୃଷ୍ଟି କରୁଛି । ଆଇପିଏଲ ସମୟରେ ଉଠା ଯାଇଥିବା ଏହି ଫୋଟଗୁଡିକ ଫଳରେ ନିତା ମିଡ଼ିଆର ହେଡଲାଇନ ହୋଇ ଯାଇଥିଲେ । ଆପଣ ମଧ୍ୟ ଦେଖନ୍ତୁ ଏହି ଫୋଟ ଗୁଡିକ ।

ନିତା ଅମ୍ବାନୀଙ୍କ ନିଆରା ଚିତ୍ର ଗୁଡିକ ଦେଖନ୍ତୁ ।

ନିତା ଅମ୍ବାନୀଙ୍କୁ ସ୍ୱାଗତ କରିବା ଅବସରରେ ଲଳିତ ମୋଦି ।

ନିତା ଅମ୍ବାନୀଙ୍କ ମୁମ୍ବାଇ ଇଣ୍ଡିଆନ୍ସ ସହ ବିଜୟର ଦୃଶ୍ୟ

ବିଜୟ ମାଲ୍ୟାଙ୍କ ସହ ନିତା ଅମ୍ବାନୀ

ସଚିନ ତେନ୍ଦୁଲକରଙ୍କ ସହ ନିତା ଅମ୍ବାନୀ

ଦଳ ସହ ବିଜୟ ଉତ୍ସବ ସମୟରେ ନିତା ଅମ୍ବାନୀ

ଆଇପିଏଲ ଚେୟାରମ୍ୟାନ ରାଜୀବ ଶୁକ୍ଳାଙ୍କ ସହ ନିତା ଅମ୍ବାନୀ

ହରଭଜନ ସିଂହଙ୍କ ସହ ନିତା ଅମ୍ବାନୀ

କୋରି ଏଣ୍ଡରସନଙ୍କୁ ବିଜୟର ଶୁଭେଚ୍ଛା ଜଣାଇବା ସମୟରେ ନିତା ଅମ୍ବାନୀ