ବଲିଉଡ ତାରକା ମାନଙ୍କର ଏହି ଫୋଟ ଗୁଡିକ ପାଇଁ ସୋସିଆଲ ମିଡିଆରେ ହଙ୍ଗାମା ସୃଷ୍ଟି ହୋଇ ଯାଇଥିଲା ।

Spread the love

ଐଶ୍ଵରୀୟ ରାୟ ଏବଂ ଅଜୟ ଦେବଗନଙ୍କ ଚୁମ୍ବନ ଫୋଟଟି ସବୁଠୁ ଅଧିକ ଭାଇରଲ ହୋଇଥିଲା ।

ଏହି ଦେଶରେ ବାଲିଉଡ଼ ତାରକାଙ୍କ ଚର୍ଚ୍ଚା ଖୁବ୍ ଅଟେ । ଲୋକେ ଏମାନଙ୍କ ନିଜସ୍ୱ ଜୀବନ ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଥାନ୍ତି । ଏହି କାରଣରୁ ତାରକା ମାନଙ୍କ ଛୋଟରୁ ବଡ଼ ସବୁ ଘଟଣା ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଥାଏ । ବେଳେବେଳେ ଏହି ଭାଇରଲ ଭିଡ଼ିଓ କିମ୍ବା ଫୋଟ ଯୋଗୁଁ ଏମାନଙ୍କ ସହ ବିବାଦ ମଧ୍ୟ ଯୋଡି ହୋଇଯାଏ । ଆଜି ଆମେ ଆପଣଙ୍କୁ ବଲିଉଡର କିଛି ବିବାଦୀୟ ଘଟଣା ବିଷୟରେ ଅବଗତ କରାଇବୁ ।

ଅକ୍ଷୟ କୁମାର :

ଅକ୍ଷୟଙ୍କ ଯେଉଁ ଫୋଟ ଚିତ୍ର ଆପଣ ଦେଖୁଛନ୍ତି, ତାହା ଏକ ଇଭେଣ୍ଟର ଅଟେ । ଏଥିରେ ଅକ୍ଷୟ ଗୋଟିଏ ଜିନ୍ସ ବ୍ରାଣ୍ଡର ପ୍ରମୋଟ କରୁଛନ୍ତି । ଏହି ସମୟରେ ନିଜ ପ୍ୟାଣ୍ଟର ଏକ ବୋତାମକୁ ନିଜ ପତ୍ନୀଙ୍କ ହାତରେ ଖୋଳୁଛନ୍ତି । କିନ୍ତୁ ସ୍କିପ୍ଟରେ ଲେଖା ହୋଇଥିଲା, ଅକ୍ଷୟଙ୍କ ବୋତାମ ଜଣେ ମଡେଲ ଖୋଲିବାର ଥିଲା । ଅକ୍ଷୟଙ୍କୁ ଏହିପରି କରିବା ବହୁତ ମହଙ୍ଗା ପଡିଥିଲା । ଜଣେ ବ୍ୟକ୍ତି ଅକ୍ଷୟଙ୍କୁ ଆରୋପ ଲଗାଇ ପୋଲିସ କେଶ କରିଥିଲେ । ଏହି କାରଣରୁ ଅକ୍ଷୟଙ୍କୁ ଥାନାର ଚକ୍କର କାଟିବା ପାଇଁ ପଡିଥିଲା ।

କ୍ୟାଟ୍ରିନା କ୍ୟାଫ :

କ୍ୟାଟ୍ରିନାଙ୍କ ଉପରେ ମିଡ଼ିଆର ସର୍ବଦା ନଜର ରହିଥାଏ । ଏକ ପାର୍ଟିରେ କ୍ୟାଟ୍ରିନା ଖୁବ୍ ମଦ ପିଇଥିଲେ । ଯେଉଁଥିରେ ସେ ନିଜର ହୋସ ହରାଇ ବସିଥିଲେ । ଏହି କାରଣରୁ ତାଙ୍କୁ ଜଣେ ବନ୍ଧୁ ସମ୍ଭାଳି ଥିଲେ । ଏହି ସମୟରେ ସେହି ବନ୍ଧୁଙ୍କ ହାତ ଭୁଲରେ କ୍ୟାଟ୍ରିନାଙ୍କ ଡ୍ରେସ ଭିତରେ ଚାଲିଯାଇଥିଲା । ସେହି ଫୋଟ ଚିତ୍ର ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲା ।

କ୍ୟାଟ୍ରିନା କ୍ୟାଫ ଏବଂ ରାଣୀ ମୁଖାର୍ଜୀ :

ଆପଣ ଫୋଟରେ ଦେଖି ପାରୁଥିବେ କ୍ୟାଟ୍ରିନା ଏବଂ ରାଣୀ ଦୁହେଁ ଦୁହିଁଙ୍କୁ ଚୁମ୍ବନ କରୁଛନ୍ତି । କିନ୍ତୁ ଏହାର ସତ୍ୟତା କିଛି ଭିନ୍ନ ଅଟେ । ଦୁହେଁ ଦୁହିଁଙ୍କୁ ମିଶିବା ସମୟରେ କ୍ୟାମେରାର ଇଙ୍ଗେଲ କିଛି ଏହିଭଳି ହୋଇଯାଇଥିଲା ଯାହା ଫଳରେ ଚିତ୍ରଟି ଖୁବ ଚର୍ଚ୍ଚା ଧରିଥିଲା ।

ଐଶ୍ଵରୀୟ ଏବଂ ଅଜୟ ଦେବଗନ :

ଏହିପରି ଏକ ଘଟଣା ବିଷୟରେ ଏଠାରେ ଆମେ କହିବୁ, ଯେଉଁଥିରେ ଅଜୟ ଏବଂ ଏଶ୍ ଖୁବ ଲଜ୍ୟା ଅନୁଭଵ କରିଥିଲେ । ଏକ ଆୱାର୍ଡ ଶୋ ସମୟରେ ଅଜୟ ଐଶ୍ଵରୀୟଙ୍କୁ ମିଶୁଥିଲେ । ଏହି ସମୟରେ ଏଶ୍ ଆଖି ବନ୍ଦ କରି ଦେଇଥିଲେ ଏବଂ ଭୁଲରେ ଅଜୟଙ୍କ ଓଠକୁ ଚୁମ୍ବନ ଦେଇ ଦେଇଥିଲେ । ଏହି ସାମାନ୍ୟ ଭୁଲ୍ ପାଇଁ ଏହି ଚିତ୍ରଟି ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟି ଯାଇଥିଲା । ଏହି ଘଟଣାଟି ଛୋଟ ହୋଇଥାଇ ପାରେ କିନ୍ତୁ ଏହା ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ସାଉଁଟିଥିଲା ।

ଐଶ୍ଵରୀୟ ଏବଂ ଅମିତାଭ ବଚ୍ଚନ :

ଏଶ୍ ଅମିତାଭଙ୍କ ବୋହୁ ଅଟନ୍ତି । ଏହି ଚିତ୍ରରେ ଏଶ୍ ଅମିତାଭଙ୍କୁ ଗଳାରେ ଚୁମ୍ବନ ଦେଉଥିଲେ କିନ୍ତୁ ଦୂରରୁ ଏହି ଚିତ୍ରଟି ନିଆ ଯାଇଥିଲା । ଏହିପରି ଚିତ୍ରଟି ଜଣା ପଡ଼ିଥିଲା ଯେ ସେ ଗଳାରେ ନୁହେଁ ଓଠରେ ଚୁମ୍ବନ ଦେଉଛନ୍ତି । ଏହି ଚିତ୍ରଟି ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ସାଉଁଟିଥିଲା ।