ଏହି ଲୋକମାନଙ୍କର ଡ୍ରାଇବିଙ୍ଗ ଲାଇସେନ୍ସ ଲାଗୁ ହେବ ନାହିଁ, ସମ୍ପୂର୍ଣ୍ଣ ଭାରତରେ ନୂଆ ନିୟମ ଲାଗୁ ହେଲା ।

Spread the love

ଆଜିର ବିଷୟ ହେଉଛି – ଏହି ଲୋକମାନଙ୍କର ଡ୍ରାଇଭିଙ୍ଗ ଲାଇସେନ୍ସ ଲାଗୁ ହେବ ନାହିଁ, ସମ୍ପୂର୍ଣ୍ଣ ଭାରତରେ ନୂଆ ନିୟମ ଲାଗୁହେଲା । ଯଦି ଆପଣ ଏକ ଭାରତୀୟ ନାଗରିକ ଅଟନ୍ତି, ତେବେ ଏହି ଖବରକୁ ଧ୍ୟାନର ସହ ନିଶ୍ଚିୟ ପଢନ୍ତୁ । କାରଣ ଦେଶସାରା ଡ୍ରାଇଭିଙ୍ଗ ଲାଇସେନ୍ସକୁ ନେଇ ଏବେ ନୂଆ ନିୟମ ଲାଗୁ ହୋଇଗଲାଣି ଏବଂ ଡ୍ରାଇଭିଙ୍ଗ ଲାଇସେନ୍ସ ଉପରେ ଉଚ୍ଚ ନ୍ୟାୟଳୟ ଏକ ବଡ଼ ନିଷ୍ପତି ନେଇଛନ୍ତି । ତେଣୁ ସବୁ ଭାରତୀୟ ନାଗରିକ ଏହି ଖବରକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

• ଡ୍ରାଇବିଙ୍ଗ ଲାଇସେନ୍ସ ବନେଇବା ପାଇଁ ଲୋକେ ଅନେକ କାର୍ଯ୍ୟାଳୟ ବୁଲି ବୁଲି ହଇରାଣ ହୋଇଯାଉଛନ୍ତି ଏବଂ ବହୁତ ଅସୁବିଧାର ସମୂଖୀନ ହେଉଛନ୍ତି । ତଥାପି ଲୋକଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ଶୀଘ୍ର ଆସି ପାରୁନାହିଁ । ପ୍ରକୃତରେ ଡ୍ରାଇଭିଙ୍ଗ ଲାଇସେନ୍ସଙ୍କୁ ନେଇ ଉଚ୍ଚ ନ୍ୟାୟଳୟ ଏକ ବଡ଼ ନିୟମ ଲାଗୁ କରିଛନ୍ତି, ଏହା ଯୋଗୁଁ କିଛି ଲୋକଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ଲାଗୁ କରାଯିବ । ଚାଲନ୍ତୁ ସେହି ଲୋକମାନଙ୍କ ବିଷୟରେ ଜାଣିବା ।

• ପ୍ରକୃତରେ ଉଚ୍ଚ ନ୍ୟାୟଳୟ ତରଫରୁ ଏହି ନିୟମ ଲାଗୁ କରାଯାଇଛି ଯେ, ଯେଉଁମାନେ ଅଶିକ୍ଷିତ ସେମାନଙ୍କ ପାଇଁ ଡ୍ରାଇଭିଙ୍ଗ ଲାଇସେନ୍ସ ଲାଗୁହେବ ନାହିଁ । ଏହାର ସବୁଠାରୁ ବଡ଼ କାରଣ କୁହାଯାଉଛି ଯେ, ସେମାନେ ଠିକ ରୂପରେ ଟ୍ରାଫିକ ସଂକେତ ବୁଝିପାରନ୍ତି ନାହିଁ । ଯାହା ଫଳରେ ଜୀବନ ଓ ଜିନିଷର ମଧ୍ୟ କ୍ଷତି ହୋଇପାରେ । ତେଣୁ ଏହି କଥାକୁ ଧ୍ୟାନରେ ରଖି ଉଚ୍ଚ ନ୍ୟାୟଳୟ ଏହି ନିଷ୍ପତ୍ତି ନେଇଛନ୍ତି ଯେ, ଅଶିକ୍ଷିତ ଲୋକଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ଲାଗୁହେବ ନାହିଁ ।

• ଆପଣଙ୍କୁ କହି ଦେଉଛୁ ଯେ, ମୋଟର ଯାନ ନିୟମରେ ନାଁନ-କମେରସିଆଲ ଡ୍ରାଇଭିଂ ଲାଇସେନ୍ସ ପାଇଁ ନ୍ୟୁନତମ ଯୋଗ୍ୟତା ସ୍ଥିର କରାଯାଇ ନାହିଁ । ଯେକୌଣସି ବ୍ୟକ୍ତି ଡ୍ରାଇଭିଂ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଡ୍ରାଇଭିଂ ଲାଇସେନ୍ସ ନେଇ ପାରିବେ । ପୁଣି କମେରସିଆଲ ଯାନ ଚଳାଇବାର ଡ୍ରାଇଭିଂ ଲାଇସେନ୍ସ ପାଇଁ ୮ମ ଶ୍ରେଣୀ ପାସ କରିଥିବା ଦରକାର ।

ଲେଖକଙ୍କ ଦୃଷ୍ଟିରେ ଏହା ଏକ ଭଲ ନିୟମ ଅଟେ , ଏବେ ଆପଣଙ୍କ ଦୃଷ୍ଟିରେ ଏହା କିଭଳି ନିୟମ ଅଟେ ଆମକୁ ନିଶ୍ଚୟ ଲେଖି ଜଣାଇବେ ।