ଏହି ଲୋକଙ୍କୁ ମିଳୁଛି ପଇସା । ଦେଖନ୍ତୁ ପୁରା ଲିଷ୍ଟ

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ପ୍ରଧାନ ମନ୍ତ୍ରୀ ଙ୍କ ଦ୍ୱାରା ଗରିବ ଚାଷୀ ଶ୍ରେଣୀ ର ଚାଷୀ ମାନଙ୍କ ପାଇଁ ସରକାର ଯେଉଁ କିଷାନ ଯୋଜନା ଟଙ୍କା ଯୋଗାଇ ଦେଉଛନ୍ତି ସେ ବିଷୟ ରେ କିଛି ଖାସ ଖବର ଏବେ ଏବେ ଆସିଛି ଯାହାକି ଆମେ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ମାନଙ୍କୁ ଜଣାଇବୁ । ତେବେ ବନ୍ଧୁଗଣ ସମ୍ପୁର୍ଣ୍ଣ ଖବର ବିଷୟ ରେ ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

ତେବେ ବନ୍ଧୁଗଣ ଯଦି ଆପଣ ଜଣେ କିଷାନ ଯୋଜନା ର ହିତାଧୀକାରୀ ତାହାଲେ ଜାଣି ରଖନ୍ତୁ 4 କୋଟି ଚାଷୀ ବାଦ ପଡିଲେ ଏହି କିଷାନ ଯୋଜନା ରୁ , ପାଇଲେ ନାହିଁ ପିଏମ କିଷାନ ଯୋଜନା ର ଟଙ୍କା ହେଲେ କାହିଁକି ଏଭଳି 4 କୋଟି ଚାଷୀ ଏହି ପିଏମ କିଷାନ ଯୋଜନା ରୁ ବାଦ ପଡିଲେ ସେ ବିଷୟ ରେ ଜାଣିବା । ତେବେ ବନ୍ଧୁଗଣ ପିଏମ କିଷାନ ଯୋଜନା ରେ ଚାଷୀ ପାଇ ପାରିଲେଣି ନିଜର ଟଙ୍କା 12 ତ୍ତମ କିସ୍ତି ରେ କେନ୍ଦ୍ର ସରକାର 16 ହଜାର ଟଙ୍କା ଚାଷୀ ମାନଙ୍କ ର ବ୍ୟାଙ୍କ ଆକାଉଣ୍ଟ କୁ ପଠାଇଥିଲେ ।

money

ଏହା ପୂର୍ବରୁ 11 ତ୍ତମ କିସ୍ତି ରେ କେନ୍ଦ୍ର ସରକାର 21 ହଜାର କୋଟି ଟଙ୍କା ପଠାଇଥିଲେ ଅର୍ଥାତ 2 ଟି କିସ୍ତି ମଧ୍ୟ ରେ ଫରକ ପାଖା ପାଖି 5 ହଜାର କୋଟି ଟଙ୍କା । ତେବେ ମିଳିଥିବା ସୂଚନା ଅନୁଯାଇ ଏହି ଯୋଜନା ରେ ଜାଲିୟାତି ରୋକିବାକୁ କେନ୍ଦ୍ର ସରକାର ଇ କେୟାସି ଅପଡେଟ କରିବାକୁ ଅନିର୍ବାର୍ଯ୍ୟ କରିଥିଲେ ତେବେ ଗତକାଲି କିସ୍ତି ଜାରି ହେବା ପରେ ଅଢେଇ କୋଟି ଚାଷୀ ଙ୍କ ର ବ୍ୟାଙ୍କ ଖାତାକୁ ପଇସା ଜାଇ ନଥିବା ସୂଚନା ମିଳିଛି ।

ପୂର୍ବ 11 ତ୍ତମ କିସ୍ତି ରେ ଦଶ କୋଟି ଚାଷୀ ଏହି ଯୋଜନା ରେ ଟଙ୍କା ପାଇଥିଲେ ବୋଲି ସୂଚନା ମଧ୍ୟ ରହିଛି , ହେଲେ ଏହି ଯୋଜନା ରେ 12 କୋଟି ରୁ ଅଧିକ ଚାଷୀ ପଞୀକୃତ କରିଛନ୍ତି । ତେଣୁ 11 ତ୍ତମ କିସ୍ତି , 12 ତ୍ତମ କିସ୍ତି ରେ ଦିଆଯାଉଥିବା ଟଙ୍କା କୁ ଦେଖିଲେ ଲାଗୁଛି କି 4 କୋଟି ଚାଷୀ ଚଳିତ ଥର କେନ୍ଦ୍ର ର ଏହି ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି ଯାହାକି ଏହି ସମସ୍ତ ଚାଷୀ ମାନେ ଇ କେୟାସି କରି ନାହାନ୍ତି ।

ତେବେ ଯଦି ଆପଣ ମାନେ ମଧ୍ୟ ଏ ପର୍ଯ୍ୟନ୍ତ ଇକେୟାସି କରାଇ ନାହାନ୍ତି ତାହାଲେ କିଷାନ ଯୋଜନା ରେ ଇ କେୟାସି କରାଇ ନିଅନ୍ତୁ । ଆଗାମୀ 13 ତ୍ତମ କିସ୍ତି ଆପଣ ଙ୍କ ଖାତା ରେ ପହଞ୍ଚିଯିବ 2000 ଟଙ୍କା ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ