ପରଦାରେ ବେଶ୍ୟା ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିଥିଲେ ଏହି ଅଭିନେତ୍ରୀମାନେ । ଏହି ତାଲିକାରେ ସାମିଲ ଅଛନ୍ତି ନବାବ ବଂଶର ବୋହୁ ।

Spread the love

ବଲିଉଡର ଏହି ଅଭିନେତ୍ରୀ ମାନେ ବଡ଼ ପରଦାରେ ଜଣେ ଭଲ ବେଶ୍ୟା ଭୂମିକାରେ ଅଭିନୟ କରିଛନ୍ତି ।

ଜଣେ ସର୍ବୋତ୍ତମୁଖୀ କଳାକାର ବୋଲି ତାକୁ କୁହାଯାଏ, ଯିଏ ପ୍ରତ୍ୟେକ ପ୍ରକାରର ଭୂମିକାରେ ଅଭିନୟ କାରିବାକୁ ରାଜି ହୁଅନ୍ତି । ଅନେକ କଳାକାର ଏପରି ଥାଆନ୍ତି, ଯେଉଁମାନେ ନିଜର ସ୍ୱାଭିମାନକୁ ଗୁରୁତ୍ଵ ଦେଇ କିଛି ଭଲ ଭୂମିକାରେ ଅଭିନୟ କରିବ ପାଇଁ ହାତ ଛଡା କରି ଦିଅନ୍ତି । କିନ୍ତୁ କିଛି କଳାକାର ଏମିତି ମଧ୍ୟ ଅଛନ୍ତି, ଯେଉଁ ମାନେ ନିଜର ସ୍ୱାଭିମାନ କଥା ଚିନ୍ତା ନ କରି ରିସ୍କ ନେବା ପାଇଁ ରାଜି ହୋଇଯାଅନ୍ତି ଏବଂ ସବୁ ପ୍ରକାର ଚରିତ୍ରରେ ଅଭିନୟ କରନ୍ତି । ଏହି ସମୟରେ ବଲିଉଡରେ କିଛି ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ବିନା କିଛି ଦ୍ଵିଧାରେ ପରଦାରେ ବେଶ୍ୟା ଭୂମିକାରେ ଅଭିନୟ କରିଛନ୍ତି । ଏହି ଅଭିନେତ୍ରୀ ମାନେ ନିଜ ଚରିତ୍ରରେ ଏମିତି ଅଭିନୟ କରିଥିଲେ ଯେ, ତାଙ୍କର ଅଭିନୟକୁ ଦର୍ଶକ ଆଜି ପର୍ଯ୍ୟନ୍ତ ମନେ ପକାଉଛନ୍ତି । କିଏ ସେ ଅଭିନେତ୍ରୀ ମାନେ ଯେଉଁମାନେ ବେଶ୍ୟା ଚରିତ୍ରକୁ ଏକ ନୂଆ ପରିଭାଷା ଦେଇଛନ୍ତି ।

ବିଦ୍ୟା ବାଲନ :

ଫିଲ୍ମ- ବେଗମ ଜାନ

କରିନା କପୁର :

ଫିଲ୍ମ- ଚମେଲି

ତବୁ :

ଫିଲ୍ମ- ଚାନ୍ଦିନୀ ବାର

ମାଧୁରୀ ଦୀକ୍ଷିତ :

ଫିଲ୍ମ- ଦେବଦାସ

ରାଣୀ ମୂଖାର୍ଜୀ :

ଫିଲ୍ମ- ଲାଗା ଚୁନରୀ ମେ ଦାଗ

ସୁସ୍ମିତା ସେନ :

ଫିଲ୍ମ- ଚିଙ୍ଗାରି

ମନୀଷା କୋଇରାଲା :

ଫିଲ୍ମ- ମାର୍କୀଟ

ବିପାସା ବାସୁ :

ଫିଲ୍ମ-ନୋ ଏଣ୍ଟ୍ରି

ନିଶ୍ଚୟ ଆପନ୍ନକା ମତାମତ ଦିଅନ୍ତୁ ଏବଂ ଭଲ ଲାଗିଲେ ଅନ୍ୟଙ୍କ ସହ ଶେୟର କରନ୍ତୁ । ଧନ୍ୟବାଦ ।