ନିଜ ପତ୍ନୀଙ୍କ ସମ୍ମୁଖରେ ବୁଢା ଦେଖାଯାନ୍ତି ବଲିଉଡର ଏହି ୮ଜଣ ଅଭିନେତ୍ର ! ୫ ନମ୍ବର ଅଭିନେତାଙ୍କୁ ଦେଖି ବିଶ୍ଵାସ ହିଁ ହେବ ନାହିଁ ।

Spread the love

ବଲିଉଡ ଚଳଚିତ୍ର ଜଗତରେ ଜଣକ ପରେ ଜଣେ ସୁନ୍ଦର ଓ ଆକର୍ଷକ ଦେଖିଗଲା ଭଳି ଅଭିନେତ୍ରୀ ଅଛନ୍ତି । ଯାହାକି ଅଧିକ ବୟସ ହେଲେ ମଧ୍ୟ ସୁନ୍ଦର ଓ ଆକର୍ଷକ ଦେଖା ଯାଉଛନ୍ତି କିନ୍ତୁ ସେମାନଙ୍କ ପତି ସେମାନଙ୍କ ଆଗରେ ବୁଢା ଭଳି ଦେଖା ଯାଉଛନ୍ତି । କଣ ଆପଣ ମଧ୍ୟ କେବେ ଏହି କଥା ଧ୍ୟାନରେ ରଖିଛନ୍ତି । ତେବେ ଚାଲନ୍ତୁ; ଆମେ ଆପଣମାନଙ୍କୁ ଏହି ଆର୍ଟିକଲ ମାଧ୍ୟମରେ ବଲିଉଡ ଚଳଚିତ୍ର ଜଗତର ଏହି ୮ ଜଣ ଅଭିନେତାଙ୍କ ବିଷୟରେ ଜଣାଇବୁ, ଯେଉଁମାନେ କି ନିଜ ପତ୍ନୀଙ୍କ ଆଗରେ ବୁଢାଙ୍କ ଭଳି ନଜର ଆସୁଛନ୍ତି :

୧. ଧର୍ମେନ୍ଦ୍ର :

ବଲିଉଡର ଅଭିନେତା ଧର୍ମେନ୍ଦ୍ରଙ୍କ ଅଭିନୟ ସମସ୍ତେ ପସନ୍ଦ କରିଥାନ୍ତି । ସେ ଯେ କୌଣସି ପ୍ରକାରର ଅଭିନୟକୁ ବହୁତ ଭଲ ଭାବରେ କରିଥାନ୍ତି । ଧର୍ମେନ୍ଦ୍ର ଧନୀ କଳାକାରଙ୍କ ମଧ୍ୟରୁ ଜଣେ ଅଟନ୍ତି । ଧର୍ମେନ୍ଦ୍ରଙ୍କ ବିବାହ ବଲିଉଡର ଡ୍ରିମ ଗାର୍ଲ ହେମା ମାଳିନୀଙ୍କ ସହିତ ହୋଇଛି । ହେମା ମାଳିନୀଙ୍କୁ ଏହି ଅଭିନେତ୍ରୀଙ୍କ ମଧ୍ୟରେ ସାମିଲ କରାଯାଇଛି; ଯେଉଁମାନେ ସୌନ୍ଦର୍ଯ୍ୟ ଓ ଅଭିନୟର ସଂଗମ ଦେଖିବାକୁ ମିଳିଥାଏ କିନ୍ତୁ ହେମା ମାଳିନୀଙ୍କ ଆଗରେ ଧର୍ମେନ୍ଦ୍ର ବୁଢା ଭଳି ନଜର ଆସୁଛନ୍ତି ।

୨. ସୁନୀଲ ସେଟ୍ଟୀ :

ସୁନୀଲ ସେଟ୍ଟୀ ଯିଏ କି ବଲିଉଡ ଚଳଚ୍ଚିତ୍ର ଜଗତରେ ୨୫ ବର୍ଷରୁ ମଧ୍ୟ ଅଧିକ ସମୟ କାମ କରିଛନ୍ତି । ଆଉ ଏ ପର୍ଯ୍ୟନ୍ତ ସୁନୀଲ ସେଟ୍ଟୀ ୧୧୦ଟି ଚଳଚ୍ଚିତ୍ରରେ କାମ କରି ସାରିଛନ୍ତି । ସେ ନିଜ ସ୍ୱାସ୍ଥ୍ୟ ପ୍ରତି ବହୁତ ଯତ୍ନ ନେଇଥାନ୍ତି । ଆଜି ମଧ୍ୟ ସେ ଫିଟ ନଜର ଆସନ୍ତି କିନ୍ତୁ ସୁନୀଲ ସେଟ୍ଟୀ ନିଜ ପତ୍ନୀଙ୍କ ଆଗରେ ଠିଆ ହେଲେ ବୁଢାଙ୍କ ଭଳି ନଜର ଆସନ୍ତି ।

୩. ଜନୀ ଲିଭର :

ଜନୀ ଲିଭର ବଲିଉଡ ଚଳଚ୍ଚିତ୍ର ଜଗତର ହାସ୍ୟ କଳାକାର ରୂପରେ ପରିଚିତ । ଜନୀ ଲିଭର ଓ ତାଙ୍କ ପତ୍ନୀ ଦୁଇଜଣଙ୍କୁ ବୟସ ହୋଇଗଲାଣି କିନ୍ତୁ ତଥାପି ଜନୀ ଲିଭରଙ୍କ ପତ୍ନୀ ତାଙ୍କ ଆଗରେ ବହୁତ ସୁନ୍ଦର ନଜର ଆସିଥାନ୍ତି ।

୪. ରାଜପାଲ ୟାଧବ :

ରାଜପାଲ ୟାଧବ ହାସ୍ୟ ଅଭିନେତା ଅଟନ୍ତି । ସେ ଅଧିକ ବୟସର ନୁହଁନ୍ତି । ରାଜପାଲ ୟାଧବ ବୟସ ୪୮ ବର୍ଷ ଅଟେ । ରାଜପାଲ ୟାଧବ ବିବାହ ରାଧା ୟାଧଵଙ୍କ ସହିତ ହୋଇଛି । ରାଜପାଲ ୟାଧବଙ୍କୁ ଅଧିକ ବୟସ ନ ହୋଇଥିଲେ ମଧ୍ୟ ସେ ନିଜ ପତ୍ନୀଙ୍କ ଆଗରେ ଫିକା ନଜର ଆସନ୍ତି ।

୫. ଅକ୍ଷୟ କୁମାର :

ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ ଖିଲାଡ଼ିଙ୍କ ନାମରେ ଜଣାଯାଏ । ଅକ୍ଷୟ କୁମାର ଏ ପର୍ଯ୍ୟନ୍ତ ବହୁତ ଗୁଡିଏ ସୁପରହିଟ ଚଳଚିତ୍ରରେ କାମ କରିଛନ୍ତି । ଅକ୍ଷୟ କୁମାରଙ୍କ ବିବାହ ଟ୍ଵିଙ୍କଲ ଖାନ୍ନାଙ୍କ ସହିତ ହୋଇଛି । ଅକ୍ଷୟ କୁମାର ଟ୍ଵିଙ୍କଲ ଖାନ୍ନାଙ୍କ ସମ୍ମୁଖରେ ଧଳା ଦାଢୀରେ ପୁରା ବୁଢ଼ାଙ୍କ ଭଳି ଦେଖାଯାଆନ୍ତି ।

୬. ଶାହାରୁଖ ଖାନ୍ :

ଶାହାରୁଖ ଖାନ୍ ବଲିଉଡର ବାଦସାହ, କିଙ୍ଗ ଖାନ୍, ରୋମାନ୍ସ କିଙ୍ଗ ତଥା କିଙ୍ଗ ଅଫ୍ ବଲିଉଡ଼ର ନାମରେ ଜଣାଯାଇଥାନ୍ତି । ଶାହାରୁଖ ଖାନ୍ ଙ୍କ ବୟସ ୫୩ ବର୍ଷ ଓ ତାଙ୍କ ପତ୍ନୀ ଗୋୖରୀ ଖାନ୍ ଙ୍କ ବୟସ ୪୮ ବର୍ଷ ଅଟେ । ସେ ବଲିଉଡର ରୋମାଣ୍ଟିକ ଅଭିନେତା ହେବା ସତ୍ତ୍ୱେ ମଧ୍ୟ ନିଜ ପତ୍ନୀଙ୍କ ଆଗରେ ବୁଢା ଭଳି ଦେଖାଯାନ୍ତି ।

୭. ଅଜୟ ଦେବଗନ :

ଅଜୟ ଦେବଗନ ମଧ୍ୟ ନିଜ ସ୍ୱାସ୍ଥ୍ୟ ପ୍ରତି ବହୁତ ଯତ୍ନ ରଖିଥାନ୍ତି ଓ ଦେଖିବାକୁ ହେଣ୍ଡସମ ନଜର ଆସନ୍ତି । ଅଜୟ ଦେବଗନଙ୍କ ବିବାହ ବଲିଉଡର ଅଭିନେତ୍ରୀ କାଜଲଙ୍କ ସହିତ ହୋଇଛି । ସେ ନିଜ ପତ୍ନୀଙ୍କ ସମ୍ମୁଖରେ ବୟସ୍କ ଭଳି ନଜର ଆସନ୍ତି ।

୮. ସୋହେଲ ଖାନ୍ :

ଦେଖିବାକୁ ଗଲେ ସୋହେଲ ଖାନ୍ ଙ୍କୁ ଅଧିକ ବୟସ ହୋଇଗଲାଣି । ନହେଲେ ଏମିତି ବି କୁହାଯାଇପାରେ ଯେ, ସେ ବୁଢା ହେବାକୁ ଗଲେଣି କିନ୍ତୁ ସୋହେଲ ଖାନ୍ ଙ୍କ ପତ୍ନୀ ବହୁତ ସୁନ୍ଦର ଅଟନ୍ତି । ସେ ନିଜ ପତ୍ନୀଙ୍କ ଆଗରେ ବୁଢା ଭଳି ଦେଖାଯାଉଛନ୍ତି ।