ଏହି ଅଭିନେତ୍ରୀ ମାନଙ୍କର ସାବତ ଝିଅମାନେ ଦେଖିବାକୁ ବହୁତ ସୁନ୍ଦର । ଏମାନଙ୍କୁ ଦେଖିବା ମାତ୍ରେ ଆଖି ପଲକ ପଡେ ନାହିଁ ।

Spread the love

ବଲିଉଡ ଇଣ୍ଡଷ୍ଟ୍ରିରେ ଏମିତି କିଛି ତାରକା ଅଛନ୍ତି, ଯେଉଁ ମାନଙ୍କର ପ୍ରଥମ ବିବାହ ବେଶି ଦିନ ପର୍ଯ୍ୟନ୍ତ ତିଷ୍ଟି ପାରିନଥିଲା ଏବଂ ସେମାନଙ୍କର ସମ୍ପର୍କ ଭାଙ୍ଗିବା ପରେ ସେମାନେ ଦ୍ଵିତୀୟ ବିବାହ କରିଥିଲେ । ବଲିଉଡରେ ଏମିତି ମଧ୍ୟ କିଛି କଳାକାର ଅଛନ୍ତି, ଯେଉଁମାନେ ଥରେ ଦୁଇଥର ନୁହଁ ବରଂ ତିନି-ତିନି ଥର ବିବାହ କରିଛନ୍ତି । କିନ୍ତୁ ଏମିତି କିଛି କଳାକାରମାନେ ଅଛନ୍ତି, ଯେଉଁମାନଙ୍କର ବିବାହ ପୂର୍ବରୁ ସନ୍ତାନ ମଧ୍ୟ ହୋଇଛି । ଏହି ପୋଷ୍ଟରେ ଆମେ କଳାକାର ମାନଙ୍କର ସନ୍ତାନମାନଙ୍କ ବିଷୟରେ ଚର୍ଚ୍ଚା କରିବା । ଆମର ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଏପରି ସୁନ୍ଦର ଅଭିନେତ୍ରିମାନଙ୍କ ବିଷୟରେ କହିବୁ, ଯେଉଁମାନଙ୍କ ସାବତ ସନ୍ତାନମାନେ ସେମାନଙ୍କ ଠାରୁ ସୁନ୍ଦରତାରେ ଆହୁରି ଅଧିକ ସୁନ୍ଦର ଅଛନ୍ତି ।

ଆସନ୍ତୁ ଏହି ସୁନ୍ଦରୀ ଅଭିନେତ୍ରି ମାନେ କିଏ ? ଜାଣିବା –

• ମାନ୍ୟତା ଦତ୍ତ –

ସଞ୍ଜୟ ଦତ୍ତଙ୍କର ପତ୍ନୀ ମାନ୍ୟକା ଦତ୍ତଙ୍କ ନାମ ଏହି ତାଲିକାର ପ୍ରଥମ ଆସେ । ଆପଣମାନେ ଜାଣିଛନ୍ତି ଯେ, ସଞ୍ଜୟ ଦତ୍ତଙ୍କ ଦ୍ଵିତୀୟ ପତ୍ନୀ ମାନ୍ୟତା ଦତ୍ତ ଅଟନ୍ତି କିନ୍ତୁ ଏହା ପୂର୍ବରୁ ସଞ୍ଜୟ ଦତ୍ତ ରିଚା ଶର୍ମାଙ୍କୁ ବିବାହ କରିଥିଲେ ଏବଂ ଯାହାଙ୍କ ଠାରୁ ସଂଜୟଙ୍କର ଏକ ପୁତ୍ରୀ ଜନ୍ମ ଲାଭ କରିଥିଲା । ତାଙ୍କର ନାମ ତ୍ରିଶାଳା ଅଟେ । ସେ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ୨୮ ବର୍ଷୀୟ ତ୍ରିଶାଳା ମାନ୍ୟତାଙ୍କ ଠାରୁ ମାତ୍ର ୧୦ ବର୍ଷ ସାନ ଅଟନ୍ତି ।

• ସୋନି ରାଜଦାନ –

ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ଦ୍ଵିତୀୟ ପତ୍ନୀ ସୋନି ରାଜଦାନ ଅଟନ୍ତି । ସୋନିଙ୍କ ନାମ ୯୦ଦଶକରେ ସୁନ୍ଦର ଅଭିନେତ୍ରୀ ମାନଙ୍କ ତାଲିକାରେ ଥିଲା । କିନ୍ତୁ ତାଙ୍କର ପୁତ୍ରୀ ଆଲିଆ ଭଟ୍ଟ ଆଜିର ଯୁଗରେ ବହୁତ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । କିନ୍ତୁ ସୋନିଙ୍କ ସାବତ ପୁତ୍ରୀ ପୂଜା ଭଟ୍ଟ ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।

• ଶ୍ରୀଦେବୀ –

ଯେତେବେଳେ ବଲିଉଡର ସୁନ୍ଦରୀ ଅଭିନେତ୍ରୀ ମାନଙ୍କର ଚର୍ଚ୍ଚା ହୁଏ, ସେଥିରେ ଶ୍ରୀଦେବୀଙ୍କ ନାମ ନ ଆସିବ ଏପରି ହୋଇପାରିବ ନାହିଁ । ଯଦ୍ୟପି, ସେ ଆମ ଗହଣରେ ଆଉ ନାହାନ୍ତି କିନ୍ତୁ ତାଙ୍କର ସୁନ୍ଦରତା ଏବଂ ଉତ୍ତମ ଅଭିନୟ ଆଜି ମଧ୍ୟ ଲୋକଙ୍କ ହୃଦୟରେ ଅଛି । ଶ୍ରୀଦେବୀ ବୋନି କପୁରଙ୍କ ଦ୍ଵିତୀୟ ପତ୍ନୀ ଅଟନ୍ତି । ବୋନି ଏହା ପୂର୍ବରୁ ମୋନା କପୁରଙ୍କୁ ବିବାହ କରିଥିଲେ । ବୋନି କପୁରଙ୍କ ପ୍ରଥମ ପତ୍ନୀଙ୍କ ଠାରୁ ଦୁଇଟି ସନ୍ତାନ ହୋଇଥିଲା, ଗୋଟିଏ ପୁତ୍ରୀ ଏବଂ ଅନ୍ୟଟି ପୁତ୍ର ଅଟେ । ବୋନି କପୁରଙ୍କ ପୁତ୍ରୀ ଅଂଶୁଲା କପୁର ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।

• କରିନା କପୁର –

ବଲିଉଡର ଅଭିନେତ୍ରୀ କରିନା କପୁରଙ୍କ ସୁନ୍ଦରତା ବିଷୟରେ ଆପଣମାନେ ଜାଣିଛନ୍ତି । ସେ ବଲିଉଡର ଅଭିନେତା ସେଫ ଅଲ୍ଲୀ ଖାନଙ୍କ ସହ ବିବାହ କରିଥିଲେ । ସେଫଙ୍କ ଦ୍ଵିତୀୟ ପତ୍ନୀ କରିନା ଅଟନ୍ତି । ଏହା ପୂର୍ବରୁ ସେଫ, ଅମୃତା ସିଂଙ୍କୁ ବିବାହ କରିଥିଲେ । ଅମୃତା ସିଂଙ୍କ ଠାରୁ ସେଫଙ୍କ ଦୁଇଟି ସନ୍ତାନ ହୋଇଛି । ସେଫ ଅଲ୍ଲୀ ତଥା ଅମୃତାଙ୍କ ପୁତ୍ରୀ ସାରା ଅଲ୍ଲୀ ଖାନ କିଛିଦିନ ତଳେ ବଲିଉଡରେ ପାଦ ଥାପିଛନ୍ତି । ସୁନ୍ଦରତା ଦୃଷ୍ଟିରୁ ସାରା ଅଲ୍ଲୀ ଖାନ ନିଜ ସାବତ ମାଆ କରିନା କପୁରଙ୍କ ଠାରୁ ବହୁତ ସୁନ୍ଦର ଅଟନ୍ତି । ଏହା ସହ ସାରା ଅଲ୍ଲୀ ଖାନ ଏକ ଉତ୍ତମ କଳାକାର ମଧ୍ୟ ଅଟନ୍ତି ।

• ପରବିନ ଦୁସଞ୍ଜ –

ବଲିଉଡର ବିଖ୍ୟାତ ବ୍ୟକ୍ତି କବିର ବେଦୀଙ୍କ ନାମ ଶୁଣିଥିବେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, କବିର ୭୦ବର୍ଷ ବୟସରେ ପରବିନ ଦୁସଞ୍ଜଙ୍କୁ ବିବାହ କରିଥିଲେ । ଆପଣ ମାନେ ଜାଣିଛନ୍ତି ୪୫ ବର୍ଷୀୟ ପରବୀନ ନିଜର ସାବତ ପୁତ୍ରୀ ପୂଜା ବେଦୀଙ୍କ ଠାରୁ ୫ବର୍ଷ ଛୋଟ ଅଟନ୍ତି । ଦୁହେଁ ଦୁହିଁଙ୍କୁ ସୁନ୍ଦରତାରେ ଟକ୍କର ଦେଉଛନ୍ତି ।

ଆଶା କରୁଛୁ, ଅନୁଛେଦଟି ଆପଣଙ୍କୁ ଭଲ ଲାଗିଥିବା । ନିଜ ସାଙ୍ଗମାନଙ୍କ ସହ ଶେୟର କରନ୍ତୁ ଏବଂ ଗୋଟିଏ like କରନ୍ତୁ ।