ଏମାନେ ହେଲେ ଓଡିଆ Comedina ମାନଙ୍କ ସୁନ୍ଦରୀ ସ୍ତ୍ରୀ, ଦେଖନ୍ତୁ କାହାର ସ୍ତ୍ରୀ କେତେ ସୁନ୍ଦର ?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଓଲିଉଡ ର କେମେଡିଆନ ମାନଙ୍କୁ ନିଶ୍ଚିତ ଭାବେ ଦେଖିଥିବେ । ତାଙ୍କର ଅଭିନୟ ରେ ନିଶ୍ଚିତ ଭାବେ ହସି ମଧ୍ୟ ଥିବେ ସେମିତି ରେ କଣ ଆପଣ ମାନେ ସେମାନଙ୍କ ସ୍ତ୍ରୀ ମାନଙ୍କୁ କେବେ ବି ଦେଖିଛନ୍ତି କି? ବନ୍ଧୁଗଣ ଯଦି ଦେଖି ନାହାଁନ୍ତି ତେବେ ଆମର ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ତେବେ ନିଶ୍ଚିତ ଭାବେ ଦେଖି ପାରିବେ ।

ବନ୍ଧୁଗଣ ଏହି ଲିଷ୍ଟରେ ପ୍ରଥମ ନମ୍ବର ରେ ରହିଛନ୍ତି ହରିହର ମହାପାତ୍ର ଆପଣ ମାନେ ହରିଭାଇ ଙ୍କୁ ନିଶ୍ଚିତ ଭାବେ ଦେଖିଥିବେ ଏବଂ ଏହା ସହିତ ଆପଣ ମାନେ ତାଙ୍କର କମେଡି ରେ ନିଶ୍ଚିତ ଭାବେ ହସି ଥିବେ । ତେବେ ଇଏ ହେଲେ ହରି ଙ୍କ ସ୍ତ୍ରୀ ଯିଏ ଜଣେ ଅଭିନେତ୍ରୀ ଅଟନ୍ତି ।

ଏବଂ ଏହା ପରେ ଦୁଇ ରେ ରହିଛନ୍ତି ଜୟୀରାମ ସାମଲ ଆପଣ ମାନେ ତାଙ୍କୁ ବି ଦେଖି ଥିବେ ବହୁତ ସିନେମା ରେ କମେଡି କରୁ ଥିବାର ତେବେ ବନ୍ଧୁଗଣ ଇଏ ହେଲେ ତାଙ୍କର ପତ୍ନୀ ।

Jayiram

ଏବଂ ଏହା ପରେ ଆସୁଛନ୍ତି ଜୋଗେସ୍ ଜୋଜ ଆପଣ ମାନେ ତାଙ୍କୁ ବହୁତ ଭଲ ଭାବେ ଜାଣି ଥିବେ । ସେ ବହୁତ ସାରା ସିନେମା ରେ କାମ କରୁ ଥିବା ବେଳେ ବର୍ତମାନ ସମୟ ରେ ସେ ନିଜର ଇୟୁଟିୟୁବ୍ ଚେନ୍ନାଲ ଚଲାଉଛନ୍ତି ଏବଂ ଇଏ ହେଲେ ତାଙ୍କର ପତ୍ନୀ ଯିଏ ତାଙ୍କୁ ସାହାଯ୍ୟ କରନ୍ତି ।

ଏହା ପରେ ବନ୍ଧୁଗଣ ରହିଛନ୍ତି ପପୁ ପମ୍ ପମ୍ ଆପଣ ମାନେ ତାଙ୍କୁ ବହୁତ ସାରା ସିନେମା ରେ ଏମିତି ବେଷ୍ଟ କମେଡି କରୁ ଥିବାର ନିଶ୍ଚିତ ଭାବେ ଦେଖି ଥିବେ । ତେବେ ଇଏ ହେଲେ ତାଙ୍କର ଧର୍ମ ପତ୍ନୀ ଏବଂ ପପୁ ଙ୍କର ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ବି ରହିଛନ୍ତି ।

ଏହା ପରେ ଆସୁଛନ୍ତି ଓଲିଉଡ ର ଜବର୍ଦୋସ୍ତ କମେଡିଆନ ଗୁଡୁ ତାଙ୍କର ବୟସ 30 ହୋଇ ସାରିଛି ସେ ବି ଏହି ନିକଟ ରେ ବିବିହ କରିସାରିଥିବା ବେଳେ ଆପଣ ମାନେ ଏଠାରେ ତାଙ୍କର ସ୍ତ୍ରୀ ଙ୍କୁ ନିଶ୍ଚିତ ଭାବେ ଦେଖିବା ପାଇଁ ପାଉଥିବେ ।

gudu

ଏବଂ ଶେଷ ରେ ଆସୁଛନ୍ତି ଓଲିଉଡ ର ଜବର୍ଦୋସ୍ତ କମେଡିଆନ ମିଷ୍ଟର ନନସେନ୍ସ ତେବେ ଇଏ ବି ବନ୍ଧୁଗଣ ଇଏ ବି ଏହି ନିକଟ ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ଇଏ ହେଲେ ତାଙ୍କର ସ୍ତ୍ରୀ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *