ଏ ହେଉଛନ୍ତି ଦୁନିଆର ୫ ଜଣ ସବୁଠାରୁ ସୁନ୍ଦର ନେତ୍ରୀମାନେ । ଥରଟିଏ ଦେଖନ୍ତୁ ।

Spread the love

ଭଗବାନ ମନୁଷ୍ୟକୁ ଦୁଇଟି ଜାତିରେ ବିଭକ୍ତ କରି ସୃଷ୍ଟି କରିଛନ୍ତି, ଗୋଟିଏ ହେଉଛି ପୁରୁଷ ଏବଂ ଅନ୍ୟଟି ହେଉଛି ମହିଳା । ପୁରୁଷ ମାନଙ୍କୁ ଶାରୀରିକ ଓ ମାନସିକ ଦୃଷ୍ଟି କୋଣରୁ ମହିଳାଙ୍କ ଠାରୁ ଅଧିକ ମଜବୁତ ବନାଇଛନ୍ତି । କିନ୍ତୁ ଆଜିର ସମୟରେ ମହିଳାମାନେ ପୁରୁଷଙ୍କ ଠାରୁ କେଉଁ ଗୁଣରେ ମଧ୍ୟ କମ ନୁହଁନ୍ତି । ଆଜି ଆମେ ଦୁନିଆର ସବୁଠାରୁ ସୁନ୍ଦର ମହିଳା ରାଜନତ୍ରୀ ମାନଙ୍କ ବିଷୟରେ କିଛି କୌତୁହଳ ପୂର୍ଣ୍ଣ ଲେଖାଟି ଆଣିଛୁ । ଏହି ଲେଖାଟିକୁ ଆପଣ ସମସ୍ତଙ୍କ ମଧ୍ୟରେ ଖୁଲାସା କରୁଛୁ । ଆସନ୍ତୁ ଜାଣିବା ବିସ୍ତାର ରୂପରେ :

୫. ହୁମା ଆବେଦୀନ – ସଂଯୁକ୍ତ ରାଷ୍ଟ୍ର ଆମେରିକା :

ହୁମା ଆବେଦୀନ ହୁଏତ ହେଲେରୀ କ୍ଲିଣ୍ଟନଙ୍କୁ ନିର୍ବାଚନ ଜିତିବା ପାଇଁ ସାହାର୍ଯ୍ୟ କଲେ ନାହିଁ, କିନ୍ତୁ ସେ ଆମେରିକା ରାଜନୀତିରେ ଏକ ଆଶ୍ଚର୍ଯ୍ୟଜନକ ସନ୍ଦର୍ଭ ବିନ୍ଦୁ ରୂପେ ପ୍ରତିଷ୍ଠିତ ଥିଲେ ।

୪. ନତାଲିୟା ପୋକଲୋସ୍ନୟା – ରୁଷ

ନତାଲିୟା ପୋକଲୋସ୍ନୟା ଜଣେ ସୁନ୍ଦର ଏବଂ ଭବ୍ୟ ଦେଖାଯାଉଥିବା ରୁଷର ମହିଳା ରାଜନୀତିଜ୍ଞ ଅଟନ୍ତି । ତାଙ୍କର ଆଖି ଗୁଡିକ ବଡ ବଡ ଏବଂ ନୀଳ ରଙ୍ଗର ଯାହାକି ସାଧାରଣତଃ ଚୀନ ଏବଂ ଜାପାନୀ ପ୍ରଶଂସକ ମାନଙ୍କୁ ଉତ୍ତେଜିତ କରିଥାଏ ଏବଂ ଏହାର କାରଣ ବହୁତ ସରଳ ଅଟେ ।

୩. ଏଲିଜାବେଥ ହଳସ୍ଥ – ସଂଯୁକ୍ତ ରାଷ୍ଟ୍ର

ଏଲିଜାବେଥ ହଳସ୍ଥ ଆମେରିକାର ସବୁଠାରୁ ସେକ୍ସି ରାଜନେତାର ଟାଇଟଲ ଜିତି ଥିଲେ । ସେ ମାତ୍ର ୨୭ ବର୍ଷର ଥିଲେ ଯିଏ କି ରାଜ୍ୟର ବିଧାନସଭାରେ ପହଞ୍ଚିବାରେ ସର୍ବ କନିଷ୍ଠ ମହିଳା ହୋଇଥିଲେ !

୨. ନିକୋଲ ମିନିଟ୍ଟୀ – ଇଟାଲୀ

ସେ ଇଟାଲୀର ସବୁଠାରୁ ଆକର୍ଷଣୀୟ ଏବଂ ସୁନ୍ଦରୀ ରାଜନୀତିଜ୍ଞ ମହିଳା ଥିଲେ ।

୧. ନବନିତ କୌର – ଭାରତ

ଆପଣଙ୍କୁ ଜଣାଇ ଦେଉଛୁ ଯେ, ନବନିତ କୌର ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ ଅଟନ୍ତି । ଯିଏକି ମୁଖ୍ୟ ରୂପରେ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି । ସେ ୨୦୧୯ ଲୋକସଭା ନିର୍ବାଚନରେ ଅମରବତୀ ନିର୍ବାଚନ କ୍ଷେତ୍ରରୁ ସାଂସଦ ରୂପେ ନିର୍ବାଚିତ ହୋଇଛନ୍ତି । ସୁନ୍ଦରତା ବିଷୟରେ ଆପଣ ଜାଣିଛନ୍ତି ଓ ସୋସିଆଲ ମିଡିଆରେ ଫୋଟ ମଧ୍ୟ ଦେଖିଥିବେ ।

ବର୍ତ୍ତମାନ ବନ୍ଧୁଗଣ ଆପଣ ଏହି ଆର୍ଟିକେଲ ବିଷୟରେ କଣ କହୁଛନ୍ତି ? ଏମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ ସୁନ୍ଦର କେଉଁ ରାଜନେତ୍ରୀ ଦେଖାଯାଉଛନ୍ତି ? ଆଶା କରୁଛି ଏହି ବିଷୟଟି ଆପଣମାନଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଥିଲେ ବିଷୟଟିକୁ ଗୋଟିଏ ଲାଇକ କରିଦିଅନ୍ତୁ ଓ ନିଜ ମତାମତ Comment Boxରେ ପ୍ରଦାନ କରନ୍ତୁ ।