ବଲିଉଡର ସବୁଠୁ ଅଧିକ ଉଚ୍ଚତା ଉଚ୍ଚତା ବିଶିଷ୍ଠ ଅଭିନେତ୍ରୀ । ଅଷ୍ଟମ ଅଭିନେତ୍ରୀ ପାଇଁ ହିରୋକୁ ଷ୍ଟୁଲ ବ୍ୟବହାର କରିବାକୁ ପଡିଥିଲା ।

Spread the love

ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି; ଯେଉଁମାନଙ୍କର ଉଚ୍ଚତା କମ ହୋଇଥାଏ । ଆପଣ ମଧ୍ୟ ଟିଭିରେ ଅନେକ ଥର ଉଚ୍ଚତା ବୃଦ୍ଧି କରିବାର ବିଜ୍ଞାପନ ଦେଖିଥିବେ । ଏହାର ବିପରୀତ ଏମିତି ମଧ୍ୟ ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କ ଉଚ୍ଚତା ବହୁତ ହିଁ ଅଧିକ ହୋଇଥାଏ । ବହୁତ କମ ଉଚ୍ଚତା ଏବଂ ଅତ୍ୟାଧିକ ଅଧିକ ଉଚ୍ଚତା ମଧ୍ୟ ଲୋକମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ । କହିବାକୁ ଗଲେ, ଯଦି ଅଭିନେତ୍ରୀମାନଙ୍କ ଉଚ୍ଚତା ନିର୍ଦ୍ଧାରଣରୁ ଅଧିକ ହେଲେ ସେମାନଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ପ୍ରତ୍ୟେକ ଜିନିଷର କିଛି ଉପକାର ଏବଂ ଅପକାର ରହିଥାଏ । ଠିକ ସେହିପରି ଡେଙ୍ଗା ଓ ଗେଡା ଉଚ୍ଚତାର ମଧ୍ୟ କିଛି ଲାଭ ଓ କ୍ଷତି ରହିଛି । ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ବଲିଉଡର ସେହି ଅଭିନେତ୍ରୀମାନଙ୍କ ବିଷୟରେ କହିବାକୁ ଯାଉଛୁ; ଯାହାର ଉଚ୍ଚତା ସବୁଠାରୁ ଅଧିକ ଅଟେ । କିଏ ସେହି ଅଭିନେତ୍ରୀମାନେ , ଆସନ୍ତୁ ଜାଣିବା ।

ସୁସ୍ମିତା ସେନ :

ପୂର୍ବ ମିସ ୟୁନିଭେର୍ସ ଏବଂ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ବହୁତ ଅଧିକ ଲମ୍ବା ଅଟନ୍ତି । ତାଙ୍କର ଉଚ୍ଚତା ୫ ଫୁଟ ୯.୫ ଇଞ୍ଚ ରହିଛି ।

ଲାରା ଦତ୍ତା :

ବଲିଉଡ ଅଭିନେତ୍ରୀ ଲାରା ଦତ୍ତା, ସେ ମଧ୍ୟ ବହୁତ ଲମ୍ବା ଅଟନ୍ତି ଏବଂ ତାଙ୍କର ଉଚ୍ଚତା ୫ ଫୁଟ ୯.୨ ଇଞ୍ଚ ରହିଛି ।

ଅନୁଷ୍କା ଶର୍ମା :

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଉଚ୍ଚତା ୫ ଫୁଟ ୯ ଇଞ୍ଚ ରହିଛି ।

ଦୀପିକା ପାଦୁକୋଣ :

ଦୀପିକା ପାଦୁକୋଣଙ୍କ କଥା ଯଦି କହିବା ତାଙ୍କର ଉଚ୍ଚତା ଅନୁଷ୍କାଙ୍କ ଉଚ୍ଚତା ସହ ସମାନ ରହିଛି । ଦୀପିକାଙ୍କ ଉଚ୍ଚତା ମଧ୍ୟ ୫ ଫୁଟ ୯ ଇଞ୍ଚ ରହିଛି ।

ନର୍ଗିସ ଫାଖରୀ :

ନର୍ଗିସ ମଧ୍ୟ ଉଚ୍ଚତା ମାମଲାରେ ଦୀପିକା ଏବଂ ଅନୁଷ୍କାଙ୍କୁ ଟକ୍କର ଦେଇଛନ୍ତି । ନର୍ଗିସଙ୍କ ଉଚ୍ଚତା ଯଦି କହିବା ତେବେ ତାଙ୍କର ଉଚ୍ଚତା ୫ ଫୁଟ ୮.୮ ଇଞ୍ଚ ରହିଛି ।

କ୍ୟାଟ୍ରିନା କୈଫ :

ତାଲିକାରେ ପରବର୍ତ୍ତୀ ନାମ ଆସୁଛି, ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀ କ୍ୟାଟ୍ରିନା କୈଫ । କ୍ୟାଟ୍ରିନା କୈଫଙ୍କ ଉଚ୍ଚତା ୫ ଫୁଟ ୮.୫ ଇଞ୍ଚ ରହିଛି ।

ବିପାସା ବାସୁ :

ଏହି ମାମଲାରେ ବଙ୍ଗଳା ସୁନ୍ଦରୀ ମଧ୍ୟ କାହା ଠାରୁ କମ ନୁହନ୍ତି । ତାଙ୍କର ଉଚ୍ଚତା ମଧ୍ୟ କ୍ୟାଟ୍ରିନାଙ୍କ ଉଚ୍ଚତା ସହ ସମାନ ରହିଛି । ଆପଣଙ୍କୁ କହି ରଖୁଛୁ ଯେ, ବିପାସା ବାସୁଙ୍କ ଉଚ୍ଚତା ୫ ଫୁଟ ୮.୫ ଇଞ୍ଚ ରହିଛି ।

ଯୁକ୍ତା ମୁଖୀ :

ପୂର୍ବ ମିସ ୱାର୍ଲଡ଼ ଯୁକ୍ତା ମୁଖୀଙ୍କ ଉଚ୍ଚତା ମାମଲାରେ ଏହି ସବୁ ଅଭିନେତ୍ରୀମାନଙ୍କ ଠାରୁ ଆଗରେ ଅଛନ୍ତି । ବଲିଉଡରେ ତାଙ୍କର ପ୍ରଥମ ଡେବ୍ୟୁ ଚଳଚ୍ଚିତ୍ର ‘ପ୍ୟାସା’ ଥିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଯୁକ୍ତା ମୁଖୀଙ୍କ ଉଚ୍ଚତା ୬ ଫୁଟ ୧ ଇଞ୍ଚ ରହିଛି ।

ପ୍ରିୟଙ୍କା ଚୋପ୍ରା :

ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଉଚ୍ଚତା ୫ ଫୁଟ ୮ ଇଞ୍ଚ ରହିଛି ।

ସୋନମ କପୁର :

ବଲିଉଡର ଫେସନ ଡ଼ିଭା ସୋନମ କପୁରଙ୍କ ଉଚ୍ଚତା ମଧ୍ୟ ୫ ଫୁଟ ୮ ଇଞ୍ଚ ରହିଛି ।

ବନ୍ଧୁଗଣ ବଲିଉଡ ସମ୍ବନ୍ଧିତ ଏହି ସୂଚନାରେ ଆପଣଙ୍କ ମତାମତ କଣ କମେଣ୍ଟ ଜରିଆରେ ଆମକୁ ଜାଣନ୍ତୁ ।