ନିଜ ମା’ଙ୍କ ଭଳି ଦେଖା ଯାଉଛନ୍ତି ଏହି ୮ ଜଣ ବଲିଉଡର ଅଭିନେତ୍ରୀମାନେ । ୭ ନମ୍ବର ତ ପୁରାପୁରି ଅବିକଳ ନକଲ ।

Spread the love

ମାଆ ଶବ୍ଦ ପାଖରେ ସମସ୍ତ ଶବ୍ଦ ଛୋଟ ଲାଗୁଥାଏ । କୁହାଯାଏ କି ମା’ଙ୍କ ଚରଣରେ ଦୁନିଆ ଥାଏ ଏବଂ ମାଆ ଛୁଆର ସମ୍ପର୍କ ଠାରୁ ଅନ୍ୟ କୌଣସି ଗଭୀର ସମ୍ପର୍କ ନଥାଏ । ସନ୍ତାନ ନ କହିଲେ ମଧ୍ୟ ଜଣେ ମାଆ ନିଜ ସନ୍ତାନର ମନ କଥା ବୁଝିପାରେ । ସେ ତାଙ୍କ ସନ୍ତାନର ସମସ୍ତ ଦୁଃଖ କଷ୍ଟକୁ ନିଜର କରି ନିଏ । କୁହାଯାଏ କି ଝିଅମାନେ ନିଜ ମାଆର ଅତି ନିକଟତର ହୋଇଥାନ୍ତି । ଜଣେ ଝିଅ ପାଇଁ ତାଙ୍କ ମାଆ ହିଁ ତାଙ୍କର ଭଲ ବନ୍ଧୁ ହୋଇଥାଏ । ଏମିତି ତ ଝିଅମାନେ ବାପାଙ୍କର ଅଲିଅଳି ହୋଇଥାନ୍ତି କିନ୍ତୁ ସବୁ କଥା ନିଜ ମା’ଙ୍କ ସହ ସେୟାର କରନ୍ତି । ଝିଅମାନଙ୍କ ପାଖରେ ପ୍ରାୟତଃ ମା’ଙ୍କ ସମସ୍ତ ଗୁଣ ଥାଏ । ଏକ ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ, ଝିଅମାନଙ୍କ ପାଖରେ ବାପାଙ୍କ ତୁଳନାରେ ମା’ଙ୍କ ଗୁଣ ଅଧିକ ରହିଥାଏ । ଦେଖିବାକୁ ମଧ୍ୟ ସେମାନେ ନିଜ ମା’ଙ୍କ ଭଳି ଦେଖାଯାଆନ୍ତି । ଏହାର ଉଦାହରଣ ବଲିଉଡର କିଛି ଏମିତି ଝିଅମାନେ ଅଛନ୍ତି, ଯେଉଁମାନେ ଅବିକଳ ନିଜ ମା’ଙ୍କ ଭଳି ଦେଖାଯାଆନ୍ତି । ଏମାନଙ୍କୁ ଦେଖିଲା ପରେ ଆପଣ ମଧ୍ୟ ଦ୍ଵିଧାରେ ପଡିଯିବେ ଯେ, କିଏ ମାଆ ଆଉ କିଏ ଝିଅ । ତେବେ ଆସନ୍ତୁ ଥରେ ନଜର ପକେଇବା ଏମିତି ହିଁ କିଛି ବଲିଉଡ ଅଭିନେତ୍ରୀ ଏବଂ ତାଙ୍କ ମା’ଙ୍କ ଉପରେ ଯିଏ ସଂପୂର୍ଣ୍ଣ ଭାବରେ ଉଭୟଙ୍କ ଅବିକଳ ଭଳି ଦେଖାଯାଉଛନ୍ତି ।

ନିଜ ମା’ଆଙ୍କ ଅବିକଳ ନକଲ ଲାଗୁଛନ୍ତି ଏହି ୮ ଜଣ ଅଭିନେତ୍ରୀ :

ଇଶା ଦେଓଲ ଏବଂ ହେମା ମାଳିନୀ

ଆଲିଆ ଭଟ୍ଟ ଏବଂ ସୋନି ରାଜଦାନ

ଟ୍ଵିଙ୍କଲେ ଖନ୍ନା ଏବଂ ଡିମ୍ପ୍ଲ କପାଡିୟା

ଶ୍ରୁତି ହସନ ଏବଂ ସାରିକା

ସୋହା ଅଲ୍ଲୀ ଖାନ ଏବଂ ଶର୍ମିଳା ଟେଗୋର

କରିସ୍ମା କପୁର ଏବଂ ବବିତା କପୁର

ସାରା ଅଲ୍ଲି ଖାନ ଏବଂ ଅମୃତା ସିଂହ

ଜାହ୍ନବୀ କପୁର ଏବଂ ଶ୍ରୀଦେବୀ

ଆଶା କରୁଛୁ ଯେ ଆପଣଙ୍କୁ ଆମର ଏହି ଆର୍ଟିକେଲଟି ପସନ୍ଦ ଆସିଥିବା । ପସନ୍ଦ ଆସିବା ପରେ ଲାଇକ ଏବଂ ସେୟାର କାରିବାକୁ ଭୁଲିବେ ନାହିଁ ।