ଏହି ୭ଟି ଫୋଟ ବହୁତ ବିସ୍ମୟକର ଭାବେ ଭାଇରଲ ହେଉଛି, ଯଦି Zoom କରି ଦେଖିବେ; ତେବେ ଏହାର ରହସ୍ୟ ଜାଣିପାରିବେ ।

Spread the love

ଆଜିକାଲିର ଏହି ପରିସ୍ଥିତିରେ କାହାକୁ ହସେଇବା ବହୁତ କଷ୍ଟକର ଅଟେ । ଲୋକମାନେ ନିଜ କାମରେ ଏତେ ବ୍ୟସ୍ତ ହୋଇ ଗଲେଣି ଯେ, ନିଜ ପାଇଁ ସମୟ ବାହାର କରିବାକୁ ଭୁଲି ଗଲେଣି । କେହି ମଧ୍ୟ ଚିନ୍ତା କରି ନାହାନ୍ତି ଯେ, “ହସ ହେଉଛି ସବୁଠାରୁ ଶ୍ରେଷ୍ଠ ଔଷଧ” ବା ‘laughter is the best medicine’. ହସିବାର ଲାଭ କୌଣସି ଔଷଧ ଠାରୁ କମ ହୋଇନଥାଏ । ଯେଉଁମାନେ ଚିନ୍ତିତ କିମ୍ବା ରୁଗଣ ହୋଇଥାନ୍ତି, ସେମାନଙ୍କ ପାଇଁ ହସିବା ଏକ ବରଦାନ ଭଳି କାମ କରିଥାଏ । ମନୁଷ୍ୟ ନିଜ ଜୀବନରେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇଥାଏ । ସେମାନଙ୍କୁ ଏହି ସମସ୍ୟା ସହ ଲଢ଼ିବା ପାଇଁ ସବୁବେଳେ ସଜାଗ ରହିବାକୁ ହେବ ଏବଂ ସେ ଏଭଳି ସେତେବେଳେ କରିପାରିବ; ଯେତେବେଳେ ସେ ସୁସ୍ଥ ରହିପାରିବ ଏବଂ ତାହାର ମନ ପ୍ରସନ୍ନ ରହିବ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ସୋସିଆଲ ମିଡିଆରେ ଭାଇରଲ ହୋଇଥିବା କିଛି ଫୋଟଗୁଡିକ ନେଇ ଆସିଛୁ; ଯାହାକୁ ଦେଖି ଆପଣ ନିଜର ହସକୁ ଅଟକାଇ ପାରିବେ ନାହିଁ । ତେବେ ବିଳମ୍ବ କାହିଁକି ? ଚାଲନ୍ତୁ ଆରମ୍ଭ କରିବା ହସିବା ଏବଂ ହସେଇବାର ଏହି ସୁନ୍ଦର ମୁହୂର୍ତ୍ତ ।

ଆରେ ଏହି ଫୋଟଟି ଦେଖି ଆପଣ କିଛି ଖରାପ ଅର୍ଥ ଭାବନ୍ତୁ ନାହିଁ । ଧ୍ୟାନର ସହିତ ଦେଖନ୍ତୁ, ଫୋଟଟି ସମ୍ପୂର୍ଣ୍ଣ ରୂପେ ସାଧାରଣ ଅଟେ ।

ନିଜ ବୁଦ୍ଧିର ସଠିକ ବ୍ୟବହାର କରିବା ଦ୍ୱାରା କଣ ହୋଇଥାଏ, କେହି ଏମାନଙ୍କ ଠାରୁ ଶିଖନ୍ତୁ ।

ବାପା ପୁଅକୁ କହିଥିଲେ ଯେ, ପାସ ହେଲେ ପଲସର ଦେବି ଏବଂ ଫେଲ୍ ହେଲେ ଟ୍ରାକ୍ଟର ଦେବି । ଫଳାଫଳରେ ପୁଅର ବ୍ୟାକ୍ ଲାଗିଗଲା ।

ବର୍ତ୍ତମାନ ଏ ସାହେବ କଣ କରିବା ପାଇଁ ଚେଷ୍ଟା କରୁଛନ୍ତି, ଆମକୁ ଜଣା ନାହିଁ । ଆପଣ ଜାଣିଲେ ଆମକୁ ମଧ୍ୟ ନିଶ୍ଚିତ ଭାବେ ଜଣାନ୍ତୁ ।

ଦୁନିଆର ସବୁଠାରୁ ବିସ୍ମୟକର ଲୋକଙ୍କ ସଂଖ୍ୟା କମ ନୁହେଁ । କେହି କେହି ନିଜର ଛୁଆମାନଙ୍କୁ ଜିନିଷ ବା ସାମାନ ଭଳିଆ ଟାଣି ଟାଣି ନିଅନ୍ତି, ଏହି କଥା ଆମକୁ ଆଜି ଜଣାପଡିଲା ।

ଇଏ ହେଉଛନ୍ତି ଗରିବମାନଙ୍କର ଅଜୟ ଦେବଗନ, ଭାଇ ତାଙ୍କର ଷ୍ଟାଣ୍ଟ ବିଷୟରେ ପ୍ରଶ୍ନ ପଚାରନ୍ତୁ ନାହିଁ । କାରଣ ଏହା ସମ୍ପୂର୍ଣ୍ଣ ବିଦ୍ୟମାନ ଅଟେ ।

ଏହି ଫୋଟ ଦେଖନ୍ତୁ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଦୁଇ ଜଣ ଭିନ୍ନ ଭିନ୍ନ ଜାଗାରେ ଠିଆ ହୋଇଛନ୍ତି । କିନ୍ତୁ କାନ୍ଥରେ ଭିନ୍ନ ପ୍ରତିବିମ୍ବ ଦେଖିବାକୁ ମିଳିଛି ।