ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସ୍ୱୟଂ ଭଗବାନ କୁହନ୍ତି ନାରୀ ମାନଙ୍କୁ ବୁଝିବା ବହୁତ କଷ୍ଟକର କାମ ଅଟେ । ସେମାନେ କେତେ ବେଳେ କେଉଁ କଥାରେ ପ୍ରତିକ୍ରିୟା ଦେଇଥାନ୍ତି ସେମାନେ ତାହା କହିବା ଅସମ୍ଭଭ ଅଟେ । ସେଥି ମଧ୍ୟରୁ କିଛି ସମୟ ସେମାନେ କେବେବି ନିଜର ମନ କଥା ଖୋଲି କହିପାରନ୍ତି ନାହିଁ ।
ଏହା ସତ୍ୟ କି ବହୁତ ଲୋକ ମାନେ ବହୁତ ସମୟ ରେ ନିଜର ମନ କଥା କାହା ଆଗରେ କହି ପାରନ୍ତି ନାହିଁ । ତେବେ ଆମେ ଏଠାରେ ସେହି ସ୍ତ୍ରୀ ମାନଙ୍କ ବିଷୟ ରେ କହିବା ଯେଉଁ ମାନେ ଯେଉଁ ମାନଙ୍କର କିଛି ଏପରି କଥା ରହିଥାଏ । ଯାହାକି ସେମାନେ ନିଜର ସ୍ୱାମୀ ଙ୍କୁ ମଧ୍ୟ କହିନଥାନ୍ତି । ସେମାନଙ୍କ ପାଖରେ ଏମିତି କଥା ରହିଥାଏ ଜାହାକି ସେମାନେ ନିଜର ସ୍ୱାମୀ ଙ୍କୁ ମଧ୍ୟ କହିନଥାନ୍ତି ।
ପ୍ରଥମେତଃ ସେମାନେ କେବେ ବି ସେମାନଙ୍କର ନିଜର ଖୁସୀ କୁ କେବେବି ନିଜର ସ୍ୱାମୀ ଙ୍କ ଆଗରେ ପରିପ୍ରକାଶ କରନ୍ତି ନାହିଁ । ଦ୍ୱାତୀୟ ରେ ସ୍ତ୍ରୀ ରେ ମାନେ କେବେ ବି ନିଜର ଭଲ ପାଇବାକୁ ଭୁଲି ପାରନ୍ତି ନାହିଁ । ସେହିଥି ପାଇଁ ସେମାନେ କେବେବି ଏହି କଥା କହି ପାରନ୍ତି ନାହିଁ ।
ତୃତୀୟ ରେ ଯଦି କେବେବି ସ୍ତ୍ରୀ ମାନେ ଝଗଡା ସମୟରେ ସହମତ ହୋଇଥାନ୍ତି । ତେବେ ସେମାନଙ୍କର ମନ ମଧ୍ୟରୁ କେବେବ ବି ସହମତ ହୋଇନଥାଏ । ସେମାନେ ଏହି ବିଷୟ ରେ କେବେ ମଧ୍ୟ କହାକୁ କୁହନ୍ତି ନାହିଁ । ସେହି ପରି ସ୍ତ୍ରୀ ମାନେ ନିଜ ପାଖରେ ଯେଉଁ ଧନ ସଞ୍ଚୟ କରନ୍ତି ସେ କେବେ ହେଲେ ନିଜ ସ୍ୱାମୀ ଙ୍କୁ ସେହି ବିଷୟ ରେ କୁହନ୍ତି ନାହିଁ ।
ସ୍ତ୍ରୀ ମାନେ ନିଜ ସାଙ୍ଗ ସହ ବେଳେ ବେଳେ କିଛି ଏପରି କଥା ହୋଇଥାନ୍ତି । ଯାହାକି ସେ କେବେ ହେଲେ ନିଜ ସ୍ଵାମୀ ଙ୍କ ଆଗରେ କହି ନଥାନ୍ତି । ବନ୍ଧୁଗଣ ନାରୀ ହେଉଛି ସର୍ବ॰ସହା ସେ ସବୁ କିଛି ସହି ଯାଏ । ଏପରି କି ସେ ନିଜ କଷ୍ଟ କୁ ବା ନିଜର ରୋଗ କୁ କାହା ଆଗରେ ସେ ଭଲ ଭାବରେ ବ୍ୟକ୍ତ କରି ପାରେ ନାହିଁ । ସେହିପରି ସ୍ତ୍ରୀ ମାନେ ମଧ୍ୟ କେବେ ନିଜ ସ୍ଵାମୀ ଆଗରେ ମଧ୍ୟ ନିଜର ସଂମ୍ପର୍ଣ୍ଣ କଷ୍ଟ କୁ ବ୍ୟକ୍ତ କରି ପାରନ୍ତି ନାହିଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।