
ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆଜି ଆମର ଏହି ପୋଷ୍ଟ ମାଧ୍ୟମରେ ଜଣାଇବୁ ଯାହାକି ଆଚାର୍ଯ୍ୟ ଚାଣକ୍ୟ ଙ୍କ ନିତି ଶାସ୍ତ୍ର ଅନୁସାରେ କୁହାଯାଇଛି କି ମନୁଷ୍ୟ ମାନଙ୍କ ର କିଛି ଖରାପ ଅଭ୍ୟାସ ବିଷୟ ରେ ଜଣାଇବୁ ଯାହାକି ମନୁଷ୍ୟ କୁ ଏହାକୁ ତୁରନ୍ତ ଛାଡିବାକୁ ପଡିବ ନଚେତ୍ ଆପଣ ଙ୍କ ର ବୈବାହିକ ଜୀବନ ଦୁଃଖମୟ ହୋଇଥାଏ ଏବଂ ପରେ ପଶ୍ଚତାପ କରିବାକୁ ପଡିଥାଏ । ତେବେ ବନ୍ଧୁଗଣ କଣ ସେହି ଖରାପ ଅଭ୍ୟାସ ଯାହାକୁ ଆପଣ ମାନଙ୍କୁ ତୁରନ୍ତ ଛାଡିବାକୁ ପଡିବ ସେ ବିଷୟ ରେ ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।
ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ କି ଆଚାର୍ଯ୍ୟ ଚାଣକ୍ୟ ହେଉଛନ୍ତି ଜଣେ ବହୁତ ବଡ ଜ୍ଞାନି ମହା ପୁରୁଷ ସେ ତାଙ୍କର ନିତି ଶାସ୍ତ୍ର ଅନୁସାରେ ସେ ଆଜିର ସମାଜ ରେ ରହୁଥିବା ଲୋକ ମାନଙ୍କ ପାଇଁ ଏପରି କିଛି କଥା ବିଷୟ ରେ ବର୍ଣ୍ଣନା କରିଯାଇଛନ୍ତି ଯାହାକି ଆଜି ର ସମାଜ ରେ ରହୁଥିବା ଲୋକ ମାନେ ଏପରି କଥା କୁ ମାନିବା ଦ୍ୱାରା ତାଙ୍କର ବୈବାହିକ ଜୀବନ ସୁଖମୟ ରେ ବିତିବ ।
ତେବେ ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଙ୍କ ନିତି ଶାସ୍ତ୍ର ଅନୁସାରେ ରାଗ ଏବଂ ଅହଂକାର ଏପରି ଏକ କାମ ଯାହାକି ଏକ ପତି ଏବଂ ପତ୍ନୀ ଙ୍କ ମଧ୍ୟ ରେ ଏହା ଦେଖା ଦେଲେ ତାଙ୍କର ବୈବାହିକ ଜୀବନ ସୁଖମୟ ରୁ ଦୁଃଖମୟ ହେବ । ତେଣୁ ଯଦି ଦାମ୍ପତ୍ୟ ଜୀବନ ରେ ଏପରି ରାଗ ଅହଂକାର ଭାବ ରହିଥାଏ ତେବେ ଆପଣ ମାନେ ଏହି ଜିନିଷ କୁ ଶିଘ୍ର ପରିତ୍ୟାଗ କରିଦେବା ଉଚିତ । ଯାହା ଦ୍ୱାରା ଆପଣ ଙ୍କ ର ବୈବାହିକ ଜୀବନ ସୁଖମୟ ରେ ବିତିବ ।
ତେବେ ଏହା ପରେ କୁହାଯାଇଛି କି କୈଣସି ସମ୍ପର୍କ ରେ ଧୋକା ଦେବା ଅନୁଚିତ କାରଣ ଆଜିର ସମୟ ରେ ପତି ଏବଂ ପତ୍ନୀ ଙ୍କ ମଧ୍ୟରେ ବିଶ୍ୱାସ ହେଉଛି ସବୁଠାରୁ ବଡ ଜିନିଷ ତେଣୁ ଆପଣ ମାନେ ଧୋକା କେବେ ହେଲେ କାହାକୁ ଦିଅନ୍ତୁ ନାହିଁ ନଚେତ ଆପଣ ଙ୍କ ମଧ୍ୟରେ ରହିଥିବା ସୁ ସମ୍ପର୍କ ଭାଙ୍ଗି ଯିବ । ତେବେ ବନ୍ଧୁଗଣ ଏହା ରହିଥିଲା କିଛି ଆଚାର୍ଯ୍ୟ ଚାଣକ୍ୟ ଙ୍କ ଦ୍ୱାରା କୁହାଯାଇଥିବା କଥା ଯାହାକି ଏହି ସବୁ ଗୁଣ ଯଦି ଆପଣ ଙ୍କ ପାଖରେ ରହିଥାଏ ତେବେ ଆପଣ ତୁରନ୍ତ ଏହାକୁ ପରିତ୍ୟାଗ କରିବା ଉଚିତ ।
ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।