ଏହି ପାଞ୍ଚଟି ବଲିଉଡ ଗୀତ ଆପଣଙ୍କୁ ଜେଲ୍ ପହଞ୍ଚାଇଦେଇପାରେ, ନିହାତି ଜାଣନ୍ତୁ ସମ୍ପୁର୍ଣ୍ଣ କଥା :-

http://janman.tv

Spread the love

ମନ ଦୁଃଖ ଅଛି ତ ଗୀତ ଗାଅ, ଖୁସି ଅଛି ତ ଗୀତ ଗାଅ, ଦୁଃଖୀ ଅଛ ତାହାଲେ ମଧ୍ୟ ଗୀତ ଗାଅ । ଏହି କଥା ସମସ୍ତଙ୍କୁ ଜଣାଅଛି ଯେ ବଲିଉଡ ଏବଂ ସାଧାରଣ ଲୋକର ସମ୍ପର୍କ ହୃଦୟରୁ ଜଡ଼ିତ ଅଛି ଯାହାକି ଗୀତ ଗାଇ ନିଜର ଦୁଃଖୀ ମନ କିମ୍ବା ଖୁସି ମନକୁ ସାନ୍ତ୍ୱନା ଦିଆ ହୋଇପାରେ । କିନ୍ତୁ ବଲିଉଡରେ ଏମିତି କିଛି ଗୀତ ଅଛି ଯାହାକୁ ଗାଇଲେ ଆପଣଙ୍କୁ ଜେଲ୍ ହୋଇ ଯାଇପାରେ । ଏହି ଗୀତ ଫିଲ୍ମରେ ହିଁ ଠିକ୍ ଅଛି କିନ୍ତୁ ଅସଲ ଜୀବନରେ ତାହା ଜେଲ୍ ପହଞ୍ଚାଇ ଦେଇପାରେ ।

ଝୁଟ ବୋଲେ କୌୱା କାଟେ :-

https://www.youtube.com/watch?v=KfTC5cJpmwA

ଏହି ଗୀତକୁ ଗାଇଲେ ପୁରୁଷ ଉପରେ ମହିଳା ନିର୍ଯ୍ୟାତନାର ମାମଲା ଚାଲିପାରେ । ଧାରା ୪୯୮ ଅନୁଯାୟୀ ଏହି ଗୀତ ଗାଇଲେ ସ୍ତ୍ରୀ ର ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ସାମିଲ ହୁଏ ।

ତେରେ ଘରକେ ସାମନେ ଏକ ଘର ବନାଉଙ୍ଗା :-

ଏହି ଗୀତ ଅନୁଯାୟୀ ଯଦି ଆପଣଙ୍କ ପାଖରେ ଆପଣଙ୍କ ପ୍ରେମିକାଙ୍କ ଘର ଆଗରେ ଜାଗାର କାନୁନ ଅନୁଯାୟୀ ଅଧିକାର ନାହିଁ ତାହାଲେ ଆପଣଙ୍କୁ ଦଣ୍ଡ ମିଳିପାରେ । ଏହା ସହିତ ଆପଣଙ୍କୁ ୫୦ ହଜାର ଟଙ୍କାର ଜୋରିମାନା ଦେବାକୁ ପଡ଼ିପାରେ ।

ମେଁ ଲୈଲା ଲୈଲା ଚିଲ୍ଲାଉଙ୍ଗା କୁର୍ତ୍ତା ଫାଡ଼ କେ :-

ଗୋବିନ୍ଦାଙ୍କ ହିଟ୍ ଗୀତ ଗାଇଲେ ଭାରତୀୟ ଦଣ୍ଡ ସଂହିତା ଅନୁଯାୟୀ ପବ୍ଲିକ ଦଣ୍ଡ ହୋଇପାରେ । ଏହି ଗୀତରେ ଧାରା ୨୯୪ ଅନୁଯାୟୀ ଦଣ୍ଡ ମିଳିବା ଅନିର୍ବାର୍ଯ୍ୟ । ତାସହ ଜୋରିମାନା ଦେବାକୁ ପଡ଼ିବ ଏବଂ ୩ ମାସର ଦଣ୍ଡ ଭୋଗିବାକୁ ପଡ଼ିବ ।

ତେରା ପିଛା ନା ଛୋଡ଼ୁଙ୍ଗା ସୋନିୟେ ଭେଜ ଦେ ଚାହେ ଜେଲ୍ ପ୍ୟାର କେ ଇସ ଖେଲ୍ ମେ :-

https://www.youtube.com/watch?v=TPopE3_ycjM&feature=emb_title

ନିଜ ପ୍ରେମ କାରଣରୁ କୌଣସି ଝିଅର ପିଛା କରିବା ଏବଂ ଜୋର ଜବରବରଦସ୍ତି ତା ସହ କଥା ହେବାକୁ ଚେଷ୍ଟା କରିବା କାନୁନ ଗତ ଅପରାଧ ଅଟେ । ଏହି ଗୀତ ଗାଇଲେ ଆଇପିସି ର ଧାରା ୩୫୪ ମୁତାବକ ଜେଲ୍ ବି ହୋଇପାରେ ।

ସାତ ସମୁଁଦର ପାର୍ ମେଁ ତେରେ ପିଛେ ପିଛେ ଆଗେୟି :-

ଏହି ଗୀତ ଅନୁଯାୟୀ ଆପଣଙ୍କୁ ବିନା ବୀଜାରେ ସାତ ସମୁଦ୍ର ପାର ହୋଇ ଯିବାକୁ ରୋକା ଯାଇପାରେ ଆଉ ତାହା ମଧ୍ୟ ବିଦେଶୀ ପୋଲିସ ଦ୍ୱାରା ।

ତେଣୁ ଏସବୁ ଥିଲା ସେହି ଗୀତ ଗୁଡ଼ିକର ଲିଷ୍ଟ ଯାହାକୁ ଗାଇଲେ ଜେଲ୍ ହୋଇପାରେ । ଆହୁରି ମଧ୍ୟ କହି ରଖୁଛୁ ଯେ ଏମିତି ସବୁ ଗୀତ ପାଇଁ କିଛି ଫିଲ୍ମ ଷ୍ଟାରଙ୍କ ଉପରେ କେସ ଚାଲୁଅଛି । ଏକ ଚୁମ୍ମା ତୁ ମୁଝକୋ ଉଦ୍ଧାର ଦେ ଦେ ଗୀତ କାରଣରୁ ଗୋବିନ୍ଦା ଏବଂ ଶିଳ୍ପାଙ୍କ ଉପରେ କେତେ ବର୍ଷରୁ ଏକ ମାମଲା ଚାଲୁଅଛି । ଯଦି ଆପଣ ଏମିତି ଅସୁବିଧା ଠାରୁ ଦୂରରେ ରହିବାକୁ ଚାହୁଁଛନ୍ତି ତାହାଲେ ଏମିତି ସବୁ ଗୀତ ଠାରୁ ଦୂରେଇ ରୁହନ୍ତୁ ।

ସୌଜନ୍ୟ: janman.tv