ଏହି ୫ଜଣ ଅଭିନେତ୍ରୀ ପିଲାବେଳେ ହିଁ ବହୁତ ସୁନ୍ଦର ଦେଖା ଯାଉଥିଲେ । ୫ ନମ୍ବର ସମସ୍ତଙ୍କ ପ୍ରିୟ ଅଟନ୍ତି ! ଦେଖନ୍ତୁ ଫୋଟ…

Spread the love

ଆଜି ଆମେ କିଛି ଅଭିନେତ୍ରୀଙ୍କର ପିଲାବେଳର କିଛି ଫୋଟ ଆପଣଙ୍କ ପାଇଁ ଆଣିଛୁ । ଏହି ଅଭିନେତ୍ରୀ ମାନଙ୍କର କୋଟି କୋଟି ଫ୍ୟାନ ରହିଛନ୍ତି ଏବଂ ସେମାନେ ମଧ୍ୟ ତାଙ୍କ ପ୍ରିୟ ଅଭିନେତ୍ରୀ ପିଲାବେଳେ କିପରି ଦେଖା ଯାଉଥିଲେ, ତାହା ଦେଖିବାକୁ ନିଶ୍ଚୟ ଇଚ୍ଛା କରିବେ । ତେବେ ଚାଲନ୍ତୁ ଦେଖିବା ତାଙ୍କର ଏହି ସୁନ୍ଦର ଫୋଟ-

୧. କୈଟ୍ରିନା କୈଫ :

କୈଟ୍ରିନା ହେଉଛନ୍ତି ବଲିଉଡର ସବୁଠୁ ସୁନ୍ଦର ଅଭିନେତ୍ରୀ । ତାଙ୍କର ଚାହାଣି ବିଦେଶୀ ଅଭିନେତ୍ରୀଙ୍କ ଭଳି ଅଟେ । କିନ୍ତୁ ତାଙ୍କର ପିଲାବେଳର ଫୋଟ ଦେଖି ଆପଣ ଜାଣିପାରିବେ ଯେ, ସେ ଜଣେ ଖାଣ୍ଟି ଭାରତୀୟ ଛୁଆଟିଏ ବୋଲି ।

୨. ଦୀପିକା ପାଦୁକୋଣ :

ଏହି ଫୋଟଟି ହେଉଛି ଦୀପିକା ପାଦୁକୋଣର ପିଲାବେଳର ଫୋଟ । ପିଲାବେଳେ ଦୀପିକା ବହୁତ ଚୁଲବୁଲି ଓ ସୁନ୍ଦର ଦେଖା ଯାଉଥିଲେ । ଆଜିର ଦିନରେ ଦୀପିକା ସଫଳ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ।

୩.ଐଶ୍ୱରୀୟ ରାୟ ବଚ୍ଚନ :

ଐଶ୍ୱରୀୟ ରାୟ ବଚ୍ଚନ, ଏଠାରେ ନାମ ହିଁ ସୁନ୍ଦରର ଉଦାହରଣ ଦିଏ । ତାଙ୍କର ସୌନ୍ଦର୍ଯ୍ୟ ପୁରା ଦୁନିଆରେ ପରିଚିତ । ସେ ପିଲାବେଳେ ହିଁ ବହୁତ ସ୍ମାର୍ଟ ଏବଂ ସୁନ୍ଦର ଦେଖା ଯାଉଥିଲେ ।

୪. ଅନୁଷ୍କା ଶର୍ମା :

ଅନୁଷ୍କା ଶର୍ମା ବିରାଟ କହୋଲିଙ୍କୁ ବିବାହ କଲା ପରେ ଫିଲ୍ମରେ ସେତେ ନଜର ଆସି ନାହାଁନ୍ତି କିନ୍ତୁ ସୋସିଆଲ ମିଡିଆରେ ତାଙ୍କର ଫ୍ୟାନ କିଛି କମ ନୁହଁନ୍ତି ଏବଂ ତାଙ୍କର ଏହି ପିଲାବେଳର ଫୋଟ ଦେଖିଲେ ତାଙ୍କର ଫ୍ୟାନମାନେ ପ୍ରଶଂସା କରିବାକୁ ବାଧ୍ୟ ହୋଇଯିବେ ।

୫. ଆଲିଆ ଭଟ୍ଟ :

ଆଲିଆ ଭଟ୍ଟ ଆଜିର ଦିନରେ ସବୁ ଯୁବକଙ୍କ ହୃଦୟର ସ୍ପନ୍ଦନ ଅଟନ୍ତି । ସେ ପିଲା ବେଳେ ଯେତେ କ୍ୟୁଟ ଦେଖା ଯାଉଥିଲେ, ଆଜି ମଧ୍ୟ ସେମିତି ଦେଖା ଯାଉଛନ୍ତି । ତାଙ୍କର ସୁନ୍ଦର ହସ ତାଙ୍କ କ୍ୟୁଟନେସକୁ ଆହୁରି ବଢାଇଦିଏ ।

ଏମାନଙ୍କ ମଧ୍ୟରୁ ଆପଣଙ୍କ ପସନ୍ଦୀୟ ଅଭିନେତ୍ରୀ କିଏ ? comment କରି ନିଶ୍ଚୟ ଜାଣନ୍ତୁ ।