ନିଜ ଝିଅମାନକୁ ବଲିଉଡ ଜଗତକୁ ଛାଡି ନାହାନ୍ତି ଏହି ପାଞ୍ଚୋ ଅଭିନେତା :

Spread the love

ବଲିଉଡରେ ଏମିତି ବହୁତ ଅଭିନେତା ଅଛନ୍ତି ଯେଉଁମାନେ ନିଜ ଝିଅଙ୍କୁ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରିବା ପାଇଁ ଚାହିଁ ନାହାନ୍ତି । ତେଣୁ ସେମାନଙ୍କୁ ଅନ୍ୟ କ୍ଷେତ୍ରରେ କାମ କରିବାର ସୁଯୋଗ ଦେଇଛନ୍ତି । କିନ୍ତୁ ଅନ୍ୟ କେତେକ ଅଭିନେତା ସେମାନଙ୍କ ଝିଅଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଛାଡିବାକୁ ସଫଳ ହୋଇଛନ୍ତି । ଆଜିର ଏହି ଅନୁଛେଦରେ ଜାଣିବା ସେହି ପାଞ୍ଚ ଜଣ ଅଭିନେତାଙ୍କ ବିଷୟରେ ଯେଉଁମାନେ ସେମାନଙ୍କ ଝିଅଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବାକୁ ସୁଯୋଗ ଦେଇନାହାନ୍ତି । ତେବେ ଆସନ୍ତୁ ଜାଣିବା ଆଜର ଏହି ଅନୁଛେଦରେ ଆପଣଙ୍କ ପାଇଁ ଖାସ୍ କଣ ରହିଛି ।

୧. ସଞ୍ଜୟ ଦତ୍ତ :

ସଞ୍ଜୟ ଦତ୍ତ ନିଜ ବଡ ଝିଅ ତ୍ରିଶାଳାକୁ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବାକୁ ନେଇ ବିରୋଧ କରି ଆସିଛନ୍ତି । ତାଙ୍କ ବଡ ଝିଅ ତ୍ରିଶାଳା, ଯିଏ ବିଦେଶରେ ରହି ପଢାପଢି କରି ଆସୁଛନ୍ତି । ସୂଚନା ଅନୁସାରେ ତାଙ୍କ ଝିଅ ଆହୁରି ଦୁଇ ତିନି ବର୍ଷ ପପଢ଼ାପଢି କରିବ ।

୨. ଅମିତାଭ ବଚ୍ଚନ :

ଅମିତାଭ ବଚ୍ଚନଙ୍କ ବଡ ଝିଅ ଶ୍ଵେତା ବଚ୍ଚନ ନିଜ ବାପାଙ୍କ ଭଳି ଗୋଟିଏ ଭଲ ଅଭିନେତ୍ରୀ ହୋଇ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବାକୁ ଚାହୁଁଥିଲେ । କିନ୍ତୁ ସମୟ ସହ ତଳ ଦେଇ ଚାଲିବ ସଂଗେ ସଂଗେ ଅମିତାଭ ବଚ୍ଚନ କେବେ ମଧ୍ୟ ନିଜ ଝିଅକୁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବ ପାଇଁ ସୁଯୋଗ ଦେଇ ନଥିଲେ । ଯାହାଫଳରେ ଆଜି ଶ୍ଵେତା ବିବାହିତ ହୋଇ ନିଜ ପିଲା କୂଟୁମ୍ବ ଓ ସ୍ୱାମୀଙ୍କ ସହ ବୈବାହିକ ଜୀବନ ବିତାଉଛନ୍ତି ।

୩. ଜୋନ୍ନି ଲିବର :

ଜୋନ୍ନି ଲିବର ମଧ୍ୟ ନିଜ ଝିଅକୁ ବଲିଉଡ ଜଗତକୁ ଛାଡି ନାହାନ୍ତି । ତେଣୁ ତାଙ୍କ ଝିଅ ନିଜ ମନକୁ ଶାନ୍ତ କରିବା ପାଇଁ ୨୦୧୫ ମସିହାରେ ରିଲିଜ ହୋଇଥିବା ହିନ୍ଦୀ ଫିଲ୍ମ “କିସ୍ କିସ୍ କୋ ପ୍ୟାର କରୁଁ” ଚଳଚିତ୍ରରେ ଏକ ଛୋଟିଆ ଭୂମିକାରେ ଅଭିନୟ କରିଥିଲେ ।

୪. ଫିରୋଜ ଖାନ୍ :

ଅତୀତର ଅଭିନେତା ଅର୍ଥାତ ଅମିତାଭ ବଚ୍ଚନଙ୍କ ସମସାମୟିକ ଫିରୋଜ ଖାନ୍ ମଧ୍ୟ ନିଜ ଝିଅକୁ ଫିଲ୍ମ ଦୁନିଆରେ କାମ କରିବାକୁ ଛାଡି ନାହାନ୍ତି । ବାପାଙ୍କ କଥାକୁ ମାନି ତାଙ୍କ ଝିଅ ଲୈଲା ଖାନ୍ ଆଜି ବିବାହ କରି, ବୈବାହିକ ଜୀବନ ବିତାଉଛନ୍ତି ।

୫. ଋଷି କପୁର୍ :

ଅଭିନେତା ରଣବୀର କପୁର୍ ଙ୍କ ପିତା ଋଷି କପୁର୍ ମଧ୍ୟ ନିଜ ଝିଅକୁ ଫିଲ୍ମ ଜଗତକୁ ଆସିବାକୁ ଦେଇ ନାହାନ୍ତି । ବର୍ତ୍ତମାନ ତାଙ୍କ ଝିଅ ରିଦ୍ଧିମା କପୁର୍ ବିବାହ କରି, ନିଜ ସନ୍ତାନ ଓ ସ୍ୱାମୀଙ୍କ ସହ ବୈବାହିକ ଜୀବନ ବିତାଉଛନ୍ତି ।

ବଲିଉଡ ଜଗତର ଏହି ପାଞ୍ଚ ଜଣ କଳାକାର ନିଜ ଝିଅଙ୍କୁ ଫିଲ୍ମ ଜଗତକୁ ନ ଆଣି, ତାଙ୍କ ଝିଅଙ୍କ ପ୍ରତି ଭୁଲ କରିଛନ୍ତି କି ? Comment କରି ନିଜର ମତାମତ ଦିଅନ୍ତୁ ।

ଧନ୍ୟବାଦ ।।