ଧୀରେ ଧୀରେ ବୃକକ୍ କୁ ଖରାପ କରିଦେଇଥାଏ ଏହି ୪ଟି ଜିନିଷ ! ନମ୍ବର ୪ର ବ୍ୟବହାର କିଛି ପୁରୁଷ କରିଥାନ୍ତି ।

Spread the love

ବୃକକ୍ ଆମ ଶରୀରର ମହତ୍ୱପୂର୍ଣ୍ଣ ଅଙ୍ଗ ଅଟେ । ଶରୀର ଭିତରେ ଯେଉଁ ସବୁ ଟାଁକ୍ସିସ୍ ଏବଂ ବେଷ୍ଟ୍ ପ୍ରୋଡକ୍ଟ୍ ହେଉଛି ତାକୁ ରକ୍ତ ଭିତରୁ ଫିଲ୍ଟର କରିବା ବୃକକର କାମ ହୋଇଥାଏ । ବୃକକରେ କୌଣସି ପ୍ରକାରର ମଧ୍ୟ ଅସୁବିଧା ହେଲେ ଶରୀର ଠିକରେ ରୂପରେ କାମ କରି ପାରିନଥାଏ । ଆପଣଙ୍କର ଏମିତି କିଛି ଅଭ୍ୟାସ ଯୋଗୁଁ ବୃକକ୍ ଖରାପ ହେବାର ସମ୍ଭାବନା ଅଛି । ଆଜିର ଏହି ଅନୁଛେଦରେ, ଆମେ ଆପଣଙ୍କୁ ଏମିତି ହିଁ କିଛି ଅଭ୍ୟାସ ବିଷୟରେ ଜଣାଇବାକୁ ଯାଉଛି, ଯାହା ଆମ ବୃକକକୁ କ୍ଷତି ପହଞ୍ଚାଇ ଥାଏ ଏବଂ ଧୀରେ ଧୀରେ ବୃକକକୁ ନଷ୍ଟ କରିଦେଇଥାଏ । ତେବେ ଚାଳନ୍ତୁ ଜାଣିବା ଆଜିର ଏହି ଅନୁଛେଦରେ ଆପଣଙ୍କ ପାଇଁ କଣ ଖାସ୍ ରହିଛି ।

ନିମ୍ନରେ ପ୍ରଦତ୍ତ କେତେକ କାରଣ ବୃକକକୁ ଧୀରେ ଧୀରେ ଖରାପ କରିଦେଇଥାଏ ।

୧. ମିଠା ଜିନିଷ –

ଯଦି ଆପଣ ପ୍ରତିଦିନ ଜୀବନରେ ବହୁତ ପରିମାଣରେ ମିଠା ଜିନିଷର ବ୍ୟବହାର କରୁଛନ୍ତି, ତେବେ ଏହା ଦ୍ଵାରା ଶରୀରରେ ସୋଡିୟମ୍ ଏବଂ ସୁଗରର ମାତ୍ରା ବଢ଼ିବାରେ ଲାଗିଥାଏ । ଯେଉଁଥିପାଇଁ ବୃକକକୁ ଏହାର ଫିଲ୍ଟର୍ କରିବା ଦ୍ୱାରା ଅତିରିକ୍ତ ଚାପର ସମ୍ମୁଖୀନ କରିବାକୁ ପଡ଼ିଥାଏ । ଏହା ଦ୍ଵାରା ସେ ଆପଣଙ୍କ ବୃକକ୍ ଊପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ ।

୨. ଅଧିକ ମସଲା ଖାଦ୍ୟ ଏବଂ ମାଂସର ସେବନ :

ଅଧିକାଂଶ ମାଂସ, ମାଛ ଏବଂ ଚିକେନ ଖାଦ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ ପ୍ରତିଦିନ ଜୀବନରେ ଅତ୍ୟାଧିକ ଏହି ଜିନିଷର ସେବନ କରିବା ଆପଣଙ୍କ ବୃକକ୍ ଉପରେ ନକାରାତ୍ମକ ପ୍ରଭାବ ପକଇଥାଏ । ସେଥିପାଇଁ ଜରୁରୀ ଅଟେ କି ଆପଣ ତଟୋକା ଫଳ, ସବୁଜ ପନିପରିବା ଅଧିକରୁ ଅଧିକ ସେବନ କରନ୍ତୁ ।

୩. ଅଧିକ ମାତ୍ରାରେ ଦରଜ ନିରୋଧକ (pain killer) ଔଷଧ ନେବା :

ଆପଣଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କର ଅଭ୍ୟାସ ଥାଏ କି ଡକ୍ଟରଙ୍କ ଅନୁମତି ବିନା ହିଁ କୌଣସି ପ୍ରକାର ଔଷଧର ସେବନ କରିବାକୁ କରିନିଅନ୍ତି । ବିଶେଷ ରୂପରେ ମହିଳାମାନଙ୍କ ଗର୍ଭ ନିରୋଧକ ଔଷଧର ସେବନ କରିବା ଦ୍ୱାରା ବୃକକ୍ ଫେଲ୍ ହେବାର ବିପଦ ଲାଗି ରହିଥାଏ । ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ଔଷଧ ନିୟମିତ ରୂପରେ ସେବନ କରିବା ଦ୍ୱାରା ବୃକକରେ ଅସୁବିଧା ହୋଇଥାଏ ।

୪. ଧୁମ୍ର ପାନ କରିବା :

ସିଗାରେଟ୍, ବିଡି ଭଳି ଧୂଆଁ ଯେତେବେଳେ ଧୀରେ ଧୀରେ ଶରୀରକୁ ପ୍ରବେଶ କରିଥାଏ । ସେ ଆପଣଙ୍କ ଶରୀରରେ ବିଷର ତତ୍ତ୍ବ ବଢେଇବାରେ ଲାଗିଥାଏ । ଯେତେବେଳେ ବୃକକ୍ ଆପଣଙ୍କ ରକ୍ତକୁ ଫିଲ୍ଟର କରିଥାଏ, ତେବେ ଏମିତି ଟାଁକ୍ସିସକୁ ଫିଲ୍ଟର କରିବାକୁ ବୃକକକୁ ବହୁତ ସମସ୍ୟା ହୋଇଥାଏ । ବିଡି, ସିଗାରେଟର ବ୍ୟବହାର ଏକ ଧୀର ବିଷ ଅଟେ । ଯାହାଦ୍ଵାରା ଧୀରେ ଧୀରେ ବୃକକ୍ ଖରାପ ହେବାର ସମ୍ଭାବନା ଥାଏ ।

ବନ୍ଧୁଗଣ ଆଶା କରୁଛି କି ଆପଣ ଏହି ଜିନିଷର ବ୍ୟବହାର କରିବେ ନାହିଁ ଏବଂ ଆପଣ ସ୍ୱାସ୍ଥ୍ୟର ଧ୍ୟାନ ରଖିବେ । ଯଦି ଏହି ସୂଚନା ଭଲ ଲାଗିଥାଏ; ତେବେ LIKEର ବଟନ୍ ଅବଶ୍ୟ ଦବାନ୍ତୁ ଏବଂ କମେଣ୍ଟରେ ନିଜର ମତାମତ ଦେବାକୁ ଭୁଲନ୍ତୁ ନାହିଁ ।