ଏହି ଚାରୋଟି ନାମର ଝିଅମାନେ ସ୍ଵାଭାରେ ଅତ୍ୟାଧିକ ରାଗ ହୋଇଥାନ୍ତି । ଏମାନଙ୍କ ସହ ଲାଗିବା ଠିକ୍ ହୋଇନଥାଏ ।

Spread the love

ମାନ୍ୟତା ରହିଛି ଦୁନିଆରେ ପ୍ରତିଟି କାର୍ଯ୍ୟ ସମ୍ଭବ ହୋଇଥାଏ କିନ୍ତୁ ଝିଅଙ୍କୁ ବୁଝିବା ସମ୍ଭବ ହୋଇନଥାଏ । ଝିଅମାନେ ଦେଖିବା ପାଇଁ ଯେତେ ସୁନ୍ଦର ହେଲେ ମଧ୍ୟ ଭିତରୁ ସେମାନଙ୍କୁ ବୁଝିବା ସମ୍ଭବ ହୋଇନଥାଏ । ବଡ଼ ବଡ଼ ମୁନିଋଷି ମଧ୍ୟ ଝିଅଙ୍କ ବୁଦ୍ଧି ଆଗରେ ସଫଳ ହୋଇ ପାରିନାହାନ୍ତି । ଝିଅମାନେ ଯାହା କୁହନ୍ତି ଆବଶ୍ୟକ ନୁହେଁ ଯେ ସେମାନେ ସେୟା ହିଁ ଚାହିଁଥାନ୍ତି । ସିଧା ଏବଂ ସରଳ ଶବ୍ଦରେ କହିବା ପାଇଁ ଗଲେ ଝିଅମାନେ ଏକ ରହସ୍ୟ ସଦୃଶ୍ୟ ହୋଇଥାନ୍ତି । ଏମାନଙ୍କୁ ବୁଝିବା ସଫଳରୁ ସଫଳ ବ୍ୟକ୍ତିଙ୍କ ପାଇଁ ମଧ୍ୟ ସମ୍ଭବ ହୋଇନଥାଆନ୍ତି । ପ୍ରାୟତଃ ଝିଅମାନେ ଚିଡିଚିଡା ସ୍ୱଭାବର ହୋଇଥାନ୍ତି; ଯେପରି କ୍ରୋଧ ସେମାନଙ୍କ ନାକ ଉପରେ ସର୍ବଦା ରହିଥାଏ । ଏହିପରି ଝିଅମାନେ ଯେତେବେଳେ କ୍ରୋଧିତ ହୋଇଥାନ୍ତି; ସେମାନେ ଚଣ୍ଡୀ ରୂପ ଧାରଣ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଚାରି ଜଣ ଝିଅଙ୍କ ବିଷୟରେ କହିବୁ, ଯେଉଁମାନେ କ୍ରୋଧରେ ସମସ୍ତଙ୍କ ଆଗରେ ରହିବେ । ଏହିପରି ଯଦି ଆପଣଙ୍କ ସାମ୍ନା ଏହି ଝିଅ ମାନଙ୍କ ସହ ହୋଇଥାଏ, ତେବେ ଏହା ଆପଣଙ୍କ ପାଇଁ ଘାତକ ହୋଇପାରେ ।

B ନାମର ଝିଅ :

ଯେଉଁ ଝିଅ ମାନଙ୍କ ନାମ B ଅକ୍ଷରରେ ଆରମ୍ଭ ହୋଇଥାଏ, ସେମାନେ ଦେଖିବା ପାଇଁ ସୁନ୍ଦର ହୋଇଥାନ୍ତି । ଏମାନେ ଖୋଲା ହୃଦୟ ସମ୍ପର୍ଣ୍ଣର ହୋଇଥାନ୍ତି । ଏହି କାରଣରୁ ଏମାନେ କୌଣସି କଥାକୁ ନିଜ ହୃଦୟରେ ରଖନ୍ତି ନାହିଁ । ଏମାନଙ୍କ ଭିତରେ କେବଳ ଗୋଟିଏ ଦୁର୍ବଳତା ରହିଥାଏ; ତାହା ହେଉଛି ଏମାନଙ୍କ କ୍ରୋଧ । ଏମାନେ କ୍ରୋଧରେ କଣ କରନ୍ତି ସେମାନେ ମଧ୍ୟ ଜାଣିପାରନ୍ତି ନାହିଁ । ଏମାନେ କ୍ରୋଧି ସ୍ୱଭାବର ହୋଇଥିଲେ ମଧ୍ୟ ଏମାନଙ୍କୁ ଭଲ ମନୁଷ୍ୟ ରୂପେ ଲୋକେ ଜାଣନ୍ତି ।

P ନାମର ଝିଅ :

ଏହି ନାମର ଝିଅମାନେ ନିଜ ପରିବାରର ଖୁବ ନିକଟତର ହୋଇଥାନ୍ତି । ଏମାନେ ନିଜର ପରିବାରର ଖୁସି ପାଇଁ କିଛି ମଧ୍ୟ କରିପାରନ୍ତି । ଏହାସବୁ ସତ୍ତ୍ୱେ ଏମାନେ ବହୁତ କ୍ରୋଧି ସ୍ୱଭାବର ହୋଇଥାନ୍ତି । ଏହି କାରଣରୁ ଏମାନେ ପ୍ରାୟତଃ ଦୁଃଖିତ ହୋଇଥାନ୍ତି ।

S ନାମର ଝିଅ :

ଯେଉଁ ଝିଅମାନଙ୍କ ନାମର ପ୍ରଥମ ଅକ୍ଷର S ଅକ୍ଷରରେ ଆରମ୍ଭ ହୋଇଥାଏ; ସେମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ନିଜର ଲକ୍ଷ୍ୟ ସ୍ଥଳରେ ପହଁଚିବା ପାଇଁ ଦିନରାତି କଠିନ ପରିଶ୍ରମ କରିଥାନ୍ତି । ଏମାନେ ବିପଦକୁ ସାମ୍ନା କରିବା ପାଇଁ ପଛଘୁଞ୍ଚା ଦିଅନ୍ତି ନାହିଁ ଏବଂ ନୂତନ ନୂତନ ବିପଦକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ହୋଇ ରହିଥାନ୍ତି ।ଏମାନେ ଖୋଲା ହୃଦୟର ହୋଇଥାନ୍ତି କିନ୍ତୁ ବହୁତ କ୍ରୋଧି ସ୍ୱଭାବର ହୋଇଥାନ୍ତି । ନିଜର କ୍ରୋଧ ସ୍ଵଭାଵ କାରଣରୁ ଏମାନେ ପ୍ରାୟତଃ ଭୁଲ କରି ବସିଥାନ୍ତି । ଏମାନଙ୍କ କ୍ରୋଧ ସ୍ୱଭାବରୁ ଏମାନଙ୍କୁ ସମସ୍ତଙ୍କ ଠାରୁ ପ୍ରେମ ମିଳିଥାଏ ଏବଂ ଏମାନେ ଜୀବନରେ ସଫଳତା ମଧ୍ୟ ପାଇଥାନ୍ତି ।

L ନାମର ଝିଅ :

ଏହି ନାମର ଝିଅ ଦେଖିବା ପାଇଁ ଆକର୍ଷଣୀୟ ହୋଇଥାନ୍ତି ଏବଂ ଏମାନଙ୍କ ମସ୍ତିସ୍କ ମଧ୍ୟ ଖୁବ୍ ପ୍ରଖର ହୋଇଥାଏ । ଏମାନଙ୍କୁ ପ୍ରତିଟି ପରିସ୍ଥିତିର ସାମ୍ନା କରିବା କଳା ଖୁବ୍ ଭଲ ରୂପେ ଜଣାଥାଏ । ଏହି କାରଣରୁ ଲୋକେ ଏମାନଙ୍କ ପ୍ରତି ଆକର୍ଷଣୀୟ ହୋଇଥାନ୍ତି । ଏମାନେ ସମାଜର ଭଲ ପାଇଁ କାର୍ଯ୍ୟ କରିବା ପାଇଁ ପଛଘୁଞ୍ଚା ଦିଅନ୍ତି ନାହିଁ । କିନ୍ତୁ ଏମାନଙ୍କ କ୍ରୋଧ ସ୍ଵଭାଵ ଏମାନଙ୍କ ସବୁଠୁ ବଡ଼ ଦୁର୍ବଳତା ହୋଇଥାଏ । ଏମାନେ ପ୍ରେମ ଏବଂ କ୍ରୋଧ ଭଲ ରୂପେ ଜାହିର କରିପାରନ୍ତି କିନ୍ତୁ ନିଜ ପୀଡାକୁ ଲୁକ୍କାୟିତ କରିପାରନ୍ତି ନାହିଁ ।