ପତ୍ନୀଙ୍କୁ ଖୁସି କରିବାରେ ସଫଳ ହୋଇଥାନ୍ତି ଏହି ୪ ନାମଧାରୀ ପୁରୁଷ, ଲୋକମାନେ ଏହି ପୁରୁଷ ମାନଙ୍କୁ ପତ୍ନୀଙ୍କ ଗୋଲମ ବୋଲି କହିଥାନ୍ତି ।

Spread the love

ମାନ୍ୟତା ରହିଛି ବିବାହ ୨ ଚକରେ ଚାଲିଥାଏ । ୨ଟି ଚକ ମଧ୍ୟରୁ ଯଦି ଗୋଟିଏ ଚକ ଖରାପ ହୋଇଯାଏ, ତେବେ ମାମଲା ବିଗିଡି ଯାଇଥାଏ । ଏହାର ଅର୍ଥ ହେଉଛି ୨ଟି ଯାକ ଚକ ଠିକ ତାଳ ମେଳରେ ଚାଲିଲେ ବିବାହର ସମ୍ପର୍କ ମଧ୍ୟ ଠିକ ରୂପେ ଚାଲିଥାଏ । କହିବା ପାଇଁ ଗଲେ, ପ୍ରତି ଝିଅ ଚାହିଁଥାନ୍ତି ସେମାନଙ୍କ ପତି ସେମାନଙ୍କର ପ୍ରତିଟି କ୍ଷେତ୍ରରେ ଯତ୍ନ ନିଅନ୍ତୁ । ଆମର ସମାଜରେ ପତ୍ନୀ ପତିର ସେବା କଲେ ପତ୍ନୀକୁ ଦେବୀ ସହ ତୁଳନା କରାଯାଇଥାଏ କିନ୍ତୁ ପତି ଯଦି ପତ୍ନୀର ସେବା କରନ୍ତି, ତେବେ ପତିକୁ ପତ୍ନୀର ଗୋଲାମ ବୋଲି କୁହାଯାଇଥାଏ । ଏହି ଭଳି ପତିମାନଙ୍କୁ ସମାଜ ଭିନ୍ନ ନଜରରେ ଦେଖିଥାଏ । ଆସନ୍ତୁ ଜାଣିବେ, ଆମେ କେଉଁ ପୁରୁଷ ମାନଙ୍କର ବିଷୟରେ କହିବା ପାଇଁ ଚାହୁଁଛୁ, ଯେଉଁମାନେ ପତ୍ନୀଙ୍କର ଖୁବ୍ ଯତ୍ନ ନେଇଥାନ୍ତି ।

ଆଜି ଆମେ ଆପଣଙ୍କୁ କିଛି ଏହିଭଳି ନାମ ବିଷୟରେ କହିବା ପାଇଁ ଚାହୁଁଛୁ, ଯେଉଁମାନେ ଶସ୍ତ୍ର ଅନୁସାରେ ଜଣେ ଭଲ ପତି ରୂପେ ପ୍ରମାଣିତ ହୋଇଥାନ୍ତି । ଲୋକେ ଏହିଭଳି ପତିଙ୍କୁ ପତ୍ନୀଙ୍କ ଗୋଲାମ ବୋଲି କହିଥାନ୍ତି । କାରଣ ଏହି ପତିମାନେ ନିଜ ପତ୍ନୀଙ୍କ ପାଇଁ କିଛି ମଧ୍ୟ କରିବା ପାଇଁ ପଛଘୁଞ୍ଚା ଦେଇନଥାନ୍ତି । ଏମାନଙ୍କ ବୈବାହିକ ଜୀବନ ଖୁସିପୂର୍ଣ୍ଣ ହୋଇଥାଏ । ଦୁହିଁଙ୍କ ମଧ୍ୟରେ ଖୁବ୍ କମ କୋଳି ଝଗଡା ହୋଇଥାଏ । ଆସନ୍ତୁ ଜାଣିବେ, ଏହି ସୂଚୀରେ କେଉଁ ସବୁ ପୁରୁଷ ମାନଙ୍କର ନାମ ରହିଛି ? ଯେଉଁମାନେ ନିଜ ପତ୍ନୀଙ୍କ ପାଇଁ କିଛି ମଧ୍ୟ କରିପାରନ୍ତି ।

A ନାମ ଧାରୀ ପୁରୁଷ :

ଯେଉଁ ପୁଅ ମାନଙ୍କର ନାମ A ଅକ୍ଷରରେ ଆରମ୍ଭ ହୋଇଥାଏ, ସେମାନେ ନିଜ ପତ୍ନୀର ଖୁବ୍ ଯତ୍ନ ନେଇଥାନ୍ତି । ଏମାନଙ୍କ ଏହି ସ୍ଵଭାବ ପତ୍ନୀଙ୍କର ଗୋଲାମ କରିଥାଏ । ଏହି ନାମର ପୁରୁଷମାନେ ନିଜ ପତ୍ନୀଙ୍କୁ ବହୁତ ଭଲ ପାଇଥାନ୍ତି । ଏହି ନାମର ପୁରୁଷମାନେ ନିଜ ପତ୍ନୀଙ୍କୁ କୌଣସି କ୍ଷେତ୍ରରେ ମଧ୍ୟ ହଇରଣ କରିବା ପାଇଁ ଚେଷ୍ଟା କରନ୍ତି ନାହିଁ । ନିଜ ଖୁସି ପାଇଁ ଏହି ନାମର ବ୍ୟକ୍ତିମାନେ ନିଜ ପତ୍ନୀଙ୍କ ସମସ୍ତ କଥା ଶୁଣିଥାନ୍ତି । ଏହି A ଅକ୍ଷର ନାମଧାରୀ ପୁରୁଷଙ୍କୁ ମିଳିଥିବା ପତ୍ନୀମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

K ନାମ ଧାରୀ ପୁରୁଷ :

ଯେଉଁ ପୁରୁଷ ମାନଙ୍କର ନାମ K ଅକ୍ଷରରେ ଆରମ୍ଭ ହୋଇଥାଏ, ସେମାନଙ୍କର ଜିଦ୍ଦି ସ୍ଵଭାବ ହୋଇଥାଏ । କିନ୍ତୁ ନିଜ ପତ୍ନୀଙ୍କ ପାଇଁ କିଛି ମଧ୍ୟ କରିବା ପାଇଁ ପ୍ରସ୍ତୁତ ହୋଇ ରହିଥାନ୍ତି । ଏହି ନାମଧାରୀ ପୁରୁଷମାନେ ନିଜ ପତ୍ନୀଙ୍କ ଗୋଲମ ହୋଇଥାନ୍ତି । ଯଦି ଏମାନଙ୍କ ପତ୍ନୀ ଏମାନଙ୍କୁ କୌଣସି ସ୍ଥାନରେ ଠିଆ ହେବା ପାଇଁ କହିଥାନ୍ତି; ତେବେ ସେମାନେ ପତ୍ନୀ ନ କରିବା ପର୍ଯ୍ୟନ୍ତ ସେହି ସ୍ଥାନରୁ ଘୁଞ୍ଚି ନଥାନ୍ତି । ଏହି ନାମଧାରୀ ପୁରୁଷ ମାନଙ୍କୁ କ୍ରଧ ଅଧିକ ଆସିଥାଏ କିନ୍ତୁ ପତ୍ନୀଙ୍କ ହସ୍ତକ୍ଷେପ ଦ୍ଵାରା ଏମାନଙ୍କ କ୍ରଧ ଶାନ୍ତ ହୋଇ ଯାଇଥାଏ । ଏହି କାରଣରୁ ଏହି ନାମଧାରୀ ପୁରୁଷ ମାନଙ୍କ ସାଙ୍ଗମାନେ ଏମାନଙ୍କୁ ପତ୍ନୀଙ୍କ ଗୋଲମ ବୋଲି ଡାକିଥାନ୍ତି ।

R ନାମ ଧାରୀ ପୁରୁଷ :

ଯେଉଁ ପୁରୁଷ ମାନଙ୍କର ନାମ R ଅକ୍ଷରରେ ଆରମ୍ଭ ହୋଇଥାଏ, ସେମାନେ ନିଜ ପତ୍ନୀଙ୍କ ଖୁବ୍ ଯତ୍ନ ନେଇଥାନ୍ତି । ଏହି ନାମଧାରୀ ପୁରୁଷ ନିଜ ପତ୍ନୀଙ୍କୁ ସର୍ବଦା ନିଜ ପାଖରେ ରଖିବା ପାଇଁ ଚାହିଁଥାନ୍ତି । ଏହି ନାମଧାରୀ ପୁରୁଷମାନେ ନିଜ ପତ୍ନୀଙ୍କୁ କୌଣସି ମଧ୍ୟ କାମ କରାଇବା ପାଇଁ ଚାହିଁ ନ ଥାନ୍ତି । ଏହି ନାମଧାରୀ ପୁରୁଷ ନିଜ ପତ୍ନୀଙ୍କୁ ପ୍ରତି କ୍ଷେତ୍ରରେ ସାହାଯ୍ୟ କରିଥାନ୍ତି ।

P ନାମ ଧାରୀ ପୁରୁଷ :

ଯେଉଁ ପୁରୁଷ ମାନଙ୍କର ନାମ ଏହି ଅକ୍ଷରରେ ଆରମ୍ଭ ହୋଇଥାଏ, ସେମାନଙ୍କ କ୍ଷେତ୍ରରେ ବୁଝାମଣା ଗୁଣ ଅଧିକ ପରିମାଣରେ ରହିଥାଏ । ନିଜର ଏହି ସ୍ଵଭାବ ଯୋଗୁଁ ନିଜ ପତ୍ନୀଙ୍କୁ ଖୁସି ରଖିବାରେ ସଫଳ ହୋଇଥାନ୍ତି । ନିଜର ବୈବାହିକ ଜୀବନ ଆନନ୍ଦମୟ ହୋଇଥାଏ । ଏହି ନାମଧାରୀ ପୁରୁଷ ନିଜ ପତ୍ନୀଙ୍କର ଛୋଟଛୋଟ ଖୁସିକୁ ଗୁରୁତ୍ଵ ଦେଇଥାନ୍ତି । ଏମାନଙ୍କ ବୈବାହିକ ଜୀବନ ଖୁସିରେ କଟିଥାଏ ।