କ୍ଷୀର ଭଳି ଗୋରା ଅଟନ୍ତି ବଲିଉଡର ଏହି ୪ଜଣ ଅଭିନେତ୍ରୀ । ଏମାନଙ୍କ ମଧ୍ୟରୁ କେହି କେହି ହଲିଉଡ ଅଭିନେତ୍ରୀଙ୍କୁ ଟକ୍କର ଦେଇସାରିଛନ୍ତି !

Spread the love

କାହାର ସୁନ୍ଦରତା ଦେଖିବା ପାଇଁ ତାହାର ଗୋରାପଣ ଆଡକୁ ଲୋକେ ଅଧିକ ଆକର୍ଷିତ ହୋଇଥାନ୍ତି । ଏହି କଥା ତୋ ସମସ୍ତେ ଜାଣିଥାନ୍ତି କିନ୍ତୁ କ୍ଷୀରଭଳି ଗୋରାପଣ ଆମ ଭାରତରେ ପ୍ରତ୍ୟେକ ଝିଅ ମଧ୍ୟରେ ଦେଖିବାକୁ ମିଳିନଥାଏ । ବଲିଉଡ଼ ଜଗତରେ ସମସ୍ତେ ସୁନ୍ଦର ଅଟନ୍ତି କିନ୍ତୁ କିଛି ଏମିତି କେତେକ ଅଭିନେତ୍ରୀ ଅଛନ୍ତି, ଯାହାର ସୁନ୍ଦରତା ଉପରୁ ନଜର ହଟିନଥାଏ । କେହି କେହି ନିଜକୁ କୃତିମ ଉପାୟରେ ନିଜର ସୌନ୍ଦର୍ଯ୍ୟତାକୁ ବଢାଇଥାନ୍ତି ତ କେହି ପ୍ରାକୃତିକ ଭାବରେ ସୁନ୍ଦର ହୋଇଥାନ୍ତି । କିନ୍ତୁ ଯଦି କୌଣସି ଅଭିନେତ୍ରୀ ଗୋରୀ ହୋଇଥାନ୍ତି ତୋ ତାଙ୍କୁ ମେକଅପର ଆବଶ୍ୟକ ପଡ଼ିନଥାଏ ଏବଂ ତାର ଗୋରାପଣ ତାର ସୁନ୍ଦରତାକୁ ପ୍ରମାଣ ଦେଇଥାଏ । କ୍ଷୀରଭଳି ଗୋରା ରଙ୍ଗ ପାଇଁ ପ୍ରସିଦ୍ଧ ଅଟନ୍ତି ଏହି ୫ଜଣ ବଲିଉଡ ଅଭିନେତ୍ରୀ ! ଆପଣ ଏହି ଅଭିନେତ୍ରୀମାନଙ୍କୁ ଫିଲ୍ମ ସିନରେ ଅଧିକ ମେକଅପ ନ ଲଗାଇ ନିଜର ଗୋରାପଣରେ ଫିଲ୍ମ କରିଥିବାର ଦେଖିଥିବେ । ଗୋରାପଣ ହିଁ ତାଙ୍କର ହତିଆର ହୋଇଥାଏ ।

କ୍ଷୀରଭଳି ଗୋରା ରଙ୍ଗ ପାଇଁ ପ୍ରସିଦ୍ଧ ଅଟନ୍ତି ଏହି ୪ ଜଣ ବଲିଉଡ ଅଭିନେତ୍ରୀ :

ବଲିଉଡ ଅଭିନେତ୍ରୀମାନେ ନିଜର ସୁନ୍ଦରତା ପାଇଁ ସାରା ଦୁନିଆରେ ପରିଚିତ ଅଟନ୍ତି ଏବଂ ଏମାନଙ୍କର ସୁନ୍ଦରତା ମିସାଲ ଭାବରେ ଆପଣ ଅନେକ ଖବର କିମ୍ବା ମ୍ୟାଗାଜିନରେ ପଢିଥିବେ । ଆମେ ଯେଉଁ ଅଭିନେତ୍ରୀମାନଙ୍କ ବିଷୟରେ କହିବାକୁ ଯାଉଛୁ, ତାଙ୍କର ଏହି ସୁନ୍ଦରତା ପ୍ରାକୃତିକ ଅଟେ ଏବଂ ତାଙ୍କର ସମସ୍ତେ ଦିୱାନା ମଧ୍ୟ ଅଟନ୍ତି ।

କୈଟରିନା କୈଫ :

କୈଟରିନା କୈଫଙ୍କୁ ବଲିଉଡକୁ ଆସିବାର ୧୫ବର୍ଷ ହୋଇଗଲାଣି କିନ୍ତୁ ତାଙ୍କର ଅଭିନୟ ସ୍କିଲ୍ ବର୍ତ୍ତମାନ ମଧ୍ୟ ବୃଦ୍ଧି ପାଉଛି । ଛାଡ଼ନ୍ତୁ ତାଙ୍କର ଅଭିନୟ ଅପେକ୍ଷା ତାଙ୍କର ସୁନ୍ଦରତାକୁ ଦେଖିବା ପାଇଁ ଲୋକମାନେ ଥିଏଟର ପର୍ଯ୍ୟନ୍ତ ଯାଉଛନ୍ତି । କୈଟରିନା କୈଫ ସେହି ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ ଅଛନ୍ତି; ଯେଉଁମାନଙ୍କ ରଙ୍ଗ କ୍ଷୀର ଭଳି ଧଳା ଅଟେ ଏବଂ ତାଙ୍କୁ କମ ମେକାଅପରେ ହିଁ ଅଧିକ ସୁନ୍ଦର କରାଯାଇଥାଏ । ସେ “ଏକ ଥା ଟାଇଗର”, “ଜବ ତକ ହେ ଜାନ”, “ହିରୋ”, “ଟାଇଗର ଜିନ୍ଦା ହେ”, “ଧୁମ-୩”, “ରାଜନୀତି”, “ସରକାର-୨”, “ମେନେ ପ୍ୟାର କ୍ୟୁଁ କିୟା” ଭଳି ସଫଳ ଫିଲ୍ମରେ କାମ କରିଛନ୍ତି ।

କରିନା କପୁର :

କରିନା କପୁରଙ୍କ ଫ୍ୟାନ ଫୋଲୋଇଂ ଭାରତରୁ ଅଧିକ ବିଦେଶର ଅଟନ୍ତି । ତାଙ୍କର ସୁନ୍ଦରତା ପାଇଁ ତାଙ୍କୁ ଝିଅମାନେ ମଧ୍ୟ ଫୋଲ କରିଥାନ୍ତି । କରିନା କପୁର ଇଣ୍ଡଷ୍ଟ୍ରିର ଜଣେ ସଫଳ ଅଭିନେତ୍ରୀ ଅଟନ୍ତି ଏବଂ ତାଙ୍କର ମନର ଭାବ ବା ମନୋବୃତ୍ତି କୌଣସି ପରୀ ଠାରୁ କମ ନୁହେଁ ଓ ସେ ବଲିଉଡର ଗୋରୀ ଅଭିନେତ୍ରୀ ମାନଙ୍କ ମଧ୍ୟରେ ଆସିଥାନ୍ତି । ସେ “ଥ୍ରୀ ଇଡିଅଟ, ବୋଡିଗାର୍ଡ, କଭି ଖୁସି କଭି ଗମ, ଜବ ଓ୍ବି ମିଟ, ଏବଂ ହିରୋଇନ୍” ଭଳି ସଫଳ ଫିଲ୍ମରେ କାମ କରିଛନ୍ତି ।

ଅନୁଷ୍କା ଶର୍ମା :

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଅଭିନୟରେ ଜବାବ ହିଁ ନାହିଁ । ସେ ହୁଏତ ଅନେକ ପୁଅର ହୃଦୟ ଭାଙ୍ଗି ବିରାଟ କହୋଲିଙ୍କୁ ବିବାହ କରିଛନ୍ତି କିନ୍ତୁ ଆଜି ମଧ୍ୟ ଲୋକମାନେ ତାଙ୍କର ଫିଲ୍ମକୁ ପସନ୍ଦ କରୁଛନ୍ତି । ଅନୁଷ୍କାଙ୍କ ସୁନ୍ଦରତା କେବଳ ଫିଲ୍ମ ନୁହେଁ ବରଂ ଫିଲ୍ମ ବ୍ୟତୀତ ଅନେକ ଇଭେଣ୍ଟରେ ଦେଖିଥିବେ ଯାହାର କି ଜବାବ ନଥାଏ । ସେ “ପିକେ, ସଞ୍ଜୁ, ରବ ନେ ବନା ଦି ଯୋଡ଼ି, ସୁଲତାନ, ଏନଏଚ-୧୦, ପିଲ୍ଲେରି” ଭଳି ସଫଳ ଫିଲ୍ମରେ କାମ କରିଛନ୍ତି ।

ଜୈକଲିନ ଫର୍ନାଡିସ :

ଶ୍ରୀଲଙ୍କାରୁ ଆସିଥିବା ମଡେଲ ଜୈକଲିନ ଫିଲ୍ମ “କିକ”ରେ ସଲମାନଙ୍କ ସହିତ କାମ କରିଥିଲେ ଏବଂ ସେ ପୋପୁଲାର ହୋଇଗଲେ କିନ୍ତୁ ସେ ଫିଲ୍ମ “ଆଲ୍ଲାଦିନ” ଠାରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଜୈକଲିନଙ୍କ ଫ୍ୟାନ ଫୋଲୋଇଙ୍ଗ ଭାରତ, ଶ୍ରୀଲଙ୍କା ଅପେକ୍ଷା ଚୀନରେ ମଧ୍ୟ ଅଧିକ ଅଛି । ସେ “ହାଉସ ଫୁଲ୍” ଏବଂ “କୀକ” ଭଳି କେତେକ ସଫଳ ଫିଲ୍ମରେ କାମ କରିଛନ୍ତି ।