୮୦୦ ବର୍ଷ ପରେ ମହାଦେବ ଖୋଲିବାକୁ ଯାଉଛନ୍ତି ତାଙ୍କର ତୃତୀୟ ନେତ୍ର, ଏହି ୩ଟି ରାଶିର ବ୍ୟକ୍ତିଙ୍କୁ ସତର୍କ ରହିବାକୁ ପଡିବ ।

Spread the love

ସାରା ଭାରତରେ ଭଗବାନ ଶିବଙ୍କ ଭକ୍ତ ସଂଖ୍ୟା ସବୁଠାରୁ ଅଧିକ । ଭଗବାନ ଶିଵଙ୍କର ଅପୁର୍ବ ରୂପ ପାଇଁ ସେ ସମସ୍ତଙ୍କ ଠାରୁ ଭିନ୍ନ ଦେଖାଯାନ୍ତି । ମହିଳାଙ୍କ ଠାରୁ ପୁରୁଷ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ଭକ୍ତିରେ ନିଜକୁ ସମର୍ପିତ କରିଥାନ୍ତି । ଯଦି ଦେଖିବା ତାହା ହେଲେ ଭଗବାନ ଶିବଙ୍କ ରୂପ ସବୁଠୁ ଭିନ୍ନ । ଭଗବାନଙ୍କ ସୋମ୍ୟା ଆକୃତି ଏବଂ ରୁଦ୍ର ରୂପ ଏହି ଦୁଇଟି ସାରା ବିଶ୍ୱରେ ବିଖ୍ୟାତ ଅଟେ । ଆଜି ଆମେ ଭଗବାନ ଶିବଙ୍କ ବିଷୟରେ ଏଥିପାଇଁ କହୁଛୁ କାହିଁକି ନା ଭଗବାନ ଶିବ ୮୦୦ ବର୍ଷ ପରେ ତାଙ୍କର ତୃତୀୟ ଆଖି ଖୋଲିବେ ! ଯେବେ ଭଗବାନ ତାଙ୍କ ତୃତୀୟ ନେତ୍ର ଖୋଲନ୍ତି, ସେତେବେଳେ ପ୍ରଳୟ ଆସେ । ଏହିଥର ଭଗବାନ ଶିବଙ୍କ ତୃତୀୟ ନେତ୍ର ଖୋଲିବା ଫଳରେ ଏହି ୩ଟି ରାଶି ଉପରେ ଏହାର ପ୍ରଭାବ ପଡିପାରେ । ତେଣୁ ଏମାନେ ଆଗାମୀ ଦିନରେ ସତର୍କତା ଅବଲମ୍ବନ କରନ୍ତୁ : –

କର୍କଟ :

କର୍କଟ ରାଶିର ବ୍ୟକ୍ତିମାନେ କିଛି ମାସ ପର୍ଯ୍ୟନ୍ତ ଶାରୀରିକ ଏବଂ ମାନସିକ କ୍ଷେତ୍ରରେ ଅସୁସ୍ଥତା ଅନୁଭବ କରିବେ । ଅଧିକ ପରିଶ୍ରମ କରିବା ସତ୍ତ୍ୱେ ଉପେକ୍ଷିତ ଫଳ ପାଇବେ ନାହିଁ । ସନ୍ତାନଙ୍କ ପାଇଁ ମଧ୍ୟ ଆପଣ ଚିନ୍ତିତ ରହିବେ । ଛୁଆମାନଙ୍କ ପାଠ ପଢାରେ ଅଧିକ ଅର୍ଥ ଖର୍ଚ୍ଚ ହୋଇପାରେ । ଅନ୍ୟ କାମରେ ମଧ୍ୟ ଟଙ୍କା ଖର୍ଚ୍ଚ ଓ ନିବେଶ କରିପାରନ୍ତି । ଯେଉଁଠିକୁ କାମ ମାଗିବା ପାଇଁ ଯିବେ, ସେଠାରୁ ନିରାଶ ହୋଇ ଫେରିବେ । ଆର୍ଥିକ ସ୍ଥିତି ନଭେମ୍ବର ପର୍ଯ୍ୟନ୍ତ ଖରାପ ରହିବ । ସରକାରୀ କାର୍ଯ୍ୟ ମଧ୍ୟ ଅଟକ ରହିବ । କୋର୍ଟ କଚେରୀ ସମସ୍ୟା ଦେଖା ଦେଇପାରେ ।

କନ୍ୟା :

କୌଣସି ଆତ୍ମୀୟ ଲୋକଙ୍କ ସ୍ୱାସ୍ଥ୍ୟକୁ ନେଇ ଆପଣ ଚିନ୍ତିତ ଏବଂ ଦୁଃଖୀ ହୋଇପାରନ୍ତି । କୌଣସି କଥାକୁ ନେଇ ଆପଣ ଅସନ୍ତୁଷ୍ଟ ହେବେ । ଆଖି ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ପରିବାରରେ ମଧ୍ୟ ଚିନ୍ତା ଲାଗି ରହିବ । ପରିବାରର ସଦସ୍ୟ ମାନଙ୍କ ସହ ଲଢେ଼ଇ ଝଗଡା ହୋଇପାରେ । ପୂର୍ବ ଅପେକ୍ଷା ଆପଣ ବହୁତ କ୍ରଧ କରି ପାରନ୍ତି । ଛୋଟ ଛୋଟ କଥାକୁ ନେଇ ବିରକ୍ତ ହେବେ । ସାଙ୍ଗମାନଙ୍କ ସହିତ ଵିଚାର ବିମର୍ଶକୁ ନେଇ ମତଭେଦ ସୃଷ୍ଟି ହେବ । ଅଯଥା ଖର୍ଚ୍ଚ ବଢ଼ିବ । କୌଣସି ଗମ୍ଭୀର ସମସ୍ୟାର ଶିକାର ହୋଇପାରନ୍ତି । ନିଜ ଜୀବନସାଥୀଙ୍କ ସହିତ ବିବାଦ ହୋଇପାରେ । ସମ୍ପର୍କରେ ବାଧା ସୃଷ୍ଟି ହୋଇପାରେ ।

ସିଂହ :

ବିବାହ ପାଇଁ ଇଚ୍ଛୁକ ଥିବା ବ୍ୟକ୍ତିଙ୍କୁ ଜୀବନସାଥୀ ମିଳିବାରେ ବିଳମ୍ବ ହେବ । ଆଗାମୀ ଦିନରେ ଆପଣ କିଛି ବଡ଼ ରୋଗରେ ପୀଡ଼ିତ ହୋଇପାରନ୍ତି । କୌଣସି କଥାକୁ ନେଇ ଆପଣ ଚିନ୍ତିତ ରହିବେ । ମନ ଅସ୍ଥିର ଓ ବ୍ୟାକୁଳତା ରହିବ । ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଅସୁବିଧାର ସମ୍ମୁଖୀନ ହେବେ । ଭାଗ୍ୟ ଖରାପ ହେତୁ ନିରାଶ ହେବେ । ନକରାତ୍ମକ କଥା ମନରେ ଆସିବ । ଜୀବନସାଥୀଙ୍କ ସହାୟତା ମିଳିବ ନାହିଁ । ଚାକିରୀ ଏବଂ ବ୍ୟବସାୟରେ ବିଶେଷ ସଫଳତା ହେବ ନାହିଁ । ଜୀବନସାଥୀଙ୍କ ସହ ଆନ୍ତରିକ ମତଭେଦ ବଢିବ । ଆଗାମୀ ଦିନରେ କିଛି ଖରାପ ଖବର ଶୁଣିବାକୁ ମିଳିବ । ପ୍ରମୋସନ ପାଇବାରୁ ବଞ୍ଚିତ ହେବେ ।