ଏହି ତିନି ନାମ ଝିଅମାନେ ଅତ୍ୟଧିକ ଗର୍ବୀ ହୋଇଥାନ୍ତି ! ନିଜକୁ ଭାବୁଛନ୍ତି ଆକାଶର ପରୀ ।

Spread the love

ଗର୍ଵ ହେଉଛି ଏକ ଏମିତି ଜିନିଷ ଯାହାକି ସର୍ବଦା କିଛି ଲୋକଙ୍କ ଠାରେ ଦେଖାଯାଏ । କେତେ ଜଣ ନିଜର ସୁନ୍ଦରତାକୁ ନେଇ ଗର୍ଵ କରଥାନ୍ତି ତ ଆଉ କିଆ ନିଜ ସମ୍ପତ୍ତିକୁ ଦେଖି ଗର୍ଵ କରିଥାନ୍ତି ଏବଂ ଅନ୍ୟ କେତେଜଣ ନିଜ ସଫଳତାକୁ ନେଇ ଗର୍ଵ କରିଥାନ୍ତି । କିନ୍ତୁ ଏହି କଥା ମଧ୍ୟ ସତ୍ୟ ଅଟେ ଯେ, ମନୁଷ୍ୟର ଏହି ଗର୍ବ କେବେ ନ କେବେ ଚୂର୍ଣ୍ଣ ବିଚୁର୍ଣ୍ଣ ହୋଇପାରେ । ଏଣୁ ମନୁଷ୍ୟ ନିଜ ଜୀବନର କେବେ ମଧ୍ୟ ଗର୍ଵ କରିବା ଉଚିତ ନୁହେଁ । ଅନ୍ୟ କେତେ ଲୋକ ଜଣାଅଜଣାରେ ଗର୍ଵ କରିଥାନ୍ତି । କେତେବେଳେ ଏହି ଗର୍ଵ ତାଙ୍କ ସ୍ୱଭାବରେ ମିଶିଯାଇଥାଏ, ତାଙ୍କୁ ଏହି କଥାର ଅନୁଭବ ହୋଇପାରେ ନାହିଁ ।

କହିବାକୁ ଗଲେ ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ଗର୍ବୀ ଅଟନ୍ତି । ପୁରୁଷଙ୍କ ତୁଳନାରେ ମହିଳାମାନଙ୍କ ମନରେ ପ୍ରତିଶୋଧର ବହ୍ନି ଅଧିକ ହୋଇଥାଏ । ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ କିଛି ଏମିତି ଝିଅଙ୍କ ନାମ କହିବାକୁ ଯାଉଛୁ, ଯେଉଁମାନେ ସ୍ୱଭାବରେ ଅତ୍ୟାଧିକ ଗର୍ବୀ ଅଟନ୍ତି ।

ଚାଲନ୍ତୁ ଜାଣିବା ସେହି ଝିଅମାନଙ୍କ ନାମ…

ବହୁତ ଗର୍ବୀ ହେଉଛନ୍ତି ଏହି ନାମ ଭଳି ଝିଅମାନେ :

A ନାମିତ ଝିଅମାନେ :

A ଅକ୍ଷରରେ ଆରମ୍ବ ହୋଇଥିବା ଝିଅମାନଙ୍କ ଷ୍ଟେଟସ୍ ଟିକେ ଉଚ୍ଚ ହୋଇଥାଏ । ଏହି ଝିଅମାନେ, ନୀଚ୍ଚ ଲୋକଙ୍କୁ ଅଧିକ ଗୁରୁତ୍ଵ ଦେଇନଥାନ୍ତି । ଏମାନଙ୍କର ପସନ୍ଦ ଅଧିକ ଉଚ୍ଚତର ହୋଇଥାଏ । ଏହିଯୋଗୁଁ ଏମାନଙ୍କ ମନରେ ଗର୍ଵ ଆସିଥାଏ । ବେଳେବେଳେ ଏହି ଝିଅମାନେ ନିଜେ ଜାଣିପାରୁ ନାହାନ୍ତି ଯେ, ସେମାନେ କେତେ ଗର୍ବୀ ହୋଇଯାଉଛନ୍ତି । ଏହି ଝିଅଙ୍କ ଦୁଷ୍ଟାମୀ ମଧ୍ୟ ଅଧିକ ଥାଏ । ଯାହାଫଳରେ ଅନ୍ୟ ଲୋକମାନେ ଏହି ଝିଅମାନଙ୍କ ସ୍ଵଭାବ ଦେଖି ଜାଣିପାରନ୍ତି ଯେ, ସେମାନେ କେତେ ଗର୍ବୀ ଅଟନ୍ତି । ଏମାନଙ୍କ ଗର୍ଵ ଯୋଗୁଁ, ଏହି ଅକ୍ଷରରେ ଆରମ୍ବ ହୋଇଥିବା ଝିଅଙ୍କୁ ପ୍ରଭାବିତ କରିବା କଷ୍ଟକର ହୋଇଥାଏ ।

D ନାମିତ ଝିଅମାନେ :

D ନାମିତ ଝିଅମାନେ ବହୁତ ଗର୍ବୀ କିନ୍ତୁ ବାହାରକୁ ଜଣା ପଡେନାହିଁ । ବାସ୍ତବିକ ଜୀବନରେ କିଛି କାମ କରିବା କଥା ବାହାରକୁ ହେଲେ ଏମାନଙ୍କ ଗର୍ବୀତ ଚେହେରା ଆପେ ଆପେ ଲୋକଙ୍କ ସମ୍ମୁଖକୁ ଚାଲିଆସେ । ଏହି ଝିଅମାନେ ନିଜକୁ ଆକାଶର ପରୀ ବୋଲି ଭାବୁଥାନ୍ତି । ଏଥିଯୋଗୁଁ ପୁଅମାନଙ୍କୁ କୌଣସି ଭାବନା କରିବାକୁ ମଧ୍ୟ ଦେଇନଥାନ୍ତି । ସର୍ବଦା ପୁଅମାନେ ଏହି ନାମିତ ଝିଅକୁ ଗର୍ବୀତ ଝିଅ ଭଳି ଜଣନ୍ତି । ତାଙ୍କ ପାଖରେ କିଛି ବି ପ୍ରତିଭା ଥିଲେ କିମ୍ବା ଭଲ ଜିନିଷ ଥିଲେ, ତାଙ୍କୁ ତାହାର ଗର୍ଵ ସ୍ୱଭାବ ଶୀଘ୍ର ଆସିଥାଏ । ଏଥିଯୋଗୁଁ ଅଧିକାଂଶ ଲୋକମାନେ ଏହି ଝିଅମାନଙ୍କୁ ହୃଦୟରୁ ପସନ୍ଦ କରନ୍ତି ନାହିଁ ।

K ନାମିତ ଝିଅମନେ :

ଏହି ନାମିତ ଝିଅମାନଙ୍କୁ ନିଜ ପଇସା, ସୌନ୍ଦର୍ଯ୍ୟ ଏବଂ ପ୍ରଶଂସାର ଗର୍ଵ ରହିଥାଏ । ଏହି ଝିଅମାନେ ନିଜ ଠାରୁ କମ ସମ୍ପତ୍ତି ଲୋକଙ୍କ ସହ କଥା ହେବାକୁ ପସନ୍ଦ କରନ୍ତି ନାହିଁ । ତାଙ୍କ ମନ ଭିତରେ ସର୍ବଦା ପ୍ରତିଶୋଧର ଭାବନା ରହିଥାଏ । ଯଦି ଅନ୍ୟ କୌଣସି ବ୍ୟକ୍ତି ତାଙ୍କ ଠାରୁ ଅଧିକ ପ୍ରଶଂସିତ ହୋଇଗଲେ, ତାଙ୍କୁ ବହୁତ କଷ୍ଟ ଅନୁଭବ ହୋଇଥାଏ । ତା’ପରେ ସେମାନେ ଗର୍ଵ ସ୍ୱଭାବରେ ଅନ୍ତର୍ଗତ ହୋଇଥାନ୍ତି । ଏହି କାରଣ ଯୋଗୁଁ ଏମାନଙ୍କ ଶତ୍ରୁ ମଧ୍ୟ ଅଧିକ ହୋଇଥାନ୍ତି । 

ବି.ଦ୍ର : ଉପରୋକ୍ତ ସମସ୍ତ ତଥ୍ୟ ଶତକଡା ୭୫ ଭାଗ ଝିଅଙ୍କ କ୍ଷେତ୍ରରେ ଦେଖିବାକୁ ମିଳେ ।

ଯଦି ଆପଣଙ୍କୁ ଏହି ଆର୍ଟିକଲ ପସନ୍ଦ ଆସେ, ତେବେ ସେୟାର କରନ୍ତୁ ।