ଏହି ତିନୋଟି ଅଭିନେତ୍ରୀଙ୍କ ମଧ୍ୟରୁ ଜଣଙ୍କ ସହିତ ସଲମାନ କରିପାରନ୍ତି ବିବାହ ! ତିନୋଟି ମଧ୍ୟରୁ କାହାର ଯୋଡ଼ି ରହିବ ଭଲ…

Spread the love

ବନ୍ଧୁଗଣ ଅଧିକାଂଶ ବଲିଉଡ଼ରେ ଏହା ଚର୍ଚ୍ଚା ହୋଇଥାଏ ଯେ, ସଲମାନ କେବେ ବିବାହ କରିବେ କିନ୍ତୁ ତାଙ୍କ ବୟସ ବର୍ତ୍ତମାନ ୫୩ ବର୍ଷ ହୋଇସାରିଛି । ବନ୍ଧୁଗଣ ଆଜିର ଏହି ଲେଖାରେ ଆମେ ଆପଣମାନଙ୍କୁ ଜଣାଇବାକୁ ଯାଉଛୁ ଯେ, ସଲମାନ ଖାନ୍ ଖୁଲାସା କରି କହିଛନ୍ତି ଯେ, ସେ ଆଜି ପର୍ଯ୍ୟନ୍ତ ବିବାହ କରି ନାହାଁନ୍ତି, କାରଣ ତାଙ୍କୁ କୌଣସି ମଧ୍ୟ ଅଭିନେତ୍ରୀ ବିବାହ ପାଇଁ ପ୍ରପୋଜ କରି ନାହାଁନ୍ତି ।

ବନ୍ଧୁଗଣ ଆପଣ ସମସ୍ତେ ଭଲ ଭାବରେ ଜାଣିଥିବେ ଯେ, ସଲମାନ ଖାନଙ୍କ ନାମ ବଲିଉଡ଼ର ଟପ ଅଭିନେତ୍ରୀ ମାନଙ୍କ ସହିତ ଯୋଡ଼ା ଯାଇଛି । ଏହି ସୂଚୀରେ ଐଶ୍ଚରୀର୍ଯ୍ୟା ରାୟଙ୍କ ଠାରୁ ନେଇ କଟ୍ରିନା କୈଫଙ୍କ ନାମ ସାମିଲ ରହିଛି । କିନ୍ତୁ ବନ୍ଧୁଗଣ ଏହି ଲେଖାରେ ଆମେ ଆପଣ ମାନଙ୍କୁ ସେହି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ସଲମାନ ଖାନଙ୍କ ପାଇଁ ଏକଦମ ଉପଯୁକ୍ତ ଅଟନ୍ତି ।

୧. କଟ୍ରିନା କୈଫ :

ସଲମାନ ଖାନ ଏବଂ କଟ୍ରିନା କୈଫଙ୍କ ଲଭ ଅଫେରର ଚର୍ଚ୍ଚା ଅଧିକାଂଶ ଶୁଣିବାକୁ ମିଳେ । ଏପରି ଏକ ସମୟ ମଧ୍ୟ ଥିଲା ଯେବେ ସଲମାନ ଖାନ କଟ୍ରିନାଙ୍କୁ ଭଲ ପାଉଥିଲେ । କିନ୍ତୁ ଯେବେ କଟ୍ରିନା ସଲମାନ ଖାନଙ୍କୁ ଛାଡ଼ି ରଣବିର କପୂରଙ୍କ ପାଖକୁ ଗଲେ; ତେବେ ସେହି ସମୟରେ ସଲମାନଙ୍କ ହୃଦୟ ଭାଙ୍ଗିଗଲା । ଯଦିଓ, କଟ୍ରିନା ପୁଣିଥରେ ସଲମାନଙ୍କ ପାଖକୁ ଫେରି ଆସିଛନ୍ତି । ପୁଣିଥରେ ଦୁହିଁଙ୍କ ମଧ୍ୟରେ ଲବ ଅଫେରର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଯଦି ସଲମାନ ଖାନ କଟ୍ରିନାଙ୍କ ସହିତ ବିବାହ କରନ୍ତି; ତେବେ ଏହା ବଲିଉଡ ଦୁନିଆରେ ଏକ ଭଲ ଯୋଡ଼ି ସାବ୍ୟସ୍ତ ହୋଇପାରିବ ।

୨. ହୁମା କୁରେଶି :

ଆପଣମାନଙ୍କୁ ଜଣାଇ ଦେଉଛୁ ଯେ, ଅଭିନେତ୍ରୀ ହୁମା କୁରେଶି ଏବଂ ସଲମାନ ଖାନଙ୍କ ମଧ୍ୟରେ ଲବ ଅଫେରକୁ ନେଇ ଖବର ଆସିନାହିଁ କିନ୍ତୁ ଯଦି ସଲମାନ ଖାନ ଏବଂ ହୁମା କୁରେଶିଙ୍କ ବିବାହ ହୋଇଯିବ; ତେବେ ଦୁହିଁଙ୍କ ଯୋଡ଼ି ବହୁତ ଭଲ ରହିବ । ହୁମା କୁରେଶି ଏବଂ ସଲମାନ ଖାନଙ୍କ ମଧ୍ୟରେ ବହୁତ ଭଲ ସଂପର୍କ ରହିଛି ।

୩. ଲୁଲୀୟା ବନ୍ତୁର :

ସଲମାନ ଖାନ ଏବଂ ଲୁଲୀୟା ବନ୍ତୁରଙ୍କ ଅଫେରକୁ ନେଇ କେତେ ପ୍ରକାର ଖବର ଗତ କିଛି ଦିନରୁ ଆସୁଅଛି । ଯଦିଓ ଏହି ଖବରରେ ସତ୍ୟତା କେତେ ତାହା ଆମକୁ ବର୍ତ୍ତମାନ ଜଣାନାହିଁ । କିନ୍ତୁ ଯଦି ସଲମାନ ଏବଂ ଲୁଲୀୟାଙ୍କ ବିବାହ ହୋଇଯିବ; ତେବେ ଦୁଇଜଣଙ୍କ ଯୋଡ଼ି ବହୁତ ଭଲ ଲାଗିବ ।

ଏହି ତିନି ଅଭିନେତ୍ରୀଙ୍କ ମଧ୍ୟରୁ ସଳମାନଙ୍କ ଯୋଡି କାହା ସହିତ ଭଲ ରହିବ । ନିଜର ମତାମତ Comment Boxରେ ପ୍ରଦାନ କରନ୍ତୁ ।