ଏହି 2 ଟି ଖରାପ ଅଭ୍ୟାସ ରାଜାକୁ ବି କରିଦିଏ ଭିକାରୀ ।

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି 67 ପ୍ରକାର ର ମଣିଷ ମାନଙ୍କ ବିଷୟ ରେ ଜଣାଇବୁ ଯେଉଁମାନେ କି କେବେ ହେଲେ ତାଙ୍କର ଜୀବନ ରେ ଧନୀ ହୋଇ ପାରିବେ ନାହିଁ ଏବଂ ଏହା ସହ ଗରୀବ ରେ ହିଁ ଏମାନଙ୍କ ର ନାମ କଟିଯାଇଥାଏ । ତେବେ ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଜଣେ ହେଉଛନ୍ତି ଜଣେ ବହୁତ ବଡ ଜ୍ଞାନୀ ମହା ପୁରୁଷ ଅଟେ ତାଙ୍କର ର ଅର୍ଥ ଶାସ୍ତ୍ର ଏବଂ ନିତି ଶାସ୍ତ୍ର ଅନୁସାରେ ମଣିଷ ର ଜୀବନ ଶୈଳୀ ସହଜ ହୋଇଯାଇଥାଏ ,

ତେଣୁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନିତି ଶାସ୍ତ୍ର ଅନୁସାରେ ମଣିଷ ମାନଙ୍କ ର ବିଷୟ ରେ ଏପରି କିଛି କଥା କହିଯାଇଛନ୍ତି ଯାହାକି ମଣିଷ ତାର ଜୀବନ ରେ ଯଦି ଏପରି କିଛି କାମ କରେ ତେବେ ସେ ତାର ଜୀବନ ରେ ଗରୀବ ହୋଇ ରହିଯାଇଥାଏ ।

Chanakya

ତେବେ ପ୍ରଥମ ରେ ହେଉଛି ଯଦି କୌଣସି ମଣିଷ ତାର ଜୀବନ ରେ ତାର ଆଖ ପାଖ ରେ ଅପରିଷ୍କାର ରଖିଥାଏ , ତେବେ ଏହା କରିବା ଦ୍ୱାରା ତାର ଘରୁ ଲକ୍ଷ୍ମୀ ଛାଡି ଚାଲିଯିବା ସହ ସମାଜ ରେ ତାର ମାନ ସମ୍ମାନ ହାନୀ ହୋଇଥାଏ ।

ତେବେ ଏହା ପରେ ଚାଣକ୍ୟ କହିଛନ୍ତି କି ଯଦି କୌଣସି ମଣିଷ ତାର ଦାନ୍ତ ପ୍ରତି ଯତ୍ନ ନ ନେଇଥାଏ ତେବେ ତା ପାଖରୁ ମଧ୍ୟ ଲକ୍ଷ୍ମୀ ତା ପାଖରୁ ଛାଡି ଚାଲିଯାଇଥାନ୍ତି ।

ତେବେ ଏହା ପରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ଯଦି ଜଣେ ମଣିଷ ତାର କଥା ଉପରେ ସେ ନିୟନ୍ତ୍ରଣ ନକରି ପାରେ ଅର୍ଥାତ୍ ଯଦି ତାର କଥା ଅନ୍ୟ ମାନଙ୍କ ପ୍ରତି କଡା ବଚନ ହୋଇଥାଏ ଏବଂ ତାର କଥା ରେ ମଧୁରତା ନଥାଏ ଏହି ଭଳି ଲୋକ ମାନଙ୍କ ଉପରେ ମାତା ଲକ୍ଷ୍ମୀ ରାଗି ଯାଇଥାନ୍ତି ଯାହା ଦ୍ୱାରା ଏମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ ର କୃପା ରହିନଥାଏ ।

Chanakya

ତେବେ ଆଗକୁ ଚାଣକ୍ୟ କହିଛନ୍ତି କି ଯେଉଁ ବ୍ୟକ୍ତି ତାର ଆବଶ୍କତା ଠାରୁ ଅଧିକ ଭୋଜନ କରିଥାଏ ସେହିପରି ଲୋକ ଙ୍କ ଠାରୁ ମାତା ଲକ୍ଷ୍ମୀ ଦୂରେଇ ଯାଇଥାନ୍ତି ଏବଂ ଏପରି ଲୋକ ମାନେ ଅତ୍ୟଧିକ ଖାଦ୍ୟ ପଦାର୍ଥ ଖାଇବା ଦ୍ୱାରା ଏମାନଙ୍କ ର ଶରୀର ଅସୁସ୍ଥ ହେବା ଦ୍ୱାରା ଏମାନଙ୍କ ର ଟଙ୍କା ମଧ୍ୟ ଅଧିକ ଖର୍ଚ୍ଚ ହୋଇଥାଏ , ଯାହାଦ୍ୱାରା ଏମାନଙ୍କ ଠାରୁ ମାତା ଲକ୍ଷ୍ମୀ ଦୂରେଇ ଯାଇଥାନ୍ତି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

G M

Leave a Reply

Your email address will not be published.

millionaire
ବିବିଧ

କୋଟିପତି ହେବା ଆଗରୁ ମିଳିଥାଏ ଏହି ୧ ସଂକେତ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ସବୁ କାମ କରିବା ଦ୍ୱାରା ମାଁ ଲକ୍ଷ୍ମୀ ପ୍ରତ୍ସନ୍ନ ହୋଇଥାନ୍ତି । ମାଁ ଲକ୍ଷ୍ମୀଙ୍କୁ ପ୍ରତ୍ସନ୍ନ କରିବା ଦ୍ୱାରା ଅନେକ ନୀତି ନିୟମ ରହିଥାଏ । ଅନ୍ନପୂର୍ଣ୍ଣା ହେଉଛନ୍ତି ମାଁ ଲକ୍ଷ୍ମୀ । ହିନ୍ଦୁ ଧର୍ମରେ ମାଁ ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ । ମାନ୍ୟତା ହିସାବରେ ଯେଉଁ ବ୍ୟକ୍ତିଙ୍କ ଉପରେ ମାଁ ଲକ୍ଷ୍ମୀଙ୍କ କୃପା ରହିଥାଏ ସେ ବ୍ୟକ୍ତିର କେବେବି […]

ଅଧିକ ପଢ
ବିବିଧ

ଓଡ଼ିଶାକୁ ମାଡ଼ି ଆସୁଛି କି ବିପଦ ଓଡ଼ିଶାରେ ଦେଖା ଦେଲେ ଧଳା କାଉ !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଶାକୁ ମାଡି ଆସୁଛି ବିପଦ । ଦେଖା ଦେଲାଣି ଧଳା କୂଆ । ସତ ହେବକି ମାଳିକା ବଚନ । ମାଡି ବସୁଛି ବଡ ବିପଦ । ସତ ହେବାକୁ ଯାଉଛି ଗୋଟି ଗୋଟି ମାଳିକାର ବାଣୀ । ଓଡିଶାକୁ ଆସିଛି ଧଳା କୂଆ । ମିଳିଛି ବିପଦର ସଙ୍କେତ । ଆପଣମାନେ କଳା କାଉ ସବୁବେଳେ ଦେଖିଥିବେ । ଓଡିଶାକୁ ଆସିଛି ଧଳା […]

ଅଧିକ ପଢ
ବିବିଧ

ଦୀର୍ଘ ୫୦୦ବର୍ଷ ପରେ ପ୍ରଭୁ ଭୋଳାନାଥ ହେଲେ ପ୍ରସନ ! ଆଜିଠାରୁ ଏହି ରାଶି ମାନଙ୍କୁ ମିଳିବ ପ୍ରଚୁର ଧନ..ଜାଣନ୍ତୁ କେଉଁ ରାଶି ଗୁଡିକ ?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଶି ନକ୍ଷତ୍ର ମନୁଷ୍ୟ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇ ଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ରାଶି ନକ୍ଷତ୍ର ପାଇଁ ଆମ ଜୀବନର ଉଥାନ ପତନ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ରାଶି ମାନଙ୍କୁ ବହୁତ୍ ହିଁ ପ୍ରାଧାନ୍ୟ ଦିଆ ଯାଇଥାଏ । ସଂସାର ରେ ଜନ୍ମ ହୋଇଥିବା 12 ଗୋଟି ରାଶି ସହିତ ଜଡ଼ି ହୋଇ ରହିଥାଏ । ଏବଂ ଏହି […]

ଅଧିକ ପଢ