ଇଡି ଅଫିସରେ ହେବ ମହାଭେଟ !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ କରୁଛୁ । ବନ୍ଧୁଗଣ ହନିଟ୍ରାପ କୁଇନଙ୍କ ପାଇଁ ଟେନସନରେ ଇଡି । ଇଡି ଆଗରେ ଚୁପ୍ ରହୁଛନ୍ତି ଅର୍ଚ୍ଚନା । ସହଯୋଗ କରୁ ନାହାଁନ୍ତି ଶ୍ରନ୍ଧାଞ୍ଜଳୀ ଏବେ ଜଗବନ୍ଧୁଙ୍କ ପାଳୀ । ଜଗବନ୍ଧୁ କହିବେ ଶୁଣିବେ ଅର୍ଚ୍ଚନା । ଘନ ଘନ ଜେରା ମାଳ ମାଳ ପ୍ରଶ୍ନ । ହେଲେ ମିଳୁନି ସଠିକ୍ ଉତ୍ତର । ଶ୍ରନ୍ଧାଞ୍ଜଳୀଙ୍କୁ ଦୁଇ ଥର ଜେରା ପରେ ବି କୌଣସି ଖାସ୍ କିଛି ତଥ୍ୟ ମିଳି ପାରିନି । ସେପଟେ ଜେରା ସମୟରେ ମୌନ ରହୁଛନ୍ତି ହନିଟ୍ରାପ କୁଇନ ଅର୍ଚ୍ଚନା । ଯାହା ଫଳରେ ତାଙ୍କୁ ପୁଣିଥରେ ରିମାଣ୍ଡରେ ନେଇଛି ଇଡି ।

ଆଜିଠାରୁ ଅର୍ଚ୍ଚନାଙ୍କ ୬ ଦିନିଆ ରିମାଣ୍ଡ ଆରମ୍ଭ ହେଉଥିବା ବେଳେ ଜଗବନ୍ଧୁଙ୍କୁ ମଧ୍ୟ ୯ଦିନିଆ ରିମାଣ୍ଡରେ ନେଇଛି ଇଡି । ଦୁହିଁଙ୍କୁ ପ୍ରଥମେ ପ୍ରୁଥକ ପୃଥକ ଜେରା କରାଯିବ । ପରେ ନାଗ ଚାନ୍ଦ ଦମ୍ପତିଙ୍କୁ ସାମ୍ନା ସାମ୍ନି ଜେରା କରିପାରେ ଇଡି । ସେହିପରି ଉଭୟଙ୍କୁ କିଛି ନିର୍ଧିଷ୍ଟ ପ୍ରଶ୍ନ ପଚରାଯିବ । ତାପରେ ଦୁହିଁଙ୍କର ଉତ୍ତରକୁ କ୍ରସ ଚେକ୍ କରାଯିବ । ଏତେ ବଡ ମହଲ କାହା ଟଙ୍କାରେ ଗଢା । କେମିତି ବଡ ବଡିଆକୁ ଫସାଉଥିଲେ । କିଏ କରୁଥିଲା ଡିଲ । ଖଗେଶ୍ୱର ଭୂମିକା କ’ଣ ଥିଲା ।

Archana a

ସେପଟେ ରିମାଣ୍ଡ ସମୟରେ ଅକ୍ଷୟ ପରିଜା , ପ୍ରମୋଦ ସ୍ୱାଇ, ଖଗେଶ୍ୱର ଓ ଶ୍ରନ୍ଧାଞ୍ଜଳୀଙ୍କୁ ଡାକି ମୁହାଁମୁହିଁ ଜେରା କରିବାକୁ ଇଡି ର ଯୋଜନା ରହିଛି । କୋର୍ଟର ନିର୍ଦ୍ଦେଶ ଅନୁଯାୟୀ ପ୍ରଥମ ପର୍ଯ୍ୟାୟ ଜେରା ଭଳି ଅର୍ଚ୍ଚନାଙ୍କୁ ଦ୍ୱିତୀୟ ଜେରା ବେଳେ ତାଙ୍କ ଓକିଲ ଉପସ୍ଥିତ ରହିବେ । ଜଗବନ୍ଧୁଙ୍କୁ ଜେରା ବେଳେ ମଧ୍ୟ ତାଙ୍କ ଓକିଲ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି ।

ସେପଟେ ଅର୍ଚ୍ଚନା ନାଗଙ୍କ ସହଯୋଗୀ ତଥା ନାଗ ସାମ୍ରାଜ୍ୟର ସୂତ୍ର ଧର ଶ୍ରନ୍ଧାଞ୍ଜଳୀ ବେହେରା ଜାମୀନ ଆବେଦନ କରିଥିବା ବେଳେ ହାଇକୋର୍ଟ ଦେଇଛନ୍ତି ବଡ ଝଟକା । ଶ୍ରନ୍ଧାଞ୍ଜଳୀଙ୍କୁ ଅନ୍ତରୀଣ ସହଯୋଗ ଦେବାକୁ ମନା କରିଦେଲେ ହାଇକୋର୍ଟ । ଅର୍ଚ୍ଚନା ନାଗ ମାମଲାରେ ତଦନ୍ତ ରେ ଇଡି କୁ ସହଯୋଗ କରିବାକୁ ଶ୍ରନ୍ଧାଞ୍ଜଳୀଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛି ।

ତଦନ୍ତରେ ଶ୍ରନ୍ଧାଞ୍ଜଳୀ ସହଯୋଗ କରନଥିବା ଇଡି ପକ୍ଷରୁ କୁହା ଯାଇଛି । ଏହା ସହ ତାଙ୍କୁ ସମାନ କରାଯାଇଥିଲେ ବି ସେ ହାଜର ହେଉନଥିବା କହିଥିଲା ଇଡି । ତେବେ ଜାନୁୟାରୀ ୧୭ ତାରିଖ ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ