ଇଡି ଅଫିସରେ ହେବ ମହାଭେଟ ! | ଫିଟିବ ଗୁମରର ତାଲା

ED

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ହନି ଟ୍ରାପ୍ କୁଇନ ଙ୍କ ପାଇଁ ଟେନସନ ରେ ଇଡି । ଇଡି ଆଗରେ ଚୁପ୍ ରହୁଛନ୍ତି ଅର୍ଚ୍ଚନା ଆଉ ସହଯୋଗ କରୁ ନାହାଁନ୍ତି ଶ୍ରଦ୍ଧାଞଳୀ । ଏବେ ଜଗବନ୍ଧୁ ଙ୍କ ପାଳି ଜଗବନ୍ଧୁ କହିବେ ସୁଣିବେ ଅର୍ଚ୍ଚନା । ଘନ ଘନ ଜେରା ମାଳ ମାଳ ପ୍ରଶ୍ନ । ହେଲେ ମିଳୁନି ସଠିକ୍ ଉତ୍ତର । ଶ୍ରଦ୍ଧାଞଳୀ ଙ୍କୁ ଦୁଇ ଥର ଜେରା ପରେ ବି ଖାସ୍ କିଛି ତଥ୍ୟ ମିଳି ପାରି ନାହିଁ । ସେପଟେ ଜେରା ସମୟ ରେ ମୈନ ରହୁଛନ୍ତି ହନି ଟ୍ରାପ୍ କୁଇନ ଅର୍ଚ୍ଚନା ଜାହା ଫଳରେ ତାଙ୍କୁ ପୁଣି ଥରେ ରିମାଣ୍ଡ ରେ ନେଇଛି ଇଡି ।

ଆଜି ଠାରୁ ଅର୍ଚ୍ଚନା ଙ୍କ 6 ଦିନିଆ ରିମାଣ୍ଡ ଆରମ୍ଭ ହେଉଥିବା ବେଳେ ଜଗବନ୍ଧୁ ଙ୍କୁ ମଧ୍ୟ 9 ଦିନିଆ ରିମାଣ୍ଡ ରେ ନେଇଛି ଇଡି । ଦୁହିଁଙ୍କୁ ପ୍ରଥମେ ପୃଥକ ପୃଥକ ଜେରା କରାଯିବ । ଏବଂ ପରେ ନାଗ ଚାନ୍ଦ ଦମ୍ପତୀ ଙ୍କୁ ଆମ୍ନା ସାମ୍ନା ଜେରା କରି ପାରେ ଇଡି । ସେହି ପରି ଉଭୟ ଙ୍କୁ କିଛି ନିର୍ଦ୍ଧିଷ୍ଟ ପ୍ରଶ୍ନ ପଚରାଯିବ । ଏବଂ ଦୁହିଁଙ୍କ ଉତ୍ତର କୁ କ୍ରସ୍ ଚେକ୍ କରାଯିବ । ଏତେ ବଡ ମହଲ କାହା ଟଙ୍କାରେ ଗଢା କେମିତି ବଡ ବଡିଆ ଙ୍କୁ ଫସାଉଥିଲେ । କିଏ କରୁଥିଲା ଡିଲ ଖଗେଶ୍ୱର ଙ୍କ ଭୂମିକା କଣ । ଏମିତି ଅନେକ ପ୍ରଶ୍ନ ପଚରା ଜାଇ ପାରେ ।

Archana a

ସେହି ପରି ରମାଣ୍ଡ ସମୟ ରେ ଅକ୍ଷୟ ପରିଜା ପ୍ରୋମଦ ସ୍ୱାୟିଁ , ଖଗେଶ୍ୱର , ଓ ଶ୍ରଦ୍ଧାଞଳୀ ଙ୍କୁ ଡାକି ମୁହାଁ ମୁହିଁ ଜେରା କରିବାକୁ ଇଡି ର ଯୋଜନା ରହିଛି । କୋର୍ଟ ର ନିର୍ଦ୍ଧେଶ ଅନୁଯାୟୀ ପ୍ରଥମ ପର୍ଯ୍ୟାୟ ଜେରା ପରେ ଅର୍ଚ୍ଚନା ଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଜେରା କରିବା ବେଳେ ତାଙ୍କର ଓକିଲୋ ଉପସ୍ଥିତ ରହିବେ । ଜଗବନ୍ଧୁ ଙ୍କୁ ଜେରା ସମୟ ରେ ତାଙ୍କର ଓକିଲୋ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି ।

ସେପଟେ ଅର୍ଚ୍ଚନା ନାଗ ଙ୍କ ସହଯୋଗୀ ତଥା ନାଗ ସାମ୍ରାଜ୍ୟ ର ସୂତ୍ର ଧର ଶ୍ରଦ୍ଧାଞଳୀ ବେହେରା ଜାମିନ ଆବେଦନ କରିଥିବା ବେଳେ ହାଇ କୋର୍ଟ ଦେଇଛନ୍ତି ବଡ ଝଟ୍କା । ଶ୍ରଦ୍ଧାଞଳୀ ଙ୍କୁ ଅନ୍ତରଣିୟ ସୁରକ୍ଷା ଦେବାକୁ ମନା କରି ଦେଇଥିଲେ ହାଇକୋର୍ଟ । ଅର୍ଚ୍ଚନା ନାଗ ମାମଲା ରେ ଇଡି କୁ ତଦନ୍ତରେ ସହଯୋଗ କରିବାକୁ ଶ୍ରଦ୍ଧାଞଳୀ କୋର୍ଟ ନିର୍ଦ୍ଧେଶ ଦେଇଛନ୍ତି ।

sardha 1

ତଦନ୍ତରେ ଶ୍ରଦ୍ଧାଞଳୀ ସହଯୋଗ କରୁ ନଥିବା ଇଡି ପକ୍ଷ୍ୟ ରୁ କୁହାଜାଇଛି । ଏହା ପରେ ତାଙ୍କୁ ସମୋନ କରାଜାଇ ଥିଲେ ବି ହାଜର ହୋଇ ନଥିବା କହିଥିଲା ଇଡି । ତେବେ ଜାନୁଆରୀ 17 ତାରିଖ ରେ ଏହି ମାମଲା ର ତଦନ୍ତ ସୁଣାଣି ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *