ଜନ୍ମାଷ୍ଟମୀ ଅର୍ଥାତ ଆଜି ହେବ ଗ୍ରହମାନଙ୍କର ବଡ଼ ପରିବର୍ତ୍ତନ । ଏହି ୫ଟି ରାଶିର ଭାଗ୍ୟ ପରିବର୍ତ୍ତନ ହୋଇଯିବ !

Spread the love

ଜ୍ୟୋତିଷ ଶାସ୍ତ୍ର ହିନ୍ଦୁ ଧର୍ମର ଏକ ମୁଖ୍ୟ ଅଂଶ ଅଟେ । ବହୁ ପୁରାତନ କାଳରୁ ଏହାକୁ ଆଧାର କରି ଜ୍ୟୋତିଷ ଶାସ୍ତ୍ର ବିଶେଷଜ୍ଞ ଲୋକଙ୍କ ଭବିଷ୍ୟତ ବାଣୀ କରୁଛନ୍ତି । ଜ୍ୟୋତିଷ ବିଦ୍ୟାର ସମସ୍ତ ଖେଳ ଆକାଶ ଗଙ୍ଗାରେ ବିଦ୍ୟାମାନ ଗ୍ରହ ଏବଂ ନକ୍ଷତ୍ର ଗୁଡ଼ିକର ଆଖପାଖରେ ଘୁରି ବୁଲୁଥାଏ । ପ୍ରକୃତରେ ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣିତ ସମସ୍ତ ୧୨ଗୋଟି ରାଶିର ସମ୍ବନ୍ଧ ଏହି ଗ୍ରହଗୁଡ଼ିକ ସହିତ ଜଡିତ ହୋଇଥାଏ । ଅର୍ଥ ଏମାନଙ୍କ ବଦଳୁ ଥିବା ସ୍ଥିତି ଏବଂ ଉର୍ଜାର ସ୍ତର ଆପଣଙ୍କ ରାଶି ଉପରେ ସକାରତ୍ମକ ଏବଂ ନକରାତ୍ମକ ପ୍ରଭାବ ପକାଇଥାଏ । ଏହି ଗ୍ରହ ନକ୍ଷତ୍ର ହିଁ ସ୍ଥିର କରନ୍ତି ଯେ, ଆପଣଙ୍କ ଜୀବନରେ ଭଲ ସମୟ ଆସିବ କିମ୍ବା ଖରାପ ସମୟ ଆସିବ । ଏମିତିରେ ଜନ୍ମାଷ୍ଟମୀର ପବିତ୍ର ପର୍ବରେ ଏହି ଗ୍ରହ ଗୁଡ଼ିକରେ ବଡ଼ ପରିବର୍ତ୍ତନ ହେବ । ଏମିତିରେ କିଛି ବିଶେଷ ରାଶି ଅଛନ୍ତି ଯେ, ଯେଉଁମାନଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହୋଇଯିବ । ତେବେ ଚାଲନ୍ତୁ ବିନା କୌଣସି ବିଳମ୍ବରେ ଜାଣି ନେବା ଯେ, ତାହା କେଉଁ କେଉଁ ରାଶି ଅଟନ୍ତି ଯାହାଙ୍କ ଭାଗ୍ୟ ପରିବର୍ତ୍ତନ ହୋଇପାରେ ।

ବୃଷ :

ଏହି ରାଶିର ଜାତକଙ୍କ ଜୀବନରେ ଗୋଟିଏ ବଡ଼ ପରିବର୍ତ୍ତନ ଅପେକ୍ଷା କରିଛି । ଏହି ସମସ୍ତ ପରିବର୍ତ୍ତନ ଜନ୍ମାଷ୍ଟମୀର ଆରମ୍ଭରୁ ହିଁ ପ୍ରଭାବରେ ଆସିଯିବ । ଏହି ଦିନ ଅର୍ଥାତ ଆଜି ଆପଣଙ୍କୁ ଆସୁଥିବା ଏହି ପ୍ରଭାବ ବିଷୟରେ ଜଣା ପଡ଼ିଯିବ । ଏହି ପରିବର୍ତ୍ତନ ଆପଣଙ୍କ ପାଇଁ ଶ୍ରେଷ୍ଠ ସାବ୍ୟସ୍ତ ହେବ । ଯଦିଓ, ଆରମ୍ଭରେ ଏହାକୁ ନେଇ ଟିକେ ବେଶୀ ସନ୍ଦେହ ହୋଇପାରେ କିନ୍ତୁ ସମୟ ସାଥିରେ ଆପଣ ଜାଣିଯିବେ ଯେ, ଏହି ପରିବର୍ତ୍ତନ ଆପଣଙ୍କ ଭଲ ପାଇଁ ହିଁ ଅଟେ । ଏହା ଅନୁସାରେ ଆପଣଙ୍କ ସ୍ଥିତି ଏବଂ ରହିବା ଖାଇବାରେ ପରିବର୍ତ୍ତନ ହୋଇପାରେ । ସାଥିରେ ଆପଣଙ୍କୁ ଗୋଟିଏ ନୂତନ ସାଥି ମିଳିବାର ଅବସର ମଧ୍ୟ ଅଧିକ ରହିଛି ।

ସିଂହ :

ଜନ୍ମାଷ୍ଟମୀ ପରେ ସେ ଏହି ରାଶିର ଜାତକ ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଭାଗ୍ୟରେ ସୁଖ ହିଁ ସୁଖ ଦେଖିବାକୁ ମିଳିବ । ପ୍ରକୃତରେ ତାଙ୍କୁ ଧନ ଅର୍ଜିତ କରିବାର ନୂତନ ଅବସର ପ୍ରାପ୍ତ ହେବାକୁ ଯାଉଛି । ଏହାର ଅତିରିକ୍ତ ତାଙ୍କୁ ଅନ୍ୟ ମାଧ୍ୟମରୁ ମଧ୍ୟ ଧନ ଏବଂ ବୁଦ୍ଧିର ଲାଭ ମିଳିପାରିବ । ସମ୍ପତ୍ତି ମାମଲାରେ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହୋଇପାରେ । ଏହା ବ୍ୟତୀତ ଆପଣ ପାରିବାରିକ ସୁଖ ସ୍ଵଛନ୍ଦ ବ୍ୟତୀତ ଧନ ସମ୍ପତି ବୃଦ୍ଧି କରିବାରେ ମଧ୍ୟ ଅତ୍ୟଧିକ ଗୁରୁତ୍ଵ ଦେବେ ।

ବିଛା :

ଏହି ଜନ୍ମାଷ୍ଟମୀ ଆପଣଙ୍କ ଜୀବନର ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଶ୍ରେଷ୍ଠ ଜନ୍ମାଷ୍ଟମୀ ସାବ୍ୟସ୍ତ ହେବ । ଏହାର ଏହି କାରଣ ଅଟେ ଯେ, ଆପଣଙ୍କ ସମସ୍ତ ସ୍ୱପ୍ନ ପୂର୍ଣ୍ଣ ହେବ । ଆପଣଙ୍କୁ ନିଜ ଲୋକଙ୍କ ଠାରୁ ଯଥେଷ୍ଟ ସ୍ନେହା ଶ୍ରଦ୍ଧା ଓ ଭଲ ପାଇବା ମିଳିବ । ଆପଣ ଗୋଟିଏ ସଠିକ ମାର୍ଗଦର୍ଶନ ପ୍ରାପ୍ତ କରିପାରିବେ । ଦୁର୍ଭାଗ୍ୟ ଆପଣଙ୍କୁ ଛୁଇଁ ମଧ୍ୟ ପାରିବ ନାହିଁ । ଏହି ପର୍ବ ଏବଂ ଏହା ପରର କିଛି ମାସ ଆପଣଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହେବ ।

ଧନୁ :

ଏହି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ପାଇଁ ଜନ୍ମାଷ୍ଟମୀର ପର୍ବ ବହୁତ ଆନନ୍ଦ ଏବଂ ଆଶ୍ଚର୍ଯ୍ୟଜନକ ବିଷୟ ନେଇ ଆସିବ । ଏହି ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିଥିବ । ଯେଉଁ ଲୋକମାନେ ଦୀର୍ଘ ସମୟ ଧରି ପ୍ରେମ ପାଇଁ ଅଧୀର ହେଉଥିଲେ କିମ୍ବା ଯେଉଁମାନେ ଗୋଟିଏ ପ୍ରକୃତ ଜୀବନସାଥୀର ଖୋଜ କରୁଥିଲେ, ସେମାନଙ୍କୁ ଏହି ଜନ୍ମାଷ୍ଟମୀ ପରେ ଆଗାମୀ ତିନିରୁ ପାଞ୍ଚ ମାସ ମଧ୍ୟରେ ନିଜ ମନୋବାଞ୍ଛିତ ପ୍ରେମ ମିଳିଯିବା ।

ମୀନ :

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଜନ୍ମାଷ୍ଟମୀ ଭଲ ସ୍ୱାସ୍ଥ୍ୟ ନେଇ ଆସିବ । ଏହା ସହିତ ହିଁ ଆପଣଙ୍କୁ ସମାଜରେ ମାନ ସମ୍ମାନ ଏବଂ ପ୍ରତିଷ୍ଠା ମିଳିବ । ଆପଣଙ୍କ ଜୀବନରେ କିଛି ଏପରି ଘଟିବ, ଯାହା ଉପରେ ଆପଣ ଗର୍ବ ଅନୁଭବ କରିବେ । ଏହି ଘଟଣା ଆପଣଙ୍କ ଜୀବନରେ ବହୁତ ପରିବର୍ତ୍ତନ ନେଇ ଆସିବ । ଆପଣଙ୍କ ଚିନ୍ତା ଏବଂ ଭାବ ଏହା ପରେ ବହୁତ ସକାରାତ୍ମକ ହୋଇଯିବ ।

ଯଦି ଆପଣଙ୍କୁ ଏହି ସୂଚନା ଭଲ ଲାଗୁଛି ତେବେ ଏହାକୁ ଅନ୍ୟଙ୍କ ସହିତ ବାଣ୍ଟିବା ଭୁଲିବେ ନାହିଁ ।