ଯେଉଁ ଶୋ’ ରେ ଅଭିନୟ କରୁଥିବା ସମୟରେ ମାଆଙ୍କ ମୃତ୍ୟୁ ହୋଇଥିଲା ! ବର୍ତ୍ତମାନ ସେହି ଶୋ’ ରେ ଝିଅଙ୍କ ଚମତ୍କାର ଏଣ୍ଟ୍ରି ହୋଇଛି ।

Spread the love

ମୁମ୍ବାଇ : ବଲିଉଡରେ ବଡ଼ ବଡ଼ ତାରକାଙ୍କ ମାଆଙ୍କ ଚରିତ୍ରରେ ଅଭିନୟ କରିଥିବା ରିମା ଲାଗୁଙ୍କୁ ଆପଣମାନେ ସମସ୍ତେ ଜାଣିଥିବେ । ରିମା ଲାଗୁଙ୍କ ବିଗତ ବର୍ଷ ମୃତ୍ୟୁ ହୋଇଯାଇଛି, ଯାହାଫଳରେ ବଲିଉଡ଼ ଦୁଃଖିତ ହୋଇଯାଇଥିଲା ।ରିମାଙ୍କୁ ଆଜି ମଧ୍ୟ କେହି ଭୁଲିନାହାଁନ୍ତି, କାରଣ ନିଜର ଚମତ୍କାର ଅଭିନୟ ଲୋକଙ୍କ ହୃଦୟରେ ବିଶେଷ ସ୍ଥାନ ଗ୍ରହଣ କରିପାରିଛନ୍ତି । ଆଜି ରିମା ଆମ ଗହଣରେ ନାହାଁନ୍ତି, କିନ୍ତୁ ଆଜି ମଧ୍ୟ ଲୋକେ ରିମାଙ୍କୁ ପୂର୍ବଭଳି ପସନ୍ଦ କରୁଛନ୍ତି । ରିମା ଲାଗୁଙ୍କ ଝିଅ

ବଲିଉଡର ଅଭିନେତ୍ରୀ ରିମା ଲାଗୁଙ୍କୁ ଶେଷଥର ପାଇଁ ଧାରାବାହିକରେ ଦେଖିଵା ପାଇଁ ମିଳିଥିଲା । ଆମେ ଏଠାର ସେହି ଧାରାବାହିକ ବିଷୟରେ କହିବାପାଇଁ ଚାହୁଁଛୁ ଯେଉଁଥିରେ ରିମାଙ୍କ ମୃତ୍ୟୁ ହୋଇଯାଇଥିଲା । ଏବଂ ଆମେ କହିବାପାଇଁ ଚାହୁଁଛୁଯେ ରିମାଙ୍କୁ ଶେଷଥର ପାଇଁ ନାମକରଣ ଧାରାବାହିକର ସୁଟିଙ୍ଗ ସେଟରେ ଦେଖିବା ପାଇଁ ମିଳିଥିଲା । ଯେଉଁଥିରେ ରିମାଙ୍କ ‘ଦୟାବନ୍ତିର’ଚରିତ୍ରରେ ଅଭିନୟ କରୁଥିଲେ । ରିମାଙ୍କ ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଥିଲା । ଧାରାବାହିକ ନାମକରଣରେ ନକରାତ୍ମକ ଚରିତ୍ରରେ ଦେଖିବା ପାଇଁ ମିଳିଥିଲା । କିନ୍ତୁ ନିଜର ଦମଦାର ଅଭିନୟ କାରଣରୁ ଆଜି ଏହି ଧାରାବାହିକର ଗଣନା ଟପ ଶୋ’ଗୁଡିକରେ ହେଉଛି ।

ଟେଲିଭିଜନର ଧାରାବାହିକ ନାମକରଣରେ ଅଭିନୟ କରୁଥିବା ସମୟରେ ରିମାଙ୍କ ଡେଥ ହୋଇଯାଇଥିଲା, କିନ୍ତୁ ଖବର ଶୁଣିବା ପାଇଁ ମିଳିଥିଲା ବର୍ତ୍ତମାନ ଏହି ଧାରାବାହିକରେ ତାଙ୍କର ଝିଅ ଅଭିନୟ କରିବେ । ଖବର ଅନୁସାରେ ରିମା ଲାଗୁଙ୍କ ଝିଅ ମୃଣମୟୀ ଲାଗୁ ଏହି ଧାରାବାହିକରେ ଏଣ୍ଟ୍ରି କରିବେ । ମେକର୍ସ ମୃଣମୟୀଙ୍କୁ ଏହି ଧାରାବାହିକରେ ଅଭିନୟ କରିବାପାଇଁ ରାଜି କରାଇଛନ୍ତି, ଜାହାପରେ ମୃଣମୟୀ ଏହି ଧାରାବାହିକରେ ଅଭିନୟ କରିବାପାଇଁ ରାଜି ହୋଇଛନ୍ତି ।

ମରାଠୀ ଫିଲ୍ମରେ ଅଭିନୟ କରି ହୃଦୟ ଜିତିଛନ୍ତି ମୃଣମୟୀ :

ରିମା ଲାଗୁଙ୍କ ଝିଅ ରିମାଙ୍କ ଭଳି ହିଁ ଅଭିନୟ ଦୁନିଆରେ ପ୍ରସିଦ୍ଧ ଅଟନ୍ତି । କହିବାପାଇଁ ଚାହୁଁଛୁଯେ ମୃଣମୟୀ ମରାଠୀ ଫିଲ୍ମରେ ଅଭିନୟ କରନ୍ତି ଯାହାଫଳରେ ମୃଣମୟୀଙ୍କୁ ବଲିଉଡ଼ର ଅଭିନେତ୍ରୀଙ୍କ ଭଳି ପରିଚୟ ମିଳିପାରିନଥିଲା । ମୃଣମୟୀ ୩ଇଡିୟସ, ଏବଂ ତଲାସ, ଭଳି ଫିଲ୍ମରେ ଅଭିନୟ କରିସାରିଛନ୍ତି । ମରାଠୀ ଫିଲ୍ମରେ ଚାମତ୍କାର ଅଭିନୟ କରିବାପରେ ବର୍ତ୍ତମାନ ଛୋଟ ପରଦାରେ ନିଜପଦର୍ଶନ ବଜାଇ ରଖିବା ପାଇଁ ପ୍ରସ୍ତୁତ ଅଛନ୍ତି ।

ବଲିଉଡ ଫିଲ୍ମ ଯକ୍ଷ୍ମରୁ ଅନୁପ୍ରସ୍ତିତ ହୋଇ ଧାରାବାହିକର ନାମକରଣରେ ପୁଣିଥରେ ଲମ୍ବା ଲିପର ପ୍ରସ୍ତୁତି ହୋଇଯାଇଛି । ଜାହାପରେ କାହାଣୀର ଚିତ୍ରପରିବର୍ତ୍ତନ କରିବାପାଇଁ ପ୍ରସ୍ତୁତ ହୋଇସାରିଛି । କହିବାପାଇଁ ଚାହୁଁଛୁ ଲିପ ପରେ ଧାରାବାହିକ ନାମକରଣରେ ରିମା ଲାଗୁଙ୍କ ଝିଅ ମୃଣମୟୀ ଚମତ୍କାର ଏଣ୍ଟ୍ରି କରିବେ । ଏହା ସହ ଆପଣଙ୍କୁ କହିବା ପାଇଁ ଚାହୁଁଛୁଯେ ଏହି ଧତାବହିକରେ ନିଜମାଆଙ୍କ ଭଳି ମୃଣମୟୀ ମଧ୍ୟ ନକରାତ୍ମକ ଚରିତ୍ରରେ ଅଭିନୟ କରିବେ ।