କାର ଭିତରେ ଥିଲେ ଦୁଇ ଝିଅ ଆଉ ଜଣେ ପୁଅ ,15ଦିନ ଧରି କରୁଥିଲେ କଣ ..ଏବେ ଧରିଛି ପୋଲିସ

car 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପଡିଆ ରେ ଠିଆ ହୋଇଛି କଲା ମଚ ମଚ କାର କେତେ ବେଳେ ଏ କୋଣ ରେ ତ ଆଉ କେତେ ବେଳେ ସେ କୋଣରେ କେତେ ବେଳେ ପଡିଆ ର ମଝିକୁ ପଳେଇ ଆସୁଛି ଆଉ କେତେ ବେଳେ ରାସ୍ତା ପାଖକୁ । ଏମିତି ଦେଖୁଥିଲେ ଲୋକ ମାନେ । ଦିନେ ନୁହେଁ ବରଂ 15 ଦିନ ଧରି ଏମିତି ପଡିଆ ରେ ପରିଭ୍ରମଣ କରୁଥିଲା ଏହି କାରଟି କୋଲନୀ ଏବଂ ସ୍ଥାନିୟ ଲୋକ ମାନେ ବୁଝି ପାରୁ ନଥିଲେ ଏହି କାରରେ ହେଉଛି କଣ ।

କାର ରେ ଅଛନ୍ତି କେଉଁ ମାନେ ଆଉ କାରଟି କେଉଁ ଉଦ୍ଦଶ୍ୟରେ ପଡିଆ ରେ ଉହ୍ଲାଇଛି । ଦିନେ ନୁହେଁ ବରଂ 15 ଦିନ ଧରି ଏମିତି ପଡିଆ ରେ ପରିଭ୍ରମଣ କରୁଥିଲା । ତେବେ ଦିର୍ଘ 15 ଦିନ ଧରି ଏହି ନିର୍ଦ୍ଧିଷ୍ଟ କାର ରେ ଜଣେ ପୁଅ ଏବଂ ଦୁଇ ଜଣ ଝିଅ ଙ୍କୁ ଦେଖି ସ୍ଥାନିୟ ଲୋକ ଆତଙ୍କିତ ହୋଇଥିଲେ ।

car

ଆନନ୍ଦ ପୁର ଜଳସମ୍ପଦ ସାମ୍ନା ପଡିଆ ରେ ଦିନ ସାରା ଏହି କାର ରହୁଥିବା ବେଳେ ଜଳ ସଂମ୍ପଦ ବିଭାଗ ନିର୍ଭାହୀ ଯନ୍ତ୍ରୀ ଘଟଣା ସଂମ୍ପର୍କ ରେ ଜାଣିବାକୁ ଗାଡି ପାଖକୁ ଜାଇଥିଲେ । କାର ଭିତରେ ଥିବା ପୁଅ ଏବଂ ଦୁଇ ଝିଅ ଙ୍କୁ ପଚରା ଉଚୁରା କରିଥିଲେ । ହେଲେ ସେମାନେ କୈଣସି ସଠିକ୍ ଉତ୍ତର ନ ଦେଇ ଗାଳି ଗୁଳଜ କରିଥିଲେ ।

ହେଲେ ସେମାନେ ସହଯୋଗ ନକରି ଦୃତ ଗତିରେ ସେଠାରୁ ଗେଟ ଭାଙ୍ଗି ପଳେଇ ଜାଇଥିଲେ । ପୋଲିସ ତାଙ୍କୁ ପରେ ଫିଲ୍ମ ଷ୍ଟାଇଲ ରେ ପିଛା କରିଥିଲା । ଏବଂ କିଛି ବାଟ ଯିବା ପରେ ଧରିଥିଲା ଆଉ ଏବେ ସେହି ତିନି ଜଣଙ୍କୁ ଥାନା କୁ ଆଣି ପଚରା ଉଚୁରା କରୁଥିବା ବେଳେ ତଦନ୍ତ ମଧ୍ୟ ଜାରି ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *