ଭାଇ ବୋହୂ ସହ ସ-ମ୍ପର୍କ ନଥିଲା | ପ୍ରମାଣ ପାଇଁ ଯୁବକ ଦେଲେ ଅଗ୍ନିପରୀକ୍ଷା !!

bahu

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଭାଉଜ ସହିତ ସଂମ୍ପର୍କ ପାଇଁ ଯୁବକ ଦେଲେ ଅଗ୍ନୀ ପରିକ୍ଷା । କଳି ଯୁଗରେ ଅଗ୍ନୀ ପରିକ୍ଷା ଦେଲେ ବ୍ୟକ୍ତି । ତାହା ପୁଣି ତ୍ରେତୋୟା ଯୁଗକ ଅଗ୍ନୀ ପରିକ୍ଷା ଷ୍ଟାଇଲ ରେ ହଁ ବନ୍ଧୁଗଣ କଥା ଟି ଆପଣ ମାନଙ୍କୁ ନିହାତି ଭାବେ ଆଶ୍ଚର୍ଯ୍ୟ ଲାଗୁଥିବ । ତେବେ ଏମିତି ଏକ ଘଟଣା ଘଟିଜାଇ ଥିବା ବେଳେ ଯାହା ବର୍ତମାନ ସମୟ ରେ ଚର୍ଚ୍ଚା ର ବିଷୟ ହୋଇଛି ।

ତେବେ ଦିନେ ମାତା ସୀତା ଅଗ୍ନୀ ପରିକ୍ଷା ଦେଇଥିଲେ । ତେବେ ଏହାର ତ ଥିଲା ତ୍ରେତୋୟା ଯୁଗର କଥା ହେଲେ ଏବେ କଳି ଯୁଗରେ ବି ହେଉଛି ଅଗ୍ନୀ ପରିକ୍ଷା । ଆପଣ ମାନେ ସାମାନ୍ୟ ଦ୍ୱନ୍ଦ ରେ ପଡୁଥିବେ କଣ ଏହି ଅଗ୍ନୀ ପରିକ୍ଷା ଆମେ ଆପଣଙ୍କୁ ଏମିତି କଣ ପାଇଁ କହୁଛୁ । ତେବେ ପୁରା କାହାଣୀ ଟି ହେଲେ ତେଲେଙ୍ଗାନା ବଞ୍ଛାର ପଲ୍ଲୀର ସେଠାରେ ଜଣେ ବ୍ୟକ୍ତିଙ୍କୁ ନିଜର ଶତୀତ୍ୱ ପ୍ରମାଣ କରିବା ପାଇଁ ପଡିଛି ଅଗ୍ନୀ ପରିକ୍ଷା ।

man

କାରଣ ଉକ୍ତ ଯୁବକ ଙ୍କୁ ଗାଁ ର ଲୋକ ସନ୍ଧେହ କରିଥିଲେ ଯେ ତାର ତା ଭାଇ ବୋହୁ ସହିତ ଅନୈତିକ ସଂ-ମ୍ପର୍କ ରହିଛି । ଏହି ସଂନ୍ଧେହ କୁ ଦୂର କରିବା ପାଇଁ ଅର୍ଥାତ ଏହାକୁ ମିଛ ବୋଲି ପ୍ରମାଣିତ କରିବା ପାଇଁ ଯୁବକ ଙ୍କୁ ଦେବାକୁ ପଡିଛି ଅଗ୍ନୀ ପରିକ୍ଷା । ଗୋଟିଏ ସ୍ଥାନରେ ନିଆଁ ଲଗା ଗଲା ଆଉ ସେହିଥିରେ ଲୁହା ରଡ୍ ରଖା ଗଲା ଯେତେ ବେଳେ ଲୁହା ରଡ ଟି ନିଆଁ ରେ ଦାଉ ଦାଉ ହୋଇ ଗରମ ହୋଇଗଲା ସେତେ ବେଳେ ଯୁବକ ଙ୍କୁ ସେହି ରଡ୍ କୁ ନିଆଁ ରୁ ବାହାର କରିବାକୁ କୁହାଗଲା ।

ଆଉ ଯୁବକ ମଧ୍ୟ ସେହି ତତଲା ଲୁହା କୁ ନିଆଁ ରୁ ହାତ ପୁରେଇ ବାହାର କଲେ । ଏହା ପରେ କିଛି ଗାଁ ଲୋକଙ୍କର ସନ୍ଧେହ ଦୂର ହେଲା । ଆଉ ଭାଇ ବୋହୁ ସହିତ ଯୁବକ ର କୈଣସି ଅନୈତିକ ସଂ-ମ୍ପର୍କ ନାହିଁ ବୋଲି କିଛି ଲୋକ ଗ୍ରହଣ କଲେ । ତେବେ ଘଟଣା ଟି ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *